ଟୋକିଓ ଅଲମ୍ପିକରେ ଖେଳାଳିଙ୍କୁ ଦିଆଯିବ ଦେଢ଼ଲକ୍ଷ କ-ଣ୍ଡୋ-ମ ପ୍ୟାକେଟ,ଆପଣ ପଲଙ୍କର ଫୋଟୋ ଦେଖିଛନ୍ତି ନା ନାହିଁ ?

ଜୁଲାଇ 23 ତାରିଖରୁ ଟୋକିଓର୍ବ ଅଲମ୍ପିକ ଆରମ୍ଭ କରିଦିଆଯିବ। ଏହି ଯୋଜନା ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଦୁନିଆର ବିଭିନ୍ନ ଦେଶର ଖେଳାଳି ଭାଗ ନେବାପାଇଁ ଟୋକିଓ ପହଞ୍ଚିବେ। ଏଥିପାଇଁ ସେମାନଙ୍କ ରହିବାପାଇଁ ଆୟୋଜନ ସମିତି ଟୋକିଓ ଅଥଲେଟ ଭିଲେଜ ବନାଇଛନ୍ତି। ଏହି ଗ୍ରାମରେ ତାଙ୍କର ସୁଖ ସୁବିଧା ଉପରେ ସବୁ ଧ୍ୟାନ ଦିଆଯାଇଛି। ଶପିଂ ଠାରୁ ଆରମ୍ଭ କରାଯାଇ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁକିଛି ଏଠାରେ ରହିଛି। ଏବେ ଯେଉଁ ସୂଚନା ସାମ୍ନାକୁ ଆସିଛି ତାହା ବହୁତ ଅଲଗା ଅଟେ।

ଟୋକିଓ ଅଲମ୍ପିକରେ ଆସିଥିବା ଖେଳାଳିଙ୍କୁ ପ୍ରାୟ ଦେଢ଼ ଲକ୍ଷ କ-ଣ୍ଡୋ-ମ ଦିଆଯାଇଛି। କରୋନା ମଧ୍ୟରେ ଆୟୋଜନକର୍ତା ଏହାକୁ ବାଣ୍ଟିବାକୁ ନିର୍ଣ୍ଣୟ ନେଇଛନ୍ତି। ଯେମିତି ଖେଳାଳିଙ୍କ ପାଇଁ ରହିବାର ରୁମ ଫୋଟୋ ସାମ୍ନାକୁ ଆସିଥିଲା ସେତେବେଳେ ସେମାନେ କ-ଣ୍ଡୋ-ମ-କୁ ବେକାର କହିଥିଲେ। ତାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ରୁମ କାର୍ଡ଼ବୋର୍ଡର ଅଟେ। ଏହା ବହୁତ ଦୁର୍ବଳ ହୋଇଥିବାରୁ ଖେଳାଳି ମାନଙ୍କ ଭାର ମଧ୍ୟ ଉଠାଇବାରେ ସକ୍ଷମ।

ଟୋକିଓ ଅଲମ୍ପିକ୍ସରେ ଖେଳାଳି ମାନଙ୍କ ପାଇଁ ଯେଉଁ ରୁମ ବନାଯାଇଛି ତାହାର ଫୋଟୋ ସାମ୍ନାକୁ ଆସିଛି। ଏଠି ଖେଳାଳି ମାନଙ୍କ ଶୋଇବା ପାଇଁ କାର୍ଡ଼ବୋର୍ଡ ର ପଲଙ୍କ ବନାଯାଇଛି। ପଲଙ୍କ ବହୁତ ଛୋଟ ଓ ଦୁର୍ବଳ ଅଟେ। ଏଥିପାଇଁ ଖେଳାଳି ମାନେ ଅଭିଯୋଗ କରିଛନ୍ତି କି, ପଲଙ୍କ କେବଳ ତାଙ୍କର ଭାର ଉଠାଇପାରିବାରେ ସକ୍ଷମ। ଏହାବ୍ୟତୀତ ଖେଳାଳି ମାନଙ୍କ ପାଇଁ ଡାଇନିଂ ଓ ଶପିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ଯାହାଦ୍ୱାରା ଖେଳାଳିଙ୍କୁ କୌଣସି ଅସୁବିଧା ହେବନାହିଁ।

କୋଭିଡ଼ରେ କ-ଣ୍ଡୋ-ମ-କୁ ନେଇ ବବାଲ:-

ଏହିବର୍ଷ କରୋନା ମଧ୍ୟରେ ଅଲମ୍ପିକର ଅୟୋଜନ ପ୍ରଥମରୁ ହିଁ ବିବାଦୀୟ ରହିଛି। ଏହିସମୟରେ ଖେଳାଳିଙ୍କୁ ସୋସିଆଲ ଡିଷ୍ଟାନସିଂ ମେଣ୍ଟେନ କରିବାକୁ କୁହାଯାଇଛି। ଅନ୍ୟପଟରେ ଖେଳାଳିଙ୍କ ମଧ୍ୟରେ କ-ଣ୍ଡୋ-ମ ବାଣ୍ଟିବା ବିବାଦ ଆଣିଦେଇଛି। ଲୋକଙ୍କର ପ୍ରଶ୍ନ ହେଉଛି କି, ଯଦି କରୋନା ସମୟରେ ଅଲମ୍ପିକ ଆୟୋଜିତ ହେଉଛି ତାହେଲେ କଣ୍ଡୋମ କାହିଁକି ଦିଆଯାଉଛି? ଆୟୋଜକ ମୁହଁ ଖୋଲି କହିଥିଲେ କି, ଏହି କ-ଣ୍ଡୋ-ମ ଗେମ ସମୟରେ ନୁହେଁ ବରଂ ଖେଳାଳି ମାନେ ଏହାକୁ ନିଜ ଘରକୁ ନେବେ।

HIV ଓ AIDS ରୁ ବର୍ତ୍ତିବା ପାଇଁ ହୋଇଥିଲା ଆରମ୍ଭ:-

ଅଲମ୍ପିକ ସମୟରେ ଖେଳାଳି ମାନଙ୍କ ମଧ୍ୟରେ କଣ୍ଡୋମ ବାଣ୍ଟିବା 1988 ମସିହାରୁ ଆରମ୍ଭ ହୋଇଥିଲା। ଏମିତି ଏଡ୍ସ ଓ ଏଚଆଇଭିକୁ ନେଇ ସେମାନଙ୍କ ମଧ୍ୟରେ ଜାଗୃକତା ଆଣିବାକୁ କରାଯାଇଥିଲା। ଗୋଟିଏ ଷ୍ଟଡି ମୁତାବିକ ଅଲମ୍ପିକରେ ଆସୁଥିବା 75 ପ୍ରତିଶତ ଖେଳାଳି ସେକ୍ସ ସହିତ ଜଡିତ ରୁହନ୍ତି। ସ୍ୱିମିଙ୍ଗ କରୁଥିବା ପିପୁଲ ଏମାନଙ୍କ ମଧ୍ୟରୁ ବହୁତ ଏଥିରେ ଲିପ୍ତ ଥାଆନ୍ତି। ଏମିତିରେ ଖେଳର ଏକସପ୍ତାହ ପୂର୍ବରୁ ଏହାକୁ ଦିଆଯାଇଥାଏ ଓ ବାକି ସମୟରେ ମଜା ମସ୍ତିରେ ଏହା କାମରେ ଆସିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *