ଦେଖନ୍ତୁ ଭିଡିଓ : ସାମ୍ନାକୁ ଆସିଲା ସିଙ୍ଗଲମାନଙ୍କ ପାଇଁ ସବୁଠାରୁ ବଡ଼ ଯୁଗାଡ଼, ଏକୁଟିଆପଣକୁ ଦୂର କରିବାରେ ମିଳିବ ସାହାଯ୍ୟ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଜିନିଷର ଟ୍ରେଣ୍ଡ ଚାଲିଥାଏ | ରିଲେସନସିପ ଉପରେ ତିଆରି କରାଯାଉଥିବା ଭିଡିଓ ସାଧାରଣତଃ ବହୁତ ପସନ୍ଦ କରାଯାଇଥାଏ | କିନ୍ତୁ ମିମସଙ୍କ ଦୁନିଆରେ ସିଙ୍ଗଲ ଅର୍ଥାତ ଏକୁଟିଆ ଲୋକଙ୍କର ମଧ୍ୟ ନିଜସ୍ୱ ମଜା ଅଛି | ଭାଲେଣ୍ଟାଇନ ଡେ ଠାରୁ ଆରମ୍ଭ କରି ସାଧାରଣ ଦିନ ପର୍ଯ୍ୟନ୍ତ ଏମାନଙ୍କ ଉପରେ ତିଆରି ହୋଇଥିବା ଜୋକ୍ସ ଖୁବ ଭାଇରଲ ହୋଇଥାଏ | ଅନେକ ଲୋକ ନିଜର ଏକୁଟିଆପଣ ପାଇଁ ବହୁତ ଡରନ୍ତି ଏବଂ ତା ଠାରୁ ବଞ୍ଚିବାପାଇଁ ବିଭିନ୍ନ ପ୍ରକରର ଯୁଗାଡ଼ ଆପଣାଇଥାନ୍ତି | ଦେଖନ୍ତୁ ଇନ୍ସଟାଗ୍ରାମରେ ଭାଇରଲ ହେଉଥିବା ଫନି ରିଲ ଭିଡିଓ |

ଭିଡିଓରେ ପ୍ରକାଶ କରାଯାଇଛି ହୃଦୟର ଦୁଃଖ :-

ସୋସିଆଲ ମିଡ଼ିଆ ସାଇଟ ଇନ୍ସଟାଗ୍ରାମରେ ରିଲ ଭିଡିଓ ବହୁତ ଲୋକପ୍ରିୟ ହେଉଛି | ନିକଟରେ ଜଣେ ବ୍ୟକ୍ତି ଅଜବ ପ୍ରକାରର ଯୁଗାଡ଼ ଭିଡିଓ ଅପଲୋଡ଼ କରିଛନ୍ତି | ନିଜର ଏକୁଟିଆପଣ ଦ୍ୱାରା ଚିନ୍ତିତ ବ୍ୟକ୍ତି ଏପରି ଯୁଗାଡ଼କୁ ଆପଣେଇଛନ୍ତି, ଯାହାକୁ ଦେଖି ସମସ୍ତେ ଚାହିଁ ରହୁଛନ୍ତି | ଯଦି ଆମେ ସିଙ୍ଗଲମାନଙ୍କ କଥା କହିବା ତେବେ ସେମାନଙ୍କ ପାଇଁ ଏହି ଟ୍ରିକ କୌଣସି ଏକ ବରଦାନଠାରୁ କମ ନୁହେଁ | ସେହିପରି ଏହି ଭିଡିଓରେ ଏକୁଟିଆପଣର ଦୁଃଖ ଭଲ ଭାବରେ ଦୂର ହେଉଛି |

ମଜାଳିଆ ଉପାୟରେ ଦୂର କଲେ ଏକୁଟିଆପଣ :-

ଏହି ଫନି ଭିଡିଓରେ ଜଣେ ବ୍ୟକ୍ତି ଏକୁଟିଆ ଗୋଟିଏ ବେଡ଼ରେ ଶୋଇଛନ୍ତି | ସେ ନିଜର ଏକୁଟିଆପଣ ଦ୍ୱାରା ଏତେ ସୀମା ପର୍ଯ୍ୟନ୍ତ ଦୁଖୀ ହୋଇଯାଇଛନ୍ତି ଯେ ସେ ନିଜ ପାଖରେ ଝିଅମାନଙ୍କ କୁର୍ତ୍ତୀ ରଖୁଛନ୍ତି | ତାପରେ ସେହି କୁର୍ତ୍ତୀକୁ ସେ ନିଜର ଏକ ବାହୁ ଉପରେ ରଖୁଛନ୍ତି | ତାପରେ ସେହି ହାତରେ ନିଜର ଗାଲକୁ ଆଉଁସିବାକୁ ଲାଗୁଛନ୍ତି, ଯେପରି କୌଣସି ଝିଅ ତାଙ୍କ ସହିତ ଏପରି କରୁଛନ୍ତି | ନିଜ ତକିଆକୁ କୁର୍ତ୍ତୀ ପିନ୍ଧାଇ ସେ ତାକୁ କୁଣ୍ଢାଇ ଧରି ଶାନ୍ତିରେ ଶୋଇ ପଡୁଛନ୍ତି |

ଲକ୍ଷ ଲକ୍ଷ ଲୋକ ଦେଖିଲେଣି ଏହି ଭିଡିଓ :-

ସୋସିଆଲ ମିଡ଼ିଆ ସାଇଟ ଇନ୍ସଟାଗ୍ରାମରେ ରିଲ ଭାବରେ ଏହି ଭିଡିଓ hepgul5 ନାମକ ଆକାଉଣ୍ଟରେ ସେୟାର କରାଯାଇଛି | ଏହି ଯୁଗାଡ଼ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୪ ହଜାରରୁ ଅଧିକ ଲୋକ ଦେଖିଲେଣି | ସମସ୍ତଙ୍କୁ ବ୍ୟକ୍ତିଙ୍କ ଏକୁଟିଆପଣ ଦୂର କରୁଥିବା ଏହି ଟ୍ରିକ ବହୁତ ଭଲ ଲାଗୁଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *