ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିଲେ ଦୀପିକା ପାଦୁକୋନ,ଭାଇରାଲ ହେଲା ପୁରୁଣା ଭିଡିଓ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ସାନଦାର ଅଭିନୟ ପାଇଁ ଜଣାଶୁଣା। ତାଙ୍କର ଫିଲ୍ମର ଲୋକଙ୍କୁ ବହୁତ ମନୋରଞ୍ଜନ କରିଥାଏ। ଦୀପିକା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ବହୁତ ଏକ୍ଟିବ ରୁହନ୍ତି କିନ୍ତୁ ରାଜନୀତିର ଦୁନିଆରେ ତାଙ୍କର ଏତେ ଇଚ୍ଛା ନାହିଁ। କିନ୍ତୁ କଣ ଆପଣ ଜାଣିଛନ୍ତିକି ଦୀପିକା କାହାକୁ ପ୍ରଧାନମନ୍ତ୍ରୀ ରୂପରେ ଦେଖିବାକୁ ଚାହୁଁଥିଲେ?

ଦୀପିକାଙ୍କ ପୁରୁଣା ଭିଡିଓ ଭାଇରାଲ:-

ଦୀପିକା ପାଦୁକୋନର ଏକ ଭିଡିଓ ଭାଇରାଲ ହେଉଅଛି, ଯେଉଁଥିରେ ସେ ଇଣ୍ଟରଭ୍ୟୁ ଦେଉଥିବାର ନଜର ଆସୁଛନ୍ତି। ଦୀପିକା ରାଜନୀତି ବିଷୟରେ କଥା ହେଉଛନ୍ତିକି, ମୁଁ ରାଜନୀତି ବିଷୟରେ ଅଧିକ ଜାଣିନାହିଁ। ଯାହାବି କିଛି ମୁଁ ଟିକେ ଦେଖେ ସେହି ଅନୁସାରେ ରାହୁଲ ଗାନ୍ଧୀଙ୍କୁ ଆମ ଦେଶ ପାଇଁ ଏକ ଉଦାହରଣ ଅଟନ୍ତି, ଖାସ ଭାବରେ ନୌଯବାନଙ୍କ ପାଇଁ। ଆଶାକରୁଛୁକୁ ସେ ଦିନେ ପ୍ରଧାନମନ୍ତ୍ରୀ ନିଶ୍ଚୟ ହେବେ।

ରାହୁଲ ଗାନ୍ଧୀଙ୍କ ଚିନ୍ତାକୁ କହିଲେ ଫ୍ୟୁଚରିଷ୍ଟିକ:-

ଆଗକୁ ଦୀପିକା କହିଲେକି ରାହୁଲ ଗାନ୍ଧୀ ଯୁବ ସାମାଜଙ୍କ ସହିତ ବହୁତ କନେକ୍ଟ କରିପାରନ୍ତି। ତାଙ୍କର ଚିନ୍ତା-ବିଚାର ଟ୍ରାଡିସନାଲ କିନ୍ତୁ ଫ୍ୟୁଚରିଷ୍ଟିକ ମଧ୍ୟ ଅଟେ। ଏହି ଭିଡିଓ କେବେକାର ଅଟେ। ଏହି ବିଷୟରେ ଜଣାନାହିଁ କିନ୍ତୁ ଭିଡିଓ ଦେଖିକରି ଲାଗୁଛିକି ସେ ନିଜର କ୍ଯାରିୟରର ଆରମ୍ଭ ସମୟରେ ଏହି ଇଣ୍ଟରଭ୍ୟୁ ଡିଡି ନ୍ଯୁଜକୁ ଦେଇଥିଲେ।

ଦୀପିକାଙ୍କ ଫିଲ୍ମ:-

ଦୀପିକାନାକ କାମ ବିଷୟରେ କଥା ହେବୁ ଯଦି, ସେ ଶେଷ ଥର ପାଇଁ ଫିଲ ‘ଛପକ’ରେ ନଜର ଆସିଥିଲେ। ବର୍ତ୍ତମାନ ଦୀପିକା ପାଦୁକୋନଙ୍କ ସ୍ଵାମୀ ରଣବୀର ସିଂଙ୍କ ସହିତ ଫିଲ୍ମ ‘୮୩’ ବ୍ଯତୀତ ଫିଲ୍ମ ‘ଦ ଇଣ୍ଟର୍ନ’ ଫିଲ୍ମ ‘ପଠାନ’ ଓ ଶକୁନ ବତ୍ରାଙ୍କ ଫିଲ୍ମରେ କାମ କରୁଥିବାର ଦେଖାଦେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.