ଜୀ-ବ-ନ-କୁ ବାଜି ଲଗାଇ ଏମିତି କରୁଛନ୍ତି ଷ୍ଟଣ୍ଟ, ଭିଡ଼ିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ଆଜିକାଲି ର ଲୋକେ ଫେମସ ହେବାପାଇଁ ଚାହିଁଥାନ୍ତି, କିଛି ଅଲଗା କରିବାର ଇଛାରେ ସେମାନେ ନିଜର ଜୀବନକୁ ବାଜିରେ ଲଗାଇ ଦିଅନ୍ତି। କେତେବାର ଏଥିରେ ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥାଏ। ଏହାତ ଆମେ ସବୁ ଜାଣିଛେ କି, ଯୁବକ ମାନଙ୍କ ମଧ୍ୟରେ ଷ୍ଟଣ୍ଟକୁ ନେଇ କେତେ କ୍ରେଜ ରହିଥାଏ। ବାଇକ, କାର ଓ ଅନ୍ୟ ଯାନବାହାନ ଉପରେ ନିଜର କାରନାମାକୁ ସେ ଦେଖାଇଥାନ୍ତି। ଏହି ଭିଡ଼ିଓରେ ଆପଣଙ୍କୁ ଏହିଭଳି କିଛି ଦେଖିବାକୁ ମିଳିବ।

ଷ୍ଟଣ୍ଟ ର ଆପଣ କେତେକ ଭିଡ଼ିଓ ନିହାତି ଦେଖିଥିବେ। କିନ୍ତୁ କିଛି ଭିଡ଼ିଓ ଏମିତି ହୋଇଥାଏ ଯାହାକି ଦେଖିବା ବାଲାଙ୍କୁ ଭିତରୁ ହିଁ ହଲେଇ ରଖିଦେଇଥାଏ। ଭିଡ଼ିଓରେ ଏମାନଙ୍କୁ ଦେଖିବାପରେ ଲାଗୁଛି ସେମାନେ ନିଜର ଜୀ-ବ-ନ-କୁ ବାଜିରେ ଲଗାଇ ଏହି ଖତରନାକ ପ୍ରଦର୍ଶନ କରୁଛନ୍ତି। ଏହି ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ କି ଲୋକମାନେ କେମିତି ଅଲଗା ଅଲଗା ଅନ୍ଦାଜରେ ଷ୍ଟଣ୍ଟ ମାରୁଛନ୍ତି।

ହଇରାଣ କରିଦେବ ଏହି ଭିଡ଼ିଓ:-

ଭିଡ଼ିଓ ଦେଖିବାପରେ କିଛି ସମୟ ପାଇଁ ଆପଣ ମଧ୍ୟ ଚକିତ ହୋଇଯିବେ। ସୋସିଆଲ ମିଡ଼ିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଏହି ଭିଡ଼ିଓକୁ ଶେୟର କରାଯାଉଛି। ଟ୍ୱିଟରରେ ଏହି ଭିଡ଼ିଓକୁଇଣ୍ଡିଆନ ପୁଲିସ ସର୍ଭିସ ଅଧିକାରୀ ରୂପିନ ଶର୍ମା ଶେୟର କରିଛନ୍ତି। ଭିଡ଼ିଓ ଶେୟର କରି ସେ ଲେଖିଥିଲେ, ଅଜବ ହରକତ, ବର୍ତ୍ତମାନ ଭିଡ଼ିଓ ଭାଇରାଲ। କାହାକୁ ଏହି ଭିଡ଼ିଓ ପସନ୍ଦ ଆସୁଛି ତ କେହି ଏହାକୁ ଦେଖି ଚକିତ ହୋଇଯାଉଛି। ଆପଣଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା ନିଶ୍ଚୟ କୁହନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *