ଏହା ହେଉଛି ଭାରତର ଆଲିଶାନ ଘର,ଯାହାର ମୂଲ୍ୟ ନୁହେଁ ବରଂ ଏହାର ଫୋଟୋ ଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ

ପ୍ରତ୍ୟେକ ଲୋକଙ୍କର ଏହା ଇଛା ଥାଏ କି, ତାଙ୍କ ନିଜର ଘର ହେଉ କିନ୍ତୁ ଦିନରାତି ଏକ କରି ପରିଶ୍ରମ କରିବାପରେ ମଧ୍ୟ ତାଙ୍କର ଏହି ଇଛା ପୂରଣ ହୋଇପାରେନାହିଁ। କିନ୍ତୁ କିଛି ଧନୀ ମାନଙ୍କ ଘର ଏତେ ଆଲିଶାନ ଅଟେ କି ଯାହାର ଚର୍ଚ୍ଚା ସାରା ଦୁନିଆରେ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହିପରି ଘର ବିଷୟରେ କହିବାକୁ ଯାଉଛୁ ଯାହାକି ବହୁତ ମହଙ୍ଗା ତ ଅଟେ କିନ୍ତୁ ଏହାର ନିର୍ମାନଶୈଳୀ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ରତନ ଟାଟାଙ୍କ ଘର ବହୁତ ସୁନ୍ଦର:-

ଟାଟା ଗ୍ରୁପର ମାଲିକ ରତନ ଟାଟାଙ୍କ ଘର ଭାରତର ସବୁଠାରୁ ସୁନ୍ଦର ଘର ମାନଙ୍କ ମଧ୍ୟରେ ଏକ ଅଟେ। ମୁମ୍ବାଇର କୋଲାବରେ ଥିବା ଏହି ଘରର ମୂଲ୍ୟ 125 ରୁ 150 କୋଟି ଭିତରେ ହେବ। ଏହି ଘର 1500 ବର୍ଗ ଫୁଟ ଏରିଆରେ ରହିଛି।

କୌଣସି ହ୍ଵାଇଟ ହାଉସ ଠାରୁ ମଧ୍ୟ କମ ନୁହେଁ ବିଜୟ ମାଲ୍ୟାଙ୍କ ଘର:-

କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କ ଘର ହ୍ଵାଇଟ ହାଉସ ଇନ ଦ ସ୍କଏ ଦେଶର ସବୁଠାରୁ ଅଲିଶାନ କୋଠା ମଧ୍ୟରୁ ଏକ ଅଟେ। ବେଙ୍ଗଲୁରୁରେ ସ୍ଥିତ ଏହି ଘରର ମୂଲ୍ୟ 100 କୋଟି ଟଙ୍କା ଅଟେ। ଏକ ରିପୋର୍ଟ ମୁତାବିକ, ଏହି ଘରେ ଅନେକ ସୁଖ ସୁବିଧା ରହିଛି ଯାହାକୁ ଏକ ସାଧାରଣ ବ୍ୟକ୍ତି ଭାବି ମଧ୍ୟ ପାରିବନାହିଁ।

ଅମ୍ବାନୀଙ୍କ ଏଣ୍ଟିଲିଆ ହେଉଛି ସବୁଠାରୁ ମହଙ୍ଗା ଓ ସୁନ୍ଦର ମଧ୍ୟ:-

ଫୋର୍ବସ ର ଏକ ରିପୋର୍ଟରେ ଦାବି କରାଯାଇଥିଲା କି, ଅମ୍ବାନୀଙ୍କ ଘରର ମୂଲ୍ୟ 7,337 କୋଟି ଟଙ୍କାରୁ ମଧ୍ୟ ଅଧିକ ଅଟେ। ଏତିକି ମଧ୍ୟ ନୁହେଁ ଫୋର୍ବସରେ ଏହି ଘର ସବୁଠାରୁ ମହଙ୍ଗା ଘର ଭିତରୁ ଏକ ଅଟେ। ଆପଣଙ୍କୁ ଜଣାଇଦେଉଛୁ କି, ମୁକେଶ ଅମ୍ବାନୀଙ୍କ ଘରର ନାମ ଅଟଲନ୍ତିକ ମହାସଗାରର ଏକ ପୌରାଣିକ ଦ୍ବୀପ ନାମରେ ରଖାଯାଇଛି।

ଘର ମାମଲାରେ ମୁକେଶଙ୍କ ଠାରୁ ମଧ୍ୟ ପଛରେ ନାହାଁନ୍ତି ଅନୀଲ:-

ବିଜନେସ ଇଂସାଇଡ଼ର ଏକ ରିପୋର୍ଟ ମୁତାବିକ, ମୁମ୍ବାଇର ପାଲି ହିଲ ଅଞ୍ଚଳରେ ଥିବା ଅନୀଲଙ୍କ ଘର ପ୍ରାୟ 16,000 ବର୍ଗ ଫୁଟ ଏରିଆରେ ବ୍ୟାପ୍ତ ରହିଛି। ଏହାବ୍ୟତୀତ ଏହି ଘରର ଉଚ୍ଚତା 66 ମିଟର ଅଟେ। ଆପଣଙ୍କୁ ଜଣାଇଦେଉଛୁ କି, ଏହି ଘରର ମୂଲ୍ୟ 5,000 କୋଟି ଟଙ୍କାରୁ ଅଧିକ ଅଟେ। ଏହି ଘରର ନାମ ଏବଡ଼ ଅଟେ। ଏବଡ଼ ଭାରତର ତୃତୀୟ ସବୁଠାରୁ ଦାମୀ ଘର ଅଟେ। ଏମିତିରେ ଦେଖାଗଲେ ଅମ୍ବାନୀ ଘର ପାଖରେ ଦୁନିଆର ସବୁଠାରୁ ଦୁଇଟି ମହଙ୍ଗା ଘର ରହିଛି।

ସାୟାରସ ପୁନାବାଲାଙ୍କ ଘର:-

ପିଟିଆଇ ର ଏକ ରିପୋର୍ଟକୁ ମାନିଲେ 2015 ମସିହାରେ ପୁନାବାଲା ଗ୍ରୁପର ଚେୟାରମ୍ୟାନ ସାୟାରସ ପୁନାବାଲା ବ୍ରିଚ କ୍ୟାଣ୍ଡିରେ ଆମେରିକାରେ କଂସୁଲେଟର ଲିଙ୍କନ ହାଉସ ପାଇଁ 750 କୋଟି ଟଙ୍କାର ନିଲାମ ଲଗାଇଥିଲେ। ସେସମୟରେ ଦେଶର ଏହା କୌଣସି ବଙ୍ଗଳା ପାଇଁ ସବୁଠାରୁ ମହଙ୍ଗା ଥିଲା।

କୁମାର ମଙ୍ଗଲନ ବିଡ଼ଲାଙ୍କ ଘର:-

2015 ମସିହାରେ ମାଲବର ହିଲ ରେ ଉଦ୍ୟୋଗପତି ମଙ୍ଗଲନ ବିଡ଼ଲା 30,000 ବର୍ଗ ଫୁଟର ହାଉସ ଜଟିଆ ପାଇଁ 425 କୋଟି ଟଙ୍କାର ନିଲାମ କରିଥିଲେ। ଆପଣଙ୍କୁ ଜଣାଇଦେଉଛୁ କି, ବିଡ଼ଲା ମହେଶ୍ୱରୀଙ୍କ ହାଉସ ରେକର୍ଡ଼ ଭାଙ୍ଗିଥିଲେ ଯାହାର ଦର 2012 ମସିହାରେ 400 କୋଟି ଟଙ୍କା ଥିଲା।

ଶହରୁଖ ଖାଁଙ୍କ ଘର କୌଣସି ସ୍ୱର୍ଗରୁ ମଧ୍ୟ କମ ନୁହେଁ:-

ବଲିଉଡ ଷ୍ଟାର ଶହରୁଖ ଖାଁଙ୍କ ଘର ମଧ୍ୟ ମହଙ୍ଗା ଘର ମାନଙ୍କ ମଧ୍ୟରୁ ଏକ ଅଟେ। ଏହା ମୁମ୍ବାଇର ବାନ୍ଦ୍ରାରେ ରହିଛି। ଶହରୁଖ ଖାଁ ଏହାକୁ କିଣିବା ପୂର୍ବରୁ ଏହାର ନାମ ଥିଲା ‘ବିଲା ବିୟନ’ ଏହାପରେ ଏହାକୁ ମନତ ନାମ ଦିଆଯାଇଥିଲା। ଏକ ରିପୋର୍ଟ ମୁତାବିକ, ଏହାର ଦର 200 କୋଟି ଟଙ୍କା ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *