ଦେଖନ୍ତୁ ଭିଡ଼ିଓ : ବୁର୍ଖା ପିନ୍ଧି ମହିଳାମାନେ ତଳକୁ ଓଲ୍ହାଉଥିଲେ, ତାପରେ ଯାହା ହେଲା ଦେଖିଲେ ଆପଣ ହସି ହସି ଗଡ଼ିଯିବେ

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ସେୟାର କରାଯାଇଥାଏ | ଏଥିମଧ୍ୟରୁ କିଛି ଭିଡିଓ ହସାଇବା ଭଳି ରହିଥାଏ ତ ଆଉ କିଛି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ | କେବଳ ଏତିକି ନୁହେଁ, କିଛି ଲୋକ ତ ଜାଣିଶୁଣି ଏମିତି ଭିଡିଓ ତିଆରି କରିଥାନ୍ତି ଯେ ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଯାଏ | ଏଥିପାଇଁ ଅନେକଥର ଲୋକମାନେ ନିଜ ଜୀବନକୁ ବିପଦରେ ପକାଇ ଦେଇଥାନ୍ତି | ଏପରି ଏକ ଭିଡିଓ ଆଜିକାଲି ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି | ଏହି ଭିଡିଓକୁ ଦେଖି ଲୋକମାନେ ଖୁବ ହସୁଛନ୍ତି ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି |

ଅନେକଥର ଖୁସି ମଜାରେ ଲୋକମାନଙ୍କ ସହିତ ଏପରି ଘଟଣା ଘଟିଯାଏ, ଯାହା ବିଷୟରେ ସେମାନେ ନିଜେ ମଧ୍ୟ ଭାବିପାରି ନଥାନ୍ତି | ଏହି ମହିଳାମାନେ ମଧ୍ୟ ଭାବି ନଥିବେ ଯେ ସେମାନଙ୍କ ସହିତ ମଧ୍ୟ ଏପରି କିଛି ହେବାକୁ ଯାଉଛି | ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଯେ କିଭଳି ଭାବେ ମହିଳାମାନେ ବୁର୍ଖା ପିନ୍ଧି ତଳକୁ ଓଲ୍ହାଉଛନ୍ତି | ପ୍ରଥମେ ତ ସବୁକିଛି ସାଧାରଣ ଲାଗୁଛି | କିନ୍ତୁ ମହିଳାମାନେ ଆଗକୁ ବଢ଼ିବାମାତ୍ରେ ଖସି ଯାଇ ସିଧା ତଳେ ପହଞ୍ଚିଯାଆନ୍ତି ଏବଂ କଚାଡି ହୋଇ ତଳେ ପଡିଯାନ୍ତି |

ଦେଖନ୍ତୁ ମଜାଳିଆ ଭିଡିଓ :-

ଭିଡିଓ ଦେଖି ଆପଣ ମଧ୍ୟ ବୁଝିଯିବେ ଯେ ପ୍ରକୃତରେ ମାମଲା କଣ ଅଟେ ? କିଛି ଲୋକଙ୍କୁ ଏହି ଭିଡିଓ ବହୁତ ପସନ୍ଦ ହୋଇଛି | ଇନ୍ସଟାଗ୍ରାମରେ ଏହି ଭିଡିଓକୁ ‘jaat_k_jokes’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ବର୍ତ୍ତମାନ ଏହି ଭିଡିଓ ଖୁବ ଭାଇରଲ ହେଉଛି | ଖବର ରୂପରେ ଲେଖିବା ବେଳକୁ ଏହି ଭିଡିଓକୁ ପ୍ରାୟ ଏକ ଲକ୍ଷ ୨୦ ହଜାର ଲୋକ ଦେଖି ସାରିଲେଣି | ସେହିପରି ଏହି ଭିଡିଓରେ ବହୁତ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି | ତେବେ ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା କମେଣ୍ଟ କରି ନିଶ୍ଚିତ ଭାବରେ ଜଣାନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *