ଗ୍ରାହକଙ୍କୁ ଦୋକାନୀ ଲଗାଇଦେଲେ ଚୂନ, ଆଖି ଆଗରେ କରିଦେଲେ ଏମିତି କାଣ୍ଡ, ଭିଡ଼ିଓ ଦେଖିଲେ ହିଁ ଜାଣିପାରିବେ

ଆମେ ଆମର ଦରକାରୀ ଜିନିଷ ସବୁ କିଣିବାପାଇଁ ଅଲଗା ଅଲଗା ଦୋକାନକୁ ଯାଇଥାଉ। ଫଳ ଓ ପରିବା ସବୁ କିଣିବାପାଇଁ ଆମେ ଠେଲା ଗାଡି ପାଖକୁ ଯାଇଥାଉ। କିନ୍ତୁ କିଛି ଦୋକାନୀ ଏମିତି ହୋଇଥାନ୍ତି ଯିଏକି ନିଜର ଗ୍ରାହକଙ୍କୁ ଠକି ଦିଅନ୍ତୁ। ଏମିତି ବେଇମାନ ଦୋକାନୀଙ୍କ ଭିଡ଼ିଓ ସାଧାରଣତଃ ସୋସିଆଲ ମିଡିଆରେ ରହିଛି। ଏମିତି ହିଁ ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସିଛି। ଆପଣ ଦେଖିପାରିବେ ଦୋକାନୀ କେମିତି କଷ୍ଟମରଙ୍କୁ ଠକୁଛି।

ଚାଲାକ ଦୋକାନୀଙ୍କର କିଛି ଭିଡ଼ିଓ ଏହିଦିନରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଦୋକାନୀ ଗ୍ରାହକଙ୍କ ସାମ୍ନାରେ ହିଁ ତାଙ୍କୁ ଓଲା ବନାଇଦେଉଛି। ଏମିତି ହିଁ କିଛି ଆପଣ ଏହି ଭାଇରାଲ ଭିଡ଼ିଓରେ ଦେଖିପାରିବେ। ଯେଉଁଠାରେ ଏକ ଫଳ ଦୋକାନୀ ଏକ ଗ୍ରାହକଙ୍କୁ ଓଲା ବନାଉଛି। ଆପଣ ଦେଖିପାରିବେ ଜଣେ ଫଳ ଦୋକାନୀ ପାଖକୁ ଜଣେ ଆମ୍ବ କିଣିବାପାଇଁ ଆସୁଛି ଓ ବ୍ୟକ୍ତି ଜଣକ ଭଲ ଆମ୍ବ ବାଛି ଦୋକାନୀକୁ ଦେଉଛି।

ବଡ଼ ଆମ୍ବକୁ ପାଖରେ ରଖି ଛୋଟ ଆମ୍ବ ଧରାଉଛି:-

କିନ୍ତୁ ଏହି ଦୋକାନୀ ଏତେ ଚାଲାକ ଯେ, ଗ୍ରାହକ ଦ୍ୱାରା ଦିଆଯାଇଥିବା ବଡ଼ ଆମ୍ବ ଗୁଡିକୁ ପାଖରେ ରଖିଦେଇ ଗ୍ରାହକଙ୍କୁ ଛୋଟ ଆମ୍ବ ଧରାଉଛି। ଏହିକାମ ସେ ଗ୍ରାହକ ସାମ୍ନାରେ କରୁଛି କିନ୍ତୁ ଗ୍ରାହକ ଆମ୍ବ ବାଛିବାରେ ବ୍ୟସ୍ତ ଥିବାରୁ ସେ ଜାଣି ପାରୁନାହିଁ। ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ hepgul5 ନାମକ ଆକାଉଣ୍ଟ ଶେୟର କରିଥିଲେ। ଏହି ଭିଡ଼ିଓ କେଉଁଠାରର ଏଯାବତ କିଛି ଠୋସ ଜଣାପଡିନାହିଁ।

ସୋସିଆଲ ମିଡିଆରେ ଏହି ଭିଡ଼ିଓ ଲାଗାତର ଭାଇରାଲ ହେଉଛି। ଲୋକମାନେ ଦୋକାନୀର ଚାଲାକ କାର୍ଯ୍ୟ ଦେଖି ହଇରାଣ ହୋଇଯାଉଛନ୍ତି ଓ ବେଇମାନୀର ଆରୋପ ମଧ୍ୟ ତାଙ୍କ ଉପରେ ଲଗାଉଛନ୍ତି। ଲୋକମାନେ ନାକେବଳ ଏହାକୁ ଶେୟର କରୁଛନ୍ତି ବରଂ ବିଭିନ୍ନ ପ୍ରକାରର ରିଆକ୍ସନ ମଧ୍ୟ ଏଥିରେ ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *