ପୁଣିଥରେ ଦେହରୁ ବସ୍ତ୍ର ଖୋଲିବାକୁ ଯାଉଛନ୍ତି ପୁନମ ପାଣ୍ଡେ, WTC ଫାଇନାଲ ମ୍ୟାଚକୁ ନେଇ ଦେଲେ ବଡ଼ ବୟାନ

2011 ବିଶ୍ୱକପକୁ ନେଇ ବିବାଦିତ ବୟାନ ଦେଇଥିବା ଅଭିନେତ୍ରୀ ମଡେଲ ପୁନମ ପାଣ୍ଡେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚମ୍ପିୟାନସିପକୁ ନେଇ ସେ କହୁଛନ୍ତି କି, ” କଣ ଆପଣ ଚାହୁଁଛନ୍ତି ଷ୍ଟ୍ରିପ ହେବାପରି କଥାବାର୍ତ୍ତା କରିବି”।

ପୁନମ ଦେଲେ ବଡ଼ ବୟାନ:-

ମିଡ଼ିଆ ସହ ଆଲୋଚନା ସମୟରେ ପୁନମଙ୍କୁ ପଚରାଗଲା ବର୍ତ୍ତମାନ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ଚାଲିଛି ଏହାକୁ ନେଇ ଆପଣ କଣ କହିବେ।

ପୁନମ ପାଣ୍ଡେ କହିଥିଲେ, ମୁଁ ଏହାବିଷୟରେ କିଛିବି ଜାଣିଛି। ମୁଁ ଘରକୁ ଫେରିଯିବି। ମୁଁ ବିବାଦ ବିଷୟରେ ଯାଞ୍ଚ କରିବି ଯଦି ସମ୍ଭବ ହୁଏ ତାହେଲେ ତ ଏହାବିଷୟରେ ଭାବିବି। ପୁନମଙ୍କ କଥାକୁ ଦେଖି ତାଙ୍କ ପତି କହିଥିଲେ, ମୁଁ ଷ୍ଟ୍ରିପ ହେବାପାଇଁ ପ୍ରସ୍ତୁତ ଅଛି। ପୁନମ କହିଥିଲେ, ଏମିତି କରନ୍ତୁ ନାହିଁ ନଚେତ ଇଣ୍ଡିଆ ହାରିଯିବ।

ଟିମ ଇଣ୍ଡିଆର ଭଲ ପ୍ରାରମ୍ଭ:-

ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବାତିଲ ହୋଇଗଲା। ଦ୍ଵିତୀୟ ଦିନର ଖେଳ ମଧ୍ୟ ବ୍ୟାଡ ଲାଇଟ କାରଣରୁ ଅଟକିଗଲା। ଏଥିରେ ବ୍ୟାଟିଂ କରିବାରେ ସମସ୍ୟା ହେଉଥିଲା କିନ୍ତୁ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାରତକୁ ଭଲ ଆରମ୍ଭ ଦେଇଥିଲେ।

ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆସିଥିବା ଭାରତୀୟ ଓପନର ରୋହିତ ଶର୍ମା ଓ ଶୁଭମାନ ଗିଲ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଉଇକେଟରେ 62 ରନ କରିଥିଲେ। ଏହାପରେ 26 ରନ ଭିତରେ ଟିମ ଇଣ୍ଡିଆ 3ଟି ଉଇକେଟ ହରାଇ ଦେଇଥିଲା। ଏହାପରେ ଅଧିନାୟକ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ଭାର ସମ୍ଭାଳିଥିଲେ। ଖରାପ ଲାଇଟ କାରଣରୁ ଦ୍ଵିତୀୟ ଦିନର ଖେଳ ମାତ୍ର 64.4 ଓଭରରେ ସମାପ୍ତ ହୋଇଥିଲା। ଷ୍ଟମ୍ପ ହେବାପର୍ଯ୍ୟନ୍ତ ଭାରତୀୟ ଦଳ 3 ଉଇକେଟ ହରାଇ 146 ରନ କରିଥିଲା। ବିରାଟ କୋହଲି ଅପରାଜିତ 44* ଓ ରାହାଣେ ମଧ୍ୟ 29* କରି ଅପରାଜିତ ରହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *