କିସମିସର ଫାଇଦା: ପୁରୁଷମାନେ ଖାଆନ୍ତୁ ୧୨ଟି କିସମିସ,ଆଉ ତା ପରେ ଦେଖନ୍ତୁ ଫଳାଫଳ,ଜାଣନ୍ତୁ କିପରି ଖାଇବେ

ଆପଣ କିସମିସ ନିଶ୍ଚୟ ଖାଉଥିବେ,କିନ୍ତୁ କ’ଣ ଏହାର ଚମତ୍କାରିକ ଫାଇଦା ବିଷୟରେ ଜାଣନ୍ତି କି?ହଁ ଆଜ୍ଞା କିସମିସ ଏକ ଏମିତି ଜିନିଷ ଯାହା ଆପଣଙ୍କୁ ବହୁତ ବେମାରୀରୁ ବଞ୍ଚାଇଥାଏ|ଯଦି ଆପଣ ଶାରିରୀକ କମଜୋରର ଶିକାର ହେଉଥାନ୍ତି ତେଵେ କିସମିସ ଆପଣଙ୍କୁ ସାହାଯ୍ୟ କରିବ|

ଯଦି ଆପଣଙ୍କ କାମ କରୁଥିବା ସମୟରେ ଶୀଘ୍ର ଥକିଯାଆନ୍ତି ତେଵେ କିସମିସ ଆପଣଙ୍କ ପାଇଁ ଲାଭକାରୀ|ରକ୍ତର କମ୍ ଦୂର କରିବା ସହ ଇମ୍ୟୁନିଟି ବଢାଇଥାଏ|ଖାସକରି ପୁରୁଷ ମାନଙ୍କ ଶରୀର ପାଇଁ ବେଶ ଫଳପ୍ରଦ|

କିସମିସରେ ଆଇରନ ବହୁଳ ମାତ୍ରାରେ ମିଳେ ଏଥିପାଇଁ ଏହା ଏନିମିଆରୁ ମୁକ୍ତି ଦେଇଥାଏ|ଏହା ବ୍ୟତୀତ ଏଥିରେ କପର ଥାଏ ଫଳରେ ଲୋହିତ ରକ୍ତ କଣିକା ତିଆରି ଓ ରକ୍ତର ପରିମାଣ କମି ନଥାଏ|ଏହା ବ୍ୟତୀତ ଏଥିରେ ଭିଟାମିନ ଏ,ବି କମ୍ପ୍ଲେକ୍ସ ଓ ସେଲେନିୟମ ରହିଥାଏ ଯାହା କମଜୋର ଲିଭର ଓ ଗୁପ୍ତ ରୋଗ ଓ କମଜୋର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ|

ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁସାରେ କିସମିସ ପୁରୁଷ ମାନଙ୍କ ପାଇଁ ଵେଶ ଲାଭକାରୀ|ଏହାର କାରଣ ଦେଖାଗଲେ ଏହା ଟେଷ୍ଟୋଷ୍ଟିରନ ବୁଷ୍ଟିଙ୍ଗ ଫୁଡ୍ ଭାବେ ପରିଚିତ|ଏହି ହରମୋହନ ପୁରୁଷ ମାନଙ୍କ ସେକ୍ସୁଆଲ ସମସ୍ୟା ଦୂର କରିଥାଏ|ଏଥିପାଇଁ ଏହା ବୈବାହିତ ପୁରୁଷ ପାଇଁ ଆବଶ୍ୟକ|

ଯେଉଁ ଲୋକମାନଙ୍କ ସ୍ପର୍ମ କାଉଣ୍ଟର ସମସ୍ୟା ରହିଛି ସେ କିସମିସ ଖାଇବା ଆବଶ୍ୟକ|ଏହା ସ୍ପର୍ମ କାଉଣ୍ଟକୁ ବଢାଇବାରେ ସାହାଯ୍ୟ କରେ|କାରଣ ଏଥିରେ ଏମିତି କିଛି ଗୁଣ ରହିଛି ଯାହା ସ୍ପର୍ମ କ୍ୱଲିଟିକୁ ଭଲ କରିଥାଏ|

ଯେଉଁ ଲୋକଙ୍କ ପାଚନ ସମ୍ବନ୍ଧୀୟ ସମସ୍ୟା ରହିଛି ଏହା ତାଙ୍କ ପାଇଁ ଲାଭକାରୀ|ଆପଣଙ୍କ ଶରୀରରେ ଖାଦ୍ୟ ହଜମ ପାଇଁ ଫାଇବର ଆବଶ୍ୟକ ଯାହା ଏଥିରେ ଭରପୁର ମାତ୍ରାରେ ରହିଥାଏ|ତେଣୁ ଏହା ହଜମ ଶକ୍ତି ବଢାଏ|

ଡାକ୍ତର ଅବରାର ମୁଲତାନୀଙ୍କ ଅନୁସାରେ ଏବେ ଗବେଷଣାରୁ ଜଣାଯାଇଛି ଯେ ଏହା ପୁରୁଷ ମାନଙ୍କ ଶୁକ୍ରାଣୁ କ୍ଷମତା ବୃଦ୍ଧି କରିଥାଏ|ଏହାର ଗୁଣବତ୍ତା ମଧ୍ୟ ବଢାଇଥାଏ|ଏହାକୁ ଦୁଗ୍ଧ ସହ ସେବନ କରିବା ଆବଶ୍ୟକ|ଆପଣ ଦୈନିକ ୧୦/୧୨ ଟି କିସମିସ ଦୁଗ୍ଧ ସହ ସେବନ କରନ୍ତୁ|

ଅଧିକାଂଶ ଲୋକ କିସମିସକୁ ଏମିତି ଖାଲି ଖାଇଥାନ୍ତି କିନ୍ତୁ ଏହାକୁ ଭିଜେଇକି ଖାଇବା ଶରୀର ପାଇଁ ଲାଭଦାୟକ|ଡାକ୍ତର ଅବରାର ମୁଲତାନୀ କହିଛନ୍ତି ଯେ କିସମିସକୁ ରାତିରେ ଭିଜେଇ ଦେଇ ସକାଳୁ ଖାଆନ୍ତୁ କାହିଁକି ଏଥିରେ ଆଣ୍ଟିଅକ୍ସିଟେଣ୍ଟ ଓ ନ୍ୟୁଟ୍ରିଏଣ୍ଟର ମାତ୍ରା ବଢ଼ିଯାଏ|ରାତିରେ ଦୁଗ୍ଧରେ ମିଶେଇକି ଖାଇଲେ ଏହା ଲାଭଦାୟକ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *