ବୈଷ୍ଣଦେବୀଙ୍କ ଫୋଟୋ ଥିବା ଏହି କଏନ ଆପଣଙ୍କୁ କରିଦେବ ମାଲାମାଲ, ମିଳିବ 10 ଲକ୍ଷ ଟଙ୍କା,ଜାଣନ୍ତୁ କେମିତି

ଯଦି ଆପଣଙ୍କ ପାଖରେ 5ଟଙ୍କିଆ ଓ 10 ଟଙ୍କିଆ କଏନ ରହିଛି ଯେଉଁଥିରେ କି, ମାତା ବୈଷ୍ଣଦେବୀ ଙ୍କ ଫୋଟୋ ରହିଥିବ ତାହେଲେ ଆପଣଙ୍କୁ ଲକ୍ଷପତି ହେବାରୁ କେହି ଅଟକାଇ ପାରିବେନାହିଁ। ରିପୋର୍ଟ ଅନୁସାରେ, ଏହି କଏନ ବଦଳରେ ଆପଣ ଭାରତୀୟ ମୁଦ୍ରାରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମାଇପାରିବେ।

ହିନ୍ଦୁ ଧର୍ମରେ ବୈଷ୍ଣଦେବୀ ଫୋଟୋ ଥିବା ମୁଦ୍ରାକୁ ବହୁତ ଭାଗ୍ୟଶାଳୀ ମାନାଯାଇଥାଏ। ଏହାକୁ କିଛି ଲୋକ ମାତାଙ୍କ ଆଶୀର୍ବାଦ ଭାବି ନିଜ ପର୍ସରେ ରଖିଥାନ୍ତି। ତାଙ୍କ କହିବାର ହେଲା ଏମିତି କଲେ କେବେ ଧନର ଅଭାବ ରହିବନାହିଁ। ଏହାବ୍ୟତୀତ ଆହୁରି କେତେକ ମାନ୍ୟତା ରହିଛି ଯାହାକି ଏଥିରେ ଜଡିତ ରହିଛି। ଏହି କାରଣରୁ ଲୋକେ 5 ଓ 10 ଟଙ୍କିଆ କଏନକୁ ଆଖି ବନ୍ଦ କରି କିଣି ନେଉଛନ୍ତି। ଆପଣଙ୍କୁ ଜଣାଇଦେଉଛୁ କି, ଏମିତି ମୁଦ୍ରା ସରକାର 2002 ମସିହାରେ ଜାରି କରିଥିଲେ।

କେଉଁଠାରେ ଓ କେମିତି ମିଳିବ 10 ଲକ୍ଷ ଟଙ୍କା? :-

ଏହିପରି ମୁଦ୍ରାକୁ ଇଣ୍ଡିଆମାର୍ଟ ଡ଼ଟ କମ ସାଇଟରେ ନିଲାମ କରାଯାଉଛି। ଏହି ସାଇଟରେ ଭିଜିଟ କରିବାପରେ ସର୍ବପ୍ରଥମେ ଆପଣଙ୍କୁ ବିକ୍ରେତା ଭାବରେ ରେଜିଷ୍ଟର ହେବାକୁ ପଡ଼ିବ। ଏହାପରେ ଆପଣଙ୍କୁ ପ୍ରତ୍ୟେକ ସାଇଡ଼ର ଫୋଟୋ ଉଠାଇ ଅପଲୋଡ଼ କରିବାକୁ ହେବ। ଏହାପରେ ଲୋକମାନେ ଏହି ମୁଦ୍ରା ଉପରେ ଦାବି ଲଗାଇବେ। ଯେଉଁ ବ୍ୟକ୍ତି ଅଧିକ ଟଙ୍କା ଅଫର କରିବ ସେ ହିଁ ଏହାକୁ କିଣିଦେବ।

20 ରୁ 25 ହଜାର ଟଙ୍କାରେ ବିକ୍ରି କରନ୍ତୁ ଅଶୋକ ସ୍ତମ୍ଭ ଵାଲା ନୋଟ:-

ଏହାପରେ ଯଦି ଆପଣଙ୍କ ପାଖରେ ବ୍ରିଟିଶ ଅମଳର ନୋଟ ରହିଥାଏ ତାହେଲେ ଏହାମଧ୍ୟ ଆପଣଙ୍କୁ ମାଲାମାଲ କରିଦେବ। ଏହାଉପରେ ଅଶୋକ ଚକ୍ର ରହିଥିବ, ଏବେ ଏହି ନୋଟ ବହୁତ ମୁସ୍କିଲରେ ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କ ପାଖରେ ଏହି ଖାଆସ ନୋଟ ରହିଛି ତାହେଲେ ଆପଣଙ୍କ ଭାଗ୍ୟ ଚମକିଯିବ। ଆପଣଙ୍କୁ ଗୋଟିଏ ନୋଟ ବଦଳରେ 20 ରୁ 25 ହଜାର ଟଙ୍କା ମିଳିବ। ଭଲକଥା ଏହାକି ଯେ ଆପଣ ଏହି ନୋଟ୍ କୁ ଘରେ ବସି ବିକ୍ରି କରିପାରିବେ।

ଅନ୍ ଲାଇନରେ ଏହି ସାଇଟରେ ବିକ୍ରି କରନ୍ତୁ:-

1. http://dir.indiamart.com/impact/old-coins.html

2. https://in.pinterest.com/080841052o/sell-old-coins/

3. http:www.indiancurrencies.com

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

One Comment on “ବୈଷ୍ଣଦେବୀଙ୍କ ଫୋଟୋ ଥିବା ଏହି କଏନ ଆପଣଙ୍କୁ କରିଦେବ ମାଲାମାଲ, ମିଳିବ 10 ଲକ୍ଷ ଟଙ୍କା,ଜାଣନ୍ତୁ କେମିତି”

Leave a Reply

Your email address will not be published. Required fields are marked *