ବ-ଳା-ତ୍କା-ର କୁ ରୋକିବା ପାଇଁ ଆସିଲା ବୁ-ଲେଟପ୍ରୁଫ ଓ ରେ-ପପ୍ରୁଫ ଅଣ୍ଡରଓୟାର,ଭିଡିଓ ରେକଡିଂ ସହ ରହିଛି ଏହି ସମସ୍ତ ସୁବିଧା

ଦେଶରେ ପ୍ରତ୍ଯେକ ଦିନ ଅନେକ ଦୁ-ଷ୍କ-ର୍ମ ହେଉଛି। କିଛି ଜଣା ପଡୁଛି ତୋ ଆଉ କିଛି ଜଣା ପଡୁନାହିଁ। ଏପରିକି ଛୋଟ ଶିଶୁମାନେ ମଧ୍ୟ ଦୁ-ଷ୍କ-ର୍ମଙ୍କ କବଳରୁ ବର୍ତ୍ତି ପାରୁନାହାନ୍ତି। ହାଇଦ୍ରାବାଦର ପ୍ରିୟଙ୍କା ରେଡ୍ଡି ଦୁ-ଷ୍କ-ର୍ମ ପରେ ବାର୍ତ୍ତାମାନ ସାରା ଦେଶରେ ଏ ବିଷୟରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ଦେଖି ଉତ୍ତରପ୍ରଦେଶର ଜଣେ ଯୁବତୀ ଝିଅମାନଙ୍କ ପାଇଁ ଏକ ଏପରି ଅଣ୍ଡ-ରୱି-ଅର ତିଆରି କରିଛନ୍ତି, ଯାହାଦ୍ୱାରା ସମସ୍ତ ପ୍ରକାର ଦୁ-ଷ୍କ-ର୍ମକୁ ରୋକାଯାଇପାରିବ, ସେ ଏହି ବିଷୟରେ ସୂଚନା ଦେଇଛନ୍ତି।

ବିଏସ ସି ପଢୁଥିବା ଏହି ୨୦ ବର୍ଷର ଛାତ୍ରୀ ସିନୁ କୁମାରୀ ମହିଳାମାନଙ୍କ ସହିତ ଘଟୁଥିବା ଦୁ-ଷ୍କ-ର୍ମକୁ ରୋକିବା ପାଇଁ ରେ-ପପୃ-ଫ ଅଣ୍ଡ-ରୱି-ଅର ତିଆରି କରିଛନ୍ତି। ସିନୁ କୁମାରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ଅ-ଣ୍ଡର ୱି-ଅରରେ ଏକ ଲକ ରହିଛି, ଜିପିଏସ ଅଛି ଏବଂ ଭିଡିଓ ରେ-କ-ର୍ଡର ମଧ୍ୟ ଅଛି। ସିନୁଙ୍କର ପ୍ରସ୍ତୁତ ଏହି ଅଣ୍ଡ-ରୱି-ଅର ବୁ-ଲେ-ଟପୃ-ଫ ମଧ୍ୟ ଅଟେ ଓ କ-ଟପୃ-ଫ ମଧ୍ୟ ଅଟେ। ଏହି ଅଣ୍ଡ-ରୱି-ଅରକୁ କା-ଟିହେବ ନାହିଁ କି ଗୁ-ଳି ଦ୍ୱାରା ମଧ୍ୟ କିଛି କରିହେବ ନାହିଁ।

Google

ଏଥିରେ ଲାଗିଥିବା ଜିପିଏସ ମହିଳାଙ୍କର ପରିବାର ଲୋକଙ୍କୁ ତନକର ଲୋକେସନ ପଠାଇବାରେ ସାହାଯ୍ୟ କରିବ। ଏହା ସହିତ ଏଥିରେ ଲାଗିଥିବା ଭିଡିଓ ରେ-କ-ର୍ଡର ଅ-ପରା-ଧୀଙ୍କ ଚେହେରାକୁ ରେ-କର୍ଡ କରିପାରିବ। ସିନୁଙ୍କ କହିବା ଅନୁସାରେ ଏହି ଅଣ୍ଡରୱିଅରରେ ଥିବା ଏହି ଲକ ପା-ସୱା-ର୍ଡ଼ ବିନା ଖୋଲିବନାହିଁ। ଏହି ଅଣ୍ଡ-ରୱି-ଅରର ଦାମ ମାତ୍ର ୪୩୦୦ ଟଙ୍କା ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *