ଅନଲାଇନ କ୍ଳାସରେ ନିଜର ଶିକ୍ଷୟିତ୍ରୀଙ୍କୁ ପ୍ରା-ଇ-ଭେ-ଟ ପାର୍ଟ ଦେଖାଇଲେ ନବମ ଶ୍ରେଣୀର ଛାତ୍ର,ଗି-ର-ଫ ହେବାପରେ କହିଲେ ସେମିତି କରିବାର କାରଣ

୯ମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମୁମ୍ବାଇ ପୋ-ଲି-ସ ରାଜସ୍ଥାନରୁ ଗି-ର-ଫ କରିଥିଲା। ଏହି ପିଲାଟି ଉପରେ ଆ-ରୋ-ପ ଏହାକି ଯେ ସେ ଅନଲାଇନ କୋଡ଼ିଂ କ୍ଳାସ ସମୟରେ ନିଜର ଶିକ୍ଷୟିତ୍ରୀଙ୍କୁ ପ୍ରା-ଇ-ଭେ-ଟ ପାର୍ଟ ଦେଖାଉଥିଲା। ଆ-ରୋ-ପୀ ଜଣେ କିଶୋର ଅଟେ ଓ ସେ ସୈନ୍ୟ ଅଧିକାରୀଙ୍କ ପୁଅ ମଧ୍ୟ ଅଟେ। ସେ କମ୍ପ୍ୟୁଟରରେ ଭଲ knowledge ମଧ୍ୟ ରଖିଥିଲା।

କିଛି ମିଡ଼ିଆ ରିପୋର୍ଟସ ମୁତାବିକ, 15 ଫେବୃଆରୀରୁ 2 ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥିବା ଇ-କୋଡ଼ିଂ କ୍ଳାସରେ ଛାତ୍ରଟି ବହୁବାର ଏହି ହରକତ କଲା। ମୋବାଇଲ ନମ୍ବର୍ ଓ ଇମେଲ ଆଇଡ଼ି ସହିତ ଛାତ୍ର ମାନେ କ୍ଳାସ ଜଏନ କରିଥାନ୍ତି। ଏହି ଛାତ୍ରର ଏମିତି ହରକତ ପାଇଁ ଟିଚର ଅନଲାଇନ କ୍ଳାସ ବନ୍ଦ କରିବାକୁ ନିର୍ଣ୍ଣୟ ନେଇଥିଲେ।

ଟିଚର ଜଣକ ମୁମ୍ବାଇରେ ସାକିନାକା ଥାନାରେ ଏହି ଅ-ଭି-ଯୋ-ଗ ଜାରି କରିଥିଲେ। ସର୍ଭିଲାନ୍ସ ଦ୍ୱାରା ଜାଣିବାକୁ ମିଳିଲା ଆ-ରୋ-ପୀ ଛାତ୍ର ରାଜସ୍ଥାନରେ ରୁହେ। ଏହାପରେ ପୋ-ଲି-ସ ଟିମକୁ ରାଜସ୍ଥାନ ପଠାଯାଇଥିଲା। ବହୁତ ଚେଷ୍ଟା ପରେ ମଧ୍ୟ ଧରାଯାଇ ପାରିନଥିଲା କାରଣ ତାର ଲୋକେସନ ପରିବର୍ତ୍ତିତ ହୋଇଯାଉଥିଲା। ପୋ-ଲି-ସ ରାଜସ୍ଥାନରେ ଥିଲା ଓ ମେ 30 ତାରିଖରେ ପୁଣି ସେ ଏହିଭଳି ହରକତ କରିଥିଲା। ଏହିସମୟରେ ତାଙ୍କର ଲୋକେସନ ଜୟସାଲମେରରେ ମିଳିଥିଲା ଓ ପୋ-ଲି-ସ ତାକୁ ଗି-ର-ଫ କରିଥିଲେ।

ପୋ-ଲି-ସ ଯେତେବେଳେ ତାଙ୍କର ଲ୍ୟାପଟପ ଚେକ କଲେ ଜାଣିବାକୁ ପାଇଲେ କି, ସେ ସେଟିଙ୍ଗସ ବଦଳାଇ ଦେଇଛନ୍ତି ଯାହାଦ୍ୱାରା ଆଇପି ଆଡ୍ରେସ ଯେପରି କରାଯାଇନପାରିବ। ସେ ଭିଡ଼ିଓ ମାଧ୍ୟମରେ ନିଜର ମୁହଁ ଦେଖାଉନଥିଲା କିନ୍ତୁ ଟିଚର ବ୍ୟାକଗ୍ରାଉଣ୍ଡ ସ୍କ୍ରିନଶର୍ଟ ନେଇଥିଲେ ଯାହାକି ପୋ-ଲି-ସ-କୁ ବହୁତ ସାହାର୍ଯ୍ୟ କରିଥିଲା।

ଯାଞ୍ଚକର୍ତା ଏହି ପିଲାଟିକୁ ପଚରାଉଚରା କରିବାରୁ ସେ କହିଲା କି, ସେ ମଜା ପାଇଁ ଏହା କରୁଥିଲା। ଯେଉଁ ଦୁଇଜଣ ମହିଳା ଟିଚରଙ୍କ ସହ ସେ ଏମିତି ହରକତ କରୁଥିଲା ଜଣେ ମୁମ୍ବାଇର ଥିବାବେଳେ ଆଉଜଣେ ଅନ୍ୟ ଦେଶର ଅଟନ୍ତି। ଛାତ୍ରଟିକୁ ଏହାପରେ ପିଲାମାନଙ୍କ ଅଦାଲତରେ ହାଜିର କରାଯାଇ ତାକୁ ଅନୁଧ୍ୟାନ ଗୃହକୁ ପଠାଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *