ଦା-ରୁ ପାର୍ଟି କରୁଥିବା ସମୟରେ ନଜର ଆସିଲେ ସୁନ୍ଦରୀ ଯୁବତୀ,ଦେଖନ୍ତୁ ଶେଷରେ ସେ କଣ କଲା

ସୋସିଆଲ ମିଡ଼ିଆ ଏହିଦିନରେ ବହୁତ ମନୋରଞ୍ଜନର କେନ୍ଦ୍ର ହୋଇସାରିଛି। ଖାଆସ କରି ଏଠାରେ ଭାଇରାଲ ହେଉଥିବା ଭିଡ଼ିଓକୁ ଦେଖି ହୃଦୟ ଖୁସି ହୋଇଯାଇଥାଏ। ଆମେ ଘରେ ବସି ହିଁ ଏଠାରେ ହେଉଥିବା ଅଦ୍ଭୁତ ଜିନିଷକୁ ଦେଖିବାକୁ ପାଇଯାଇଥାଉ। ଆଜିକାଲି ପ୍ରତ୍ୟେକ ସୋସିଆଲ ମିଡ଼ିଆରେ ଫେମସ ହେବାକୁ ଚାହାଁନ୍ତି। ଏମିତିରେ ସେ ନିଜର ଜୀବନର ପ୍ରତ୍ୟେକ ଜିନିଷକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥାନ୍ତି। ଏଠାରେ କିଛି ଭିଡ଼ିଓ ଆମକୁ ଖୁସି କରିଦେଇଥାଏ ତ କିଛି ଆମକୁ ନିରାଶ କରିଦେଇଥାଏ।

କୁହାଯାଇଥାଏ ପ୍ରତ୍ୟେକ ବ୍ୟକ୍ତିକୁ ନିଜର ଜୀବନ ନିଜ ମୁତାବିକ ଜିଇଁବାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ମିଳିଥାଏ। କିନ୍ତୁ ଏହି ପୁରୁଷ ପ୍ରଧାନ ଦେଶରେ କିଛି ଜିନିଷ ଭିନ୍ନ ଅଟେ। ଏଠାରେ ପୁରୁଷ କିଛି ବିଶେଷ କାମ କଲେ ତାଙ୍କୁ କେହି କିଛିବି କୁହନ୍ତି ନାହିଁ କିନ୍ତୁ ସେହି କାମ ଜଣେ ମହିଳା କରିଦେଇଥାଏ ତ ଲୋକମାନେ ଏହାକୁ ଆଲୋଚନା କରିଥାନ୍ତି। ଉଦାହରଣ ସ୍ୱରୂପ ମ-ଦ ପିଇ ଏଞ୍ଜୟା କରୁଥିବାର ଭିଡ଼ିଓ ନେଇଯାଆନ୍ତୁ। ପୁରୁଷମାନେ ଖୋଲାଖୋଲି ମ-ଦ ପିଇଥାନ୍ତି କିନ୍ତୁ ମହିଳା ଲୁଚି ଛପି ଏହାକୁ ପିଇଥାନ୍ତି।

ଯଦି କୌଣସି ମହିଳା ପୁରୁଷ ପରି ମ-ଦ୍ୟ-ପା-ନ କରି ଏଞ୍ଜୟ କରିଥାଏ ସେତେବେଳେ ଲୋକେ ତା’ ଚରିତ୍ର ଉପରେ ଆଙ୍ଗୁଠି ଉଠାନ୍ତି। ଯଦି ପୁରୁଷ ଏହିକାମ କରିଥାଏ ତାହେଲେ ଏହା ଚଳିବ ବୋଲି ସବୁ କହିଥାନ୍ତି। କିନ୍ତୁ ଏବେ ଯୁଗ ବଦଳିଯାଇଛି। ଏବେ ମହିଳା ମାନେ ମଧ୍ୟ ନିଜ ଇଚ୍ଛାରେ ଜୀବନ ଅତିବାହିତ କରୁଛନ୍ତି। ଉଦାହରଣ ସ୍ୱରୂପ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ନିଅନ୍ତୁ। ଏହି ଭିଡ଼ିଓରେ ଦୁଇଜଣ ମହିଳା ଏକ ପାର୍ଟିରେ ପରସ୍ପରକୁ ମ-ଦ ପିଇ ଏଞ୍ଜୟ କରୁଛନ୍ତି।

ଦୁଇଜଣ ମହିଳା ପରସ୍ପରକୁ ମ-ଦ ପିଆଉଥିବା ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେମାନେ ମ-ଦ ପିଇ ଡ଼୍ୟାନ୍ସ ମଧ୍ୟ କରୁଛନ୍ତି। ଜଣେ ମହିଳାଙ୍କ ହାତରେ ଦାରୁ ବୋତଲ ରହିଛି ସେ ଏହି ବୋତଲକୁ ଦ୍ୱିତୀୟ ମହିଳାଙ୍କ ମୁହଁରେ ଦେଉଛନ୍ତି। ଏମିତିରେ ଦୁହେଁ ବହୁତ ଏଞ୍ଜୟ କରୁଛନ୍ତି।

ମହିଳାଙ୍କର ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ fashionista_by_akanksa ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା। ବର୍ତ୍ତମାନ ଏହି ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଲୋକମାନେ ବିଭିନ୍ନ କମେଣ୍ଟ କରୁଛନ୍ତି। ଲୋକମାନେ ଗୋଟିଏ ପଟରେ ଏହାକୁ ପସନ୍ଦ କରୁଥିବା ବେଳେ ଅନ୍ୟପଟରେ ଏହାକୁ ଗା-ଳି ଦେଉଛନ୍ତି। ଜଣେ ୟୁଜର ଲେଖିଥିଲେ, ଜୀବନ ମାତ୍ର ଚାରିଦିନର ଏଥିପାଇଁ ଆମକୁ ଖୋଲିକରି ଜିଇଁବାକୁ ପଡିବ। ଏହାପରେ ଆଉଜଣେ ଲେଖିଥିଲେ ଆପଣଙ୍କୁ ଲାଜ ଆସିବା କଥା ସମାଜରେ ଆପଣ ମହିଳାଙ୍କୁ ଏହି ସନ୍ଦେଶ ଦେଉଛନ୍ତି।

ଆପଣଙ୍କୁ ଜଣାଇଦେଉଛୁ କି, ଏହାପୂର୍ବରୁ ମଧ୍ୟ ଆଉ ଏକ ଭିଡ଼ିଓ ଏହି ମହିଳାଙ୍କର ରହିଛି ଏଥିରେ ସେମାନେ ବର ଓ କନ୍ୟାକୁ ଦା-ରୁ ପିଆଉଥିବାର ନଜର ଆସୁଛନ୍ତି। ଏମିତିରେ ଆପଣଙ୍କର ରାୟ କଣ ଆମକୁ ନିଶ୍ଚିୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *