ଏ-ଲି-ୟ-ନ୍ସ ସହ ପ୍ରେମ ମହିଳାଙ୍କୁ ହେଲା, ଅନ୍ୟ ଜଗତର ଲୋକ ମୋତେ ଅ-ପହ-ର-ଣ କରି ନେଇଯାଇଥିଲେ

ଆବି ବେଲା ନାମକ ଜଣେ ବ୍ରିଟିଶ ମହିଳା ଏକ ଅଜବ ଦା-ବିକୁ ନେଇ ଯୁକ୍ତି କରିଛନ୍ତି। ସେ କହିଛନ୍ତିକି ଅନ୍ୟ ଏକ ଜଗତର କଛି ଲୋକମାନେ ତାଙ୍କୁ ଅ-ପହ-ରଣ କରିନେଇଥିଲେ। ମହିଳା ଜଣକ କହିଲେକି ତାଙ୍କୁ ଏ-ଲିୟ-ନ୍ସଙ୍କ ସହ ପ୍ରେମ ମଧ୍ୟ ହୋଇଥିଲା। ଯିଏକି, ଆଣ୍ଡ୍ରୋମେଡା ଆକାଶଗଙ୍ଗାରୁ ଆସିଥିଲେ। ଆବି ବେଲା କହିଛନ୍ତିଯେ ଚଳିତ ମାସରେ ଏକ ଅନ୍ୟ ଜଗତର କିଛି ଲୋକ ତାଙ୍କୁ ତାଙ୍କ ଶୋଇବା ଘରେ ପଶି ତାଙ୍କୁ ଝରକା ବାଟେ ଅ-ପହ-ରଣ କରି ନେଇଥିଲେ।

ମହିଳା ଜଣକ କହିଛନ୍ତିଯେ ସେ ବିଦେଶୀ ପୃଥିବୀର ବସ ବାସ କରୁଥିବା କୌଣସି ପୁରୁଷଙ୍କ ଠାରୁ ବହୁତ ଭଲ। ଆବି କହିଛନ୍ତିଯେ ସେ ନିଜ ପ୍ରେମିକଙ୍କ ସହ ତାଙ୍କର ଆଗାମୀ ଡେଟକୁ ଅପେକ୍ଷା କରି ରହିଛନ୍ତି। ଆବି କହିଛନ୍ତିଯେ, ସେ ମଜା କରି ଇଣ୍ଟରନେଟରେ ଲେଖିଥିଲେକି, ମୋତେ ଏ ପୃଥିବୀର କୌଣସି ପୁରୁଷଙ୍କଠାରେ ମୋହ ନାହିଁ। ମୋତେ କେହି ଏ-ଲିୟ-ନ୍ସ ଅ-ପହ-ରଣ କରି ନେଇଯାଆନ୍ତାକି।

Google

ଏହାପରେ ମୋତେ ନିୟମିତ ସ୍ୱପ୍ନରେ ଏକ ଧଳା ରଶ୍ମୀ ଦେଖାଗଲା। ଦିନେ ମୁଁ ନିଦରେ ଶୋଇଥିବା ସମୟରେ ଶୁଣିବାକୁ ପାଇଲିକି, ଯେଉଁଠି ତୁମେ ବସ ଅପେକ୍ଷା କର ସେଠାକୁ ଯାଅ। ମୁଁ ତା ପର ରାତିରେ ଝରକା ପାଖରେ ବସିଥିଲି। ନିଦ ଆସିବାରୁ ଶୋଇବାକୁ ଯାଉଥିଲି, କିନ୍ତୁ ଏହି ସମୟରେ ଏକ ଉଜ୍ଜ୍ୱଳ ଆଲୋକ ଦେଖାଗଲା। ତାପରେ ମୋତେ କେଉଁଠାକୁ ନେଇଯାଇଥିଲେ ।

ଆବି ଦାବି କରିଛନ୍ତିଯେ ସେ ଭେଟିଥିବା ଏ-ଲିୟ-ନ୍ସମାନେ ମଣିଷଙ୍କ ସହିତ ପ୍ରାୟତଃ ସମାନ, କିନ୍ତୁ ବହୁତ ଲମ୍ବା ଏବଂ ପତଳା ଅଟନ୍ତି। ସେ କହିଛନ୍ତିଯେ ଏ-ଲିୟ-ନ୍ସଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ କେବଳ ୨୦ ମିନିଟର ଥିଲା। ଏହାପରେ ସେ ନିରାପଦରେ ନିଜ ଘରକୁ ଫେରିଥିଲେ। ସେ କହିଛନ୍ତିଯେ, ବର୍ତ୍ତମାନ ଏ-ଲିୟ-ନ୍ସମାନଙ୍କ ସହ ପରବର୍ତ୍ତୀ ଗସ୍ତକୁ ଅପେକ୍ଷା କରିଛନ୍ତି। କାରଣ ଆବି ସେମାନଙ୍କ ସହ ଆଣ୍ଡ୍ରୋମେଡା ଆକାଶଗଙ୍ଗାକୁ ଯାତ୍ରା କରିବାକୁ ଚାହାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *