ଗୋବିନ୍ଦାଙ୍କ ଗୀତରେ ଦେଶୀ ଭାଉଜ ନାଚିଲେ ହୃଦୟସ୍ପର୍ଶୀ ନାଚ,ଲୋକମାନେ ଦେଲେ ଏମିତି ପ୍ରତିକ୍ରିୟା,ଦେଖନ୍ତୁ ଏହି ଭିଡିଓ

ଯେତେବେଳୁ ସର୍ଟ ଭିଡିଓ ପ୍ରଚଳିତ ହେଉଛି ସେତେଵେଳଠାରୁ ଲୋକମାନେ ଇନଷ୍ଟାଗ୍ରାମର ରିଲ୍ସ ଭଳି ପ୍ଲାଟଫର୍ମରେ ଭିଡିଓ ପୋଷ୍ଟ କରିଥାନ୍ତି|କିଛି ସେକେଣ୍ଡର ଏହି ଭିଡିଓ କିଛି ଦିନ ମଧ୍ୟରେ ଭାଇରାଲ ହୋଇଥାଏ|କିଛି ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଭାଉଜ ଛାତ ଉପରେ ନାଚୁଛନ୍ତି|ତାଙ୍କର ଏହି ଡ୍ୟାନ୍ସ ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସୁଛି ଓ ସେ ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଭିଉଜ୍ ପାଉଛନ୍ତି|

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ଜଣେ ଭାଉଜ ଦେଶୀ ଷ୍ଟାଇଲରେ ଛାତ ଉପରେ କ୍ୟାମେରା ଆଗରେ ଜଲବା ଦେଖାଉଛନ୍ତି|ଜବରଦସ୍ତ ଗୀତ ମଖନାରେ ଜବରଦସ୍ତ ଅନ୍ଦାଜରେ ଡ୍ୟାନ୍ସ କରୁଥିବା ଭାଉଜ ହଜାର ହଜାର ଲୋକଙ୍କ ହୃଦୟ ଜିତିଛନ୍ତି|ସେ ବଲିଉଡ୍ ଆକ୍ଟର ଗୋଵିନ୍ଦାଙ୍କ ଗୀତରେ ହୁଵହୁ ଡ୍ୟାନ୍ସ ଷ୍ଟେପ ନକଲ କରିବାକୁ ଚେଷ୍ଟା କରିଛନ୍ତି|

ଲୋକଙ୍କୁ ତାଙ୍କର ଏହା ପସନ୍ଦ ଆସୁଛି ଯେ ଶାଢୀରେ ଗଜବର ଅଣ୍ଟା ଲଟକାଇବା|ଅଣ୍ଟା ହଲାଇ ଏମିତି ଡ୍ୟାନ୍ସ କରନ୍ତି ଯେ ଯେକେହି ତାଙ୍କ ପ୍ରଶଂସା କରିବ|ଭିଡିଓକୁ ଇନଷ୍ଟାଗ୍ରାମରେ ଆକ୍ଟିଭ ବ୍ଲସମ ନାମକ ଏକାଉଣ୍ଟରେ ସେୟାର କରାଯାଇଛି|ଏହାପୂର୍ବରୁ ମଧ୍ୟ ସେ ଶାଢୀରେ ଡ୍ୟାନ୍ସ ଭିଡିଓ ସେୟାର କରିଥିଲେ,ଯାହାକୁ ଲୋକମାନେ ଖୁବ ପ୍ରଶଂସା କରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *