୬୫ ହଜାର ଫୁଟ ଉପରେ ଅ-ଶ୍ଳୀ-ଳ ହରକତ କରୁଥିଲେ କପଲ, ଶେଷରେ ସିକ୍ରେଟ କ୍ୟାମେରାରେ କଏଦ ହୋଇଗଲା ସବୁ

ଆଜିକାଲିର ଜମାନା ସିସିଟିଭି କ୍ୟାମେରାର ଅଟେ। ଲୋକମାନେ ନିଜର ଘର ଓ ଅଫିସର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇଥାନ୍ତି। ଆଡ଼ଭାନ୍ସ ହେଉଥିବା ଦୁନିଆରେ ବର୍ତ୍ତମାନ ବିଭିନ୍ନ ପ୍ରକାରର କ୍ୟାମେରା ବ୍ୟବହାର କରାଯାଉଛି। ଏମାନଙ୍କ ମଧ୍ୟରେ ପାନୋରାମିକ ୱେବକ୍ୟାମ ମଧ୍ୟ ସାମିଲ ରହିଛି। ଏହାଦ୍ୱାରା ଆକାଶରୁ ଜମି ପର୍ଯ୍ୟନ୍ତ ଦୃଷ୍ଟି ରଖା ଯାଇପାରେ। ଅଷ୍ଟ୍ରିଆ ର ପାର୍କରେ ମଧ୍ୟ ସିକ୍ୟୁରିଟି ପାଇଁ ଏହି କ୍ୟାମେରା ବ୍ୟବହାର କରାଯାଇଥାଏ କିନ୍ତୁ କିଛି ଲୋକଙ୍କୁ ଏହାର ସୂଚନା ନଥାଏ। ସୂଚନା ଅଭାବରୁ ଗୋଟିଏ କପଲ ଏମିତି ହରକତ କରିଦେଲେ ଯାହାକି ଭାଇରାଲ ହେଉଛି।

ଏହି କପଲଙ୍କୁ ଜଣାନଥିଲା ଯେ, ଆକାଶରୁ ତାଙ୍କ ଉପରେ ନଜର ରଖାଯାଇଛି। ଉଭୟ ପାର୍କରେ ପହଞ୍ଚି ରୋମାମ୍ସ କରିବା ଆରମ୍ଭ କରିଥିଲେ। କପଲ ଦେଖିଥିଲେ ତାଙ୍କ ଆଖପାଖରେ କେହି ନାହାଁନ୍ତି। ଏମିତିରେ ବିନା ଚିନ୍ତାରେ ସେମାନେ ସେଠାରେ ରୋମାନ୍ସ କରିବା ଆରମ୍ଭ କରିଦେଲେ କିନ୍ତୁ ତାଙ୍କର ଏହି ହରକତ ୱେବକ୍ୟାମରେ କଏଦ ହୋଇଗଲା। ୱେବକ୍ୟାମ ପ୍ରତି 30 ମିନିଟରେ ଫୋଟୋ ଉଠାଇଥାଏ। ଏହିସମୟରେ କପଲଙ୍କ ଫୋଟୋକୁ ମଧ୍ୟ କ୍ୟାପଚର କରାଯାଇଥିଲା।

କପଲ ପାର୍କକୁ ଟ୍ରାକିଂ ପାଇଁ ଯାଇଥିଲେ। ନକ ମାଉଣ୍ଟେନରେ ଚଢ଼ିବା ସମୟରେ କପଲ ଥକି ଯାଇଥିଲେ ଓ ସେଠାରେ ଆରାମ୍ କରିଥିଲେ। ଏହାପରେ ପରସ୍ପର ଉଭୟଙ୍କୁ କିସ କରିବାକୁ ଲାଗିଲେ ଓ ପାଖରେ କେହି ନଥିବାରୁ ରୋମାନ୍ସ କରିବାକୁ ଲାଗିଲେ। କିନ୍ତୁ ତାଙ୍କୁ ଏହା ଜଣାନଥିଲା କି, ତାଙ୍କ ଉପରେ କ୍ୟାମେରା ନଜର ରଖୁଛି। ଏହାପରେ କ୍ୟାମେରା ଉଭୟଙ୍କ ଫୋଟୋ ଉଠାଇଲା ଓ ଏହାକୁ ଅନଲାଇନ ପୋଷ୍ଟ କରିଦେଲା। ଏହାପରେ ତାହା ଭାଇରାଲ ହେବାକୁ ଲାଗିଲା।

ପବ୍ଲିକ ରେକର୍ଡ଼ିଂ ମଧ୍ୟ ବ୍ୟାନ:-

ଏହି ଫୋଟୋ ଭାଇରାଲ ହେବାପରେ ହଙ୍ଗାମା ହୋଇଯାଇଥିଲା। ଅଷ୍ଟ୍ରିଆରେ ପବ୍ଲିକ ପ୍ଲେସରେ ରେକର୍ଡ଼ିଂ ବ୍ୟାନ ଅଟେ। ଏହାସହ କୌଣସି ପ୍ରକାରର ପ୍ରାଇଭେସି ସହିତ ଏପଟ ସେପଟ କରିବା ମଧ୍ୟ ଆଇନଗତ ଅ-ପ-ରା-ଧ ଅଟେ। ଏହାପରେ ପାର୍କରେ ଉଠିଥିବା ଫୋଟୋ କେମିତି ଅନଲାଇନ ପୋଷ୍ଟ ହୋଇଗଲା ଏହାକୁ ନେଇ ବବାଲ ହୋଇଗଲା। ପାର୍କ ଅଥରିଟି କହିଥିଲେ, ଉଭୟଙ୍କ ମୁହଁ ସାମ୍ନାକୁ ଆସୁନାହିଁ। ଏଥିପାଇଁ ୱେବକ୍ୟାମ ଏହାକୁ ଡିଟେକ୍ଟ କରିନପାରି ପୋଷ୍ଟ କରିଦେଇଥିଲା। କ୍ଲିପକୁ ତୁରନ୍ତ ହଟାଇ ଦିଆଯାଇଥିଲା କିନ୍ତୁ ଏହା ଭାଇରାଲ ହୋଇଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *