ଅନ୍ୟଜଣଙ୍କ ହାତରେ ଠିଆ ହୋଇ ଡେଉଁଥିଲେ ଯୁବତୀ,ହାତରୁ ଖସିଯିବାରୁ ମୁହଁ କଚାଡି ହୋଇ ତଳେ ପଡିଗଲେ:ଦେଖନ୍ତୁ ଯନ୍ତ୍ରଣାଦାୟକ ଭିଡିଓ

ଯେତେବେଳେ ଆମେ ଖତରନାକ ଓ ରିସ୍କି କାମ କରିବାକୁ ଡରନ୍ତି ନାହିଁ ଓ ପୁରା ବିଶ୍ୱାସ ସହ ତାକୁ କରିନିଅନ୍ତି ତେଵେ ନିଜ ମଧ୍ୟରେ ଆତ୍ମବିଶ୍ଵାସ ବଢିଯାଏ|କିନ୍ତୁ ବହୁବାର ଆପଣ ଯଦି କନଫିଡେନ୍ସ ହରାଇଲେ ବା ଅଧିକ କନଫିଡେଣ୍ଟ ହୋଇଗଲେ ତେଵେ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ|କିଛି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|

ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଏ ଯେ ଚିୟର ଲିଡର୍ସ ଭାବରେ ଜଣେ ଯୁବତୀ କିଛି ସାଥୀଙ୍କ ସହ ପ୍ରାକ୍ଟିସ କରୁଥିଲେ|ଜଣେ ଯୁଵକ ତାକୁ ଉପରକୁ ଫୋପାଡେ ଓ ସେ ଯେତେବେଳେ ତଳକୁ ଆସନ୍ତି ତାକୁ ଧରିପାରେ ନାହିଁ|ଯୁବତୀ ସିଧା ମୁହଁ ମାଡି କଚାଡି ହୋଇ ପଡିଥାଏ|ଯୁବତୀଙ୍କ ଏକ ଛୋଟ ଭୁଲ ଫଳରେ ଜୀବନ ପ୍ରତି ବିପଦ ଆସିଥିଲା|ଚିୟର ଲିଡରଙ୍କ ପ୍ରାକ୍ଟିସ କରୁଥିବା ସମୟରେ ତାଙ୍କ ସହ ଏମିତି ହେବ ସେ ଭରସା କରିନଥିଲେ|

ଯୁଵତୀ ତଳେ ମୁହଁ ମାଡି କଚାଡି ହୋଇ ପଡିବା ଫଳରେ ପାଖରେ ଛିଡା ହୋଇଥିବା ସାଥୀଙ୍କ ହୋସ ଉଡ଼ିଗଲା|ଫେଲ ଇନସେନ ନାମକ ବ୍ୟକ୍ତି ଇନଷ୍ଟାଗ୍ରାମରେ ଅପଲୋଡ କରିଥିବା ଏହି ଭିଡିଓକୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି|ଏତିକି ନୁହେଁ ଏହି ଭିଡିଓକୁ ୧.୨ କୋଟି ଥର ଦେଖାଯାଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *