କମିବ ନବମ ଓ ଦଶମ ଶ୍ରେଣୀର ସିଲାବସ

ରାଜ୍ୟରେ କରୋନା ପ୍ରଭାବ ପାଇଁ ଚଳିତ ବର୍ଷ ବି ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ। ଏହି ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି।ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ୍ ହ୍ରାସ କରାଯିବ। ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ ୩୦% ହ୍ରାସ କରାଯିବ। କିନ୍ତୁ, ବିଦ୍ୟାଳୟ ଖୋଲିବା ଉପରେ କୌଣସି ସୂଚନା ଦେଇନାହାନ୍ତି।

ଅନଲାଇନ ମାଧ୍ୟମରେ ବିଦ୍ୟାଳୟର ପିଲାମାନେ ପାଠ ପଢିପାରିବେ। ଅନଲାଇନରେ ପାଠ ପଢୁଥିବା ପିଲାମାନଙ୍କର କୌଣସି ଅସୁବିଧା ହେଉଥିଲେ, ସେଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। କାରଣ, ଅନଲାଇନ ସୁବିଧା ସମସ୍ତଙ୍କ ପାଖରେ ପହଞ୍ଚିବା ଅସମ୍ଭବ। ଏଥିପାଇଁ ଚଳିତ ବର୍ଷ ମଧ୍ୟ ସିଲାବସ କମାଇବା ପାଇଁ ଗଣଶିକ୍ଷା ମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *