ଜେଜେବାପା ହିଁ କଲେ ନାତିର ପ୍ରେମିକାକୁ ଗ-ର୍ଭ-ବ-ତୀ, କାକାକୁ ପୁଅ ଭାବି ପାଳୁଥିଲା ବ୍ୟକ୍ତି…ଜାଣନ୍ତୁ ପୁରା ଖବର

ଆଜିର ଦୁନିଆରେ ସମ୍ପର୍କ କେବଳ ଦେଖାଣିଆ ଅଟେ | କାହାକୁ କେତେବେଳେ ଯେ ଧୋକା ମିଳିଯିବ, ଏହାର କୌଣସି ଗ୍ୟାରେଣ୍ଟି ନାହିଁ | ଧୋକାର ଏପରି ଏକ କାହାଣୀ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ସେୟାର କରିଛନ୍ତି | ଟିକଟକରେ @stacks1400 ନାମକ ଏକ ଆକାଉଣ୍ଟର ୟୁଜର ଲୋକମାନଙ୍କ ସହିତ ନିଜ ଜେଜେବାପାଙ୍କ ଦ୍ୱାରା କରାଯାଇଥିବା ଧୋକାକୁ ଖୁଲାସା କରିଛନ୍ତି | ବ୍ୟକ୍ତିଙ୍କର ପ୍ରେମିକ ସହିତ ତାଙ୍କ ଜେଜେବାପାଙ୍କର ପ୍ରେମ ସମ୍ପର୍କ ଥିଲା | ଏ କଥା ତାଙ୍କୁ ବହୁ ବର୍ଷ ପରେ ଜଣାପଡିଲା, ଯେତେବେଳେ ସେ ନିଜ ପୁଅର DNA ଟେଷ୍ଟ କରିଲେ | ଏଥିରେ ଖୁଲାସା ହେଲା ଯେ ବ୍ୟକ୍ତିଙ୍କ ପୁଅ ପ୍ରକୃତରେ ତାଙ୍କ କକା ଅଟେ |

ସମ୍ପର୍କର ଏହି ଅଜବ ପ୍ରକାରର ଚକ୍ରରେ ଏହି ବ୍ୟକ୍ତିଙ୍କ ଜୀବନ ଫସିଯାଇଛି | ବ୍ୟକ୍ତିଜଣକ ନିଜ ସହିତ ହୋଇଥିବା ଏହି ଧୋକାକୁ ଲୋକମାନଙ୍କ ସହିତ ସେୟାର କରିଛନ୍ତି | ସେ ଏକ ଭିଡିଓ ତିଆରି କଲେ, ଯେଉଁଥିରେ ସେ କାନ୍ଦୁଥିବାର ମଧ୍ୟ ଦେଖାଯାଉଛନ୍ତି | ବ୍ୟକ୍ତିଜଣକ କହିଛନ୍ତି ଯେ ଏବେ ଏବେ ତାଙ୍କୁ ଜଣାପଡିଲା ଯେ ଯାହାକୁ ସେ ନିଜର ପୁଅ ଭାବୁଥିଲେ, ପ୍ରକୃତରେ ସେ ତାଙ୍କ କକା ବୋଲି ପ୍ରମାଣିତ ହେଲେ | ତାଙ୍କର ଜେଜେବାପାଙ୍କର ପ୍ରେମ ସମ୍ପର୍କ ତାଙ୍କ ପ୍ରେମିକାଙ୍କ ସହିତ ଚାଲିଥିଲା | ଏହି ସମ୍ପର୍କର ଚିହ୍ନ ପ୍ରେମିକାର ଗ-ର୍ଭ-ରେ ବଢିବାକୁ ଲାଗିଲା, ଯାହାକୁ ସେ ନିଜର ପୁଅ ଭାବୁଥିଲେ |

ବ୍ୟକ୍ତିଜଣକ କାନ୍ଦି କାନ୍ଦି ଲୋକମାନଙ୍କ ସହିତ ନିଜ ଦୁଃଖ ସେୟାର କରିଛନ୍ତି | ଏହାପରେ ବ୍ୟକ୍ତିଙ୍କର ଏହି ଭିଡିଓ ଭାଇରଲ ହୋଇଗଲା | ଅନେକ ଲୋକ ଏହି ବ୍ୟକ୍ତିଙ୍କୁ ସାନ୍ତ୍ୱନା ଦେଲେ | ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ସାହସ ହରାଅ ନାହିଁ | ଆଜି ଅନ୍ଧାର ଅଛି ଯଦି କାଲି ଆଲୋକ ନିଶ୍ଚୟ ଆସିବ | ସେ ବ୍ୟକ୍ତିଙ୍କୁ କହିଛନ୍ତି ଯେ ସେ ଏପରି ଗାର୍ଲଫ୍ରେଣ୍ଡକୁ ଡିଜର୍ଭ କରନ୍ତି ନାହିଁ | ତେବେ ସେହି ବ୍ୟକ୍ତି କହିଛନ୍ତି ଯେ ଏହି ସତକୁ ଜାଣିବାପରେ ସେ ବର୍ତ୍ତମାନ ନିଜର ପୁଅକୁ ସେହି ନଜରରେ ଦେଖିପାରିବେ ନାହିଁ | ଯାହାକୁ ସେ ପୁଅ ଭାବୁଥିଲେ ସେ ପ୍ରକୃତରେ ତାଙ୍କ କକା ଅଟନ୍ତି |

ପୁଅ ସହିତ କରିଥିଲା ଏହି ପ୍ରମିଜ :-

ତେବେ ଏହାପରେ ବ୍ୟକ୍ତିଜଣକ ଆଉ ଏକ ଭିଡିଓ ତିଆରି କଲା ଏବଂ ଏଥିରେ ନିଜ ପୁଅ ପାଇଁ ମେସେଜ ଛାଡିଲା | ବ୍ୟକ୍ତିଜଣକ କହିଛନ୍ତି ଯେ ସେ ଚେଷ୍ଟା କରିବେ ଯେ ପ୍ରେମିକାର ଧୋକାର ଦଣ୍ଡ ପୁଅକୁ ନ ମିଳୁ | ଏଥିରେ ତାର କୌଣସି ଭୁଲ ନାହିଁ | ସେ ଆଗକୁ ମଧ୍ୟ ତାକୁ ନିଜ ପୁଅ ଭାବି ସେହିପରି ଭଲ ପାଇବାକୁ ଚେଷ୍ଟା କରିବେ | ଲୋକମାନେ ମଧ୍ୟ ଏହି ବ୍ୟକ୍ତିଙ୍କୁ ସପୋର୍ଟ କଲେ ଏବଂ ଜୀବନରେ ଏମିତି ହିଁ ପଜିଟିଭ ରହିବାକୁ କହିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *