କଳିଯୁଗର ଅର୍ଜୁନ ! ପବନରେ ଉଠାଇଲେ ରିଙ୍ଗ,ଆଉ ତା ପରେ ..ଦେଖନ୍ତୁ ପ୍ରଥମେ ଭିଡ଼ିଓ

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଅନେକ ଥର ଲୋକ ନିଜର ସ୍ପେଶାଲ ଟେଲେଣ୍ଟ ଯେମିତି ରୋଷେଇ କରିବା, ଗୀତ ଗାଇବା, ନାଚିବାର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିବା। ଲୋକ ଏହି ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଓ ରାତା-ରାତି ଏହା ତାଙ୍କୁ ଷ୍ଟାର କରିଦିଏ। ଏମିତି ଏକ ଅନଲାଇନ ତୀରନ୍ଦାଜଙ୍କୁ “ଯାଦୁଗର” କୁହାଯାଉଛି। ଯାହାଙ୍କର ଟେଲେଣ୍ଟ ଲୋକଙ୍କୁ ଦିୱାନା କରିଦେଇଛି। ଏହି ବ୍ୟକ୍ତିଜଣକ ଯେଉଁ କଳାର ପ୍ରଦର୍ଶନ କରୁଛନ୍ତି ତାହା ଦେଖି ଲୋକମାନେ ଆଶ୍ଚର୍ଚ୍ୟ ହୋଇଯାଇଛନ୍ତି।

ଜସ ଓ’ଡେଲ, ନାମକ ଜେନ ତୀରନ୍ଦାଜ ନିଜର ଏକ ଭିଡିଓ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଜସ ଅନଲାଇନରେ ଏରୋ ସ୍ନାଇପର ନାମରେ ପରିଚିତ। ନିଜର ପ୍ରଦର୍ଶନର ସ୍ପେଶାଲ ଟେଲେଣ୍ଟର ଭିଡିଓ ବର୍ତ୍ତମାନ ସମୟରେ ସେୟାର କରନ୍ତି। ତାଙ୍କର ସ୍କିଲ୍ସ ଓ ପରଫେକ୍ଟ ତିରନ୍ଦାଜକୁ ଦେଖିକରି ଲୋକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ନିକଟରେ ସେ ଏକ ଭିଡିଓ ମଧ୍ୟ ସେୟାର କରିଲେ, ଯେଉଁଥିରେ ସେ ଏକ ଛୋଟ ରିଙ୍ଗ ମଧ୍ୟରେ ତୀର ବାହାର କରି ପରଫେକ୍ଟ ଟାର୍ଗେଟରେ ମାରୁଛନ୍ତି।

ଦେଖନ୍ତୁ ଭିଡିଓ:-

ଭିଡିଓରେ ଦେଖିପାରିବେକି ଜସ ନିଜର ତୀର ଉପରେ ରିଙ୍ଗକୁ ରଖି ପବନରେ ଉଡାଉଛନ୍ତି ଓ ପୁଣି ସେଥିରେ ତୀର ବାହାରକରି ଟାର୍ଗେଟକୁ ମାରନ୍ତି। ଏମିତି ଆଉ ଏକ ଭିଡିଓରେ ରିଙ୍ଗକୁ ପବନରେ ଉଡାଇ ୩୬୦ ଡିଗ୍ରୀ ବୁଲିଯାନ୍ତି। ଏକଦମ ପରଫେକ୍ଟ ଟାର୍ଗେଟରେ ମାରି ରିଙ୍ଗକୁ ଟାର୍ଗେଟ ନିକଟରେ ପହଞ୍ଚାନ୍ତି। ଏହି ଭିଡିଓରେ ସ୍ଲୋମୋଶନରେ ସୁଟ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ତିରନ୍ଦାଜ ଭିଡିଓ ଭାଇରାଲ ହେଉଅଛି। ଏହି ବ୍ୟକ୍ତିଙ୍କ ପରଫେକ୍ଟ ପ୍ରଦର୍ଶନକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଲୋକ କେବଳ ତାଙ୍କର ଭିଡିଓକୁ ସେୟାର କରୁନାହାନ୍ତି ବରଂ ଅନେକ ପ୍ରକାର କମେଣ୍ଟ ଓ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *