ଦେଖନ୍ତୁ ଭିଡ଼ିଓ : ଖେଳ ଦେଖୁଥିବା ଝିଅଟିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଗଲେ କମେଣ୍ଟେଟର,ପୁଣି ଗାଇବାକୁ ଲାଗିଲେ ଏମିତି ଗୀତ

ସାଧାରଣତଃ ଯେତେବେଳେ କୈାଣସି ରାଷ୍ଟ୍ରୀୟ ବା ଅନ୍ତଃରାଷ୍ଟ୍ରୀୟ ଖେଳ ହୋଇଥାଏ ସଦାବେଳେ ସେହି ଖେଳ ଓ ଖେଳାଳୀ ସହ ଜଡ଼ିତ ଜିନିଷ ଉପରେ କଥାବାର୍ତ୍ତା ହୋଇଥାଏ|ପ୍ରତି ଖେଳରେ ଜଣେ କମେଣ୍ଟର ରହିଥାନ୍ତି|ସେ କ୍ରିକେଟ,ଫୁଟବଲ ଭଳି ଖେଳରେ ନିଜର କମେଣ୍ଟ୍ରି କରିଥାଏ| ସାମାନ୍ୟତମ ଭାବେ ତାଙ୍କ କମେଣ୍ଟ୍ରି ଖେଳ ଓ ଖେଳାଳୀଙ୍କୁ ମୁଗ୍ଧ କରିଥାଏ|କିନ୍ତୁ କେବେକେବେ ସେ ମଧ୍ୟ ଭାବଵିହ୍ୱଳ ହୋଇ ଖେଳରୁ ଦୁରେଇ ଅନ୍ୟ କଥା କହିଥାଏ|

କିଛି ବର୍ଷ ପୂର୍ବେ ଏହା ଦେଖିବାକୁ ମିଳେ ଯେ ଖେଳ ଦେଖିବାକୁ ଆସିଥିବା ଦର୍ଶକ ମଧ୍ୟରୁ କୈାଣସି ଏକ ଯୁବତୀ ପ୍ରସିଦ୍ଧ ହୋଇଯାଏ|ଆଲମ ଏହା ରହିଥାଏ ଯେ ସେ ଦର୍ଶକଙ୍କ ରାଷ୍ଟ୍ରୀୟ ବା ଅନ୍ତଃରାଷ୍ଟ୍ରୀୟ କ୍ରସ ବନିଯାଏ|ଏମିତି ଯୁବତୀଙ୍କୁ କ୍ୟାମେରାମ୍ୟାନ ମଧ୍ୟ ଭଲ ଭାବରେ କଭର କରିଥାଏ|ତାଙ୍କର କ୍ୟାମେରା ମଧ୍ୟ ଏହି ଯୁବତୀଙ୍କ ଠାରୁ ହଟିନଥାଏ|ବେଳେବେଳେ ଏହି ଖେଳରେ ଦର୍ଶକଙ୍କ ମଧ୍ୟରେ ବସିଥିବା ଯୁବତୀ ଏମିତି ଦେଖାଯାଆନ୍ତି କୈାଣସି ହିରୋଇନ୍ ତା ଠାରୁ କମ୍ ହେବ|

ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିନିଅନ୍ତୁ |ଏଥିରେ ଗୋଟିଏ ମ୍ୟାଚ ଚାଲୁଅଛି|ଏହି ମ୍ୟାଚ ଦେଖିବାକୁ ବହୁ ଦର୍ଶକ ଆସିଥାନ୍ତି|କିନ୍ତୁ ଏମାନଙ୍କ ମଧ୍ୟରେ ଜଣେ ମହିଳା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି|ଏହି ଯୁବତୀ ସ୍କଟ ପିନ୍ଧି ପାଦ ଉପରକୁ କରି ଚେୟାରରେ ବସିଛନ୍ତି|ଯୁବତୀ ଦେଖିବାକୁ ଅତ୍ୟନ୍ତ ସୁନ୍ଦର|ସେ ଚେୟାରରେ ଏମିତି ଶୈଳୀରେ ବସିଛନ୍ତି ଯେ ତାଙ୍କ ସୁନ୍ଦର ଗୋଡ ସମସ୍ତଙ୍କୁ ଦେଖାଯାଉଛି|ସେ ଚୁଇଙ୍ଗମ ଚୋବାଉଛି|

ଏହି ପୂରା ଦୃଶ୍ୟ ଦେଖିବାକୁ ସୁନ୍ଦର ଲାଗୁଛି|ଖାସକରି ଯୁବତୀଙ୍କ ସୈନ୍ଦର୍ଯ୍ୟକୁ ଦେଖି ଆରବ କମେଣ୍ଟେଟର ମନ୍ତ୍ରମୁଗ୍ଧ ହୋଇଥିଲା|ଯୁବତୀଙ୍କ ସୈନ୍ଦର୍ଯ୍ୟ ଦେଖି ତାର ଧ୍ୟାନ କମେଣ୍ଟ୍ରିରୁ ହଟି ମ୍ୟାଚ ବିଷୟରେ ନକହି ଗୀତ ଗାଇଥାଏ|ଯୁବତୀଙ୍କୁ ଦେଖି କମେଣ୍ଟର ପାଗଳ ହୋଇଥାଏ ଫଳରେ କ୍ୟାମରାମ୍ୟାନ ଯୁବତୀଙ୍କ ଗୋଡର ଅଂଶ ଜୁମ କରିଥାଏ|ଯଦିଓ କ୍ୟାମରାମ୍ୟାନର ଏହି ବ୍ୟବହାର ଲୋକଙ୍କୁ ପସନ୍ଦ ଲାଗେନାହିଁ|ସେ ତାଙ୍କ ଆଲୋଚନା କରିଥାଏ|

ଏହି ପୂରା ଭିଡିଓ ସୋସିଆଲ ମିଡିଆରେ ଧୁମ ମଚାଉଛି|ଗୋଟିଏ ପକ୍ଷରେ ଲୋକମାନେ କମେଣ୍ଟର ଓ କ୍ୟାମେରାମେନର ବ୍ୟବହାର ଦେଖିକି ହସୁଥିବା ବେଳେ ଅପରପକ୍ଷରେ କିଛି ଲୋକ ନିନ୍ଦା କରିଛନ୍ତି|ଜଣେ ବ୍ୟକ୍ତି କହିଛନ୍ତି ଯେ କ୍ୟାମରାମ୍ୟାନକୁ ଜୁମ ପାଇଁ କାମରୁ ବହିସ୍କାର କରିବା ଆବଶ୍ୟକ|ଯଦିଓ ସୋସିଆଲ ମିଡିଆରେ ଜଣେ କହିଛନ୍ତି ଯେ ଏହା ଏଡିଟ ବି ହୋଇଥାଇପାରେ|ଯେତେବେଳେ ଜୁମ ହୁଏ ଚ୍ୟାନେଲର ଲୋଗୋ ଦେଖାଯାଏ ନାହିଁ|ମତଲବ ଏହା ଅରିଜିନାଲ ଭିଡିଓକୁ ଜୁମ କରି ରିପ୍ଲେ କରାଯାଇଛି|

କ୍ୟାମରାମ୍ୟାନ ସହ ଲୋକମାନେ କମେଣ୍ଟରକୁ ନିନ୍ଦା କରିଛନ୍ତି|ଜଣେ ୟୁଜର କହିଛନ୍ତି ଯେ ସୁନ୍ଦର ଝିଅ ଦେଖି ଗୀତ ଗୁଣୁଗୁଣୁ କରିବା ଖରାପ କଥା ନୁହେଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *