ପିଲା ଜନ୍ମ କରିବା ପାଇଁ ହସ୍ପିଟାଲରେ ଭର୍ତି ହୋଇଥିଲେ ମହିଳା, କିନ୍ତୁ ଡାକ୍ତର କରିଦେଲେ ବନ୍ଧ୍ୟାକରଣ

ରାଞ୍ଚିର ଜଣେ ମହିଳା ସଦର ହସ୍ପିଟାଲର ଡକ୍ଟରଙ୍କ ଉପରେ ଲଗେଇଲେ ଚାଞ୍ଚଲ୍ୟକର ଆ-ରୋ-ପ। ମହିଳା ଜଣଙ୍କ କହିବା ଅନୁସାରେ ପ୍ରସବ କରିବା ପାଇଁ ହସ୍ପିଟାଲରେ ଭର୍ତି ହୋଇଥିଲେ କିନ୍ତୁ ଡକ୍ଟର ତାଙ୍କୁ ନଅ ପଚାରି ବନ୍ଧ୍ୟାକରଣ କରିଦେଇଥିଲେ।

ରାଞ୍ଚିର ସଦର ହସ୍ପିଟାଲରେ କାଂଟା ଟୋଲିରେ ରହୁଥିବା ପୁନମ ଦେବୀ ପ୍ରସବ ପାଇଁ ହସ୍ପିଟାଲ ରେ ଭର୍ତି ହୋଇଥିଲେ ସେଠାରେ ଡକ୍ଟର ତାଙ୍କୁ ସିଯେରନ୍ କରିବା ଜରୁରୀ ବୋଲି କହିଥିଲେ। ଆରୋପ ଏହିକି ଅ-ସ୍ତ୍ର ଚିକିତ୍ସା ସମୟରେ ତାଙ୍କର ବିନା ସହମତିରେ ବନ୍ଧ୍ୟାକରଣ କରିଦେଇଛନ୍ତି। ମହିଳା ଜଣଙ୍କ ଆ-ରୋ-ପ କରିବା ପରେ ଏହାକୁ ସ୍ବାସ୍ଥ୍ୟ ବିଭାଗ ଯାଞ୍ଚ୍ କରିବା ପାଇଁ ଅନୁରୋଧ କରିଛନ୍ତି।

ସେହି ହସ୍ପିଟାଲର ଡକ୍ଟର ଏହି ଆରୋପକୁ ଖାରଜ କରିଛନ୍ତି। ହସ୍ପିଟାଲର ଉପାଧ୍ୟକ୍ଷ ଡଃ ସବ୍ୟସାଚୀ ମଣ୍ଡଳ କହିଛନ୍ତି ବନ୍ଧ୍ୟାକରଣ କରିବା ପାଇଁ କେବଳ ମହିଳାଙ୍କ ସହମତି ହିଁ ଦରକାର। ବନ୍ଧ୍ୟାକରଣ କରିବା ପାଇଁ ମହିଳାଙ୍କ ସହମତି ଥିଲା। ତେଣୁ ଆମେ ବନ୍ଧ୍ୟାକରଣ କଲୁ।

ସଦର ହସ୍ପିଟାଲରେ କାଂଟା ଟୋଲି ରେ ରହୁଥିବା ପୁନମ ଦେବୀ ପ୍ରସବ ପାଇଁ ହସ୍ପିଟାଲ ରେ ଭର୍ତି ହୋଇଥିଲେ। ସେଠାରେ ଡକ୍ଟର ତାଙ୍କୁ ସିଯେରନ୍ କରିବା ଜରୁରୀ ବୋଲି କହିଥିଲେ।

ପୀ-ଡ଼ି-ତ କହିଥିଲେ ଯେ ତାଙ୍କର ଅପରେସନ ପରେ ତାଙ୍କୁ କହିଥିଲେ ଯେ ତାଙ୍କର ବନ୍ଧ୍ୟାକରଣ କରିଦିଆଯାଇଛି। ପୀ-ଡ଼ି-ତ ମହିଳାଙ୍କ ଆ-ରୋ-ପ ଏହାକି ବିନା ସହମତି ରେ ତାଙ୍କର କିମ୍ବା ତାଙ୍କ ପତିଙ୍କର ନଅ ନେଇ ଡକ୍ଟର ବନ୍ଧ୍ୟାକରଣ କରିଦେଇଛନ୍ତି।

ସିଭିଲ ସର୍ଜନଙ୍କୁ ମହିଳାଙ୍କ ଦ୍ବାରା ଲଗାଇଯାଇଥିବ ଆରୋପକୁ ନେଇକି ଯେତେବେଳେ ପ୍ରଶ୍ନ କରାଗଲା ସେ କହିଥିଲେ କି ମହିଳାଙ୍କ ବିନା ସହମତିରେ ବନ୍ଧ୍ୟାକରଣ କରାଯାଇପାରିବ ନାହିଁ। ଏବେ ଯେତେବେଳେ ମହିଳା ଜଣଙ୍କ ଆ-ରୋ-ପ ଲଗାଉଛନ୍ତି ତେବେ ଏହାର ଯାଞ୍ଚ୍ କରାଯିବ।

ସେହି ସମୟରେ ମହିଳା ଜଣକ କହିଲେ କି ବନ୍ଧ୍ୟାକରଣ କରିବା ପାଇଁ ଡକ୍ଟର ପତି କି ପରିବାରର କୋୖଣସି ସଦସ୍ୟଙ୍କ ସହମତି ନେଇ ନାହାନ୍ତି। ମହିଳା ଏହା ମଧ୍ୟ ଆରୋପ ଲଗେଇଛନ୍ତି ଯେ ଡକ୍ଟର ଧୋକ କରି କି କାଗଜରେ ଦସ୍ତଖତ ନେଇଛନ୍ତି। ଯାହାଦ୍ବାରା ନିଜର ଭୁଲକୁ ଲୁଚେଇ ପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *