Flying Dosa : ଏମିତି ଷ୍ଟାଇଲରେ ଦୋସାକୁ ଉପରକୁ ଫୋପାଡ଼ି ଲୋକଙ୍କୁ ଖାଇବାକୁ ଦେଉଛନ୍ତି,ଦେଖନ୍ତୁ ଏହି ମଜାଦାର ଭିଡ଼ିଓ

ଏହି ଦୁନିଆରେ ଟ୍ୟାଲେଣ୍ଟର କୌଣସି ଅଭାବ ନାହିଁ। ସଠିକ ମୌକା ନମିଳିବାରୁ ଏହା ସାମ୍ନାକୁ ଆସିପାରିନଥାଏ। କିଛି ଲୋକ ଟ୍ୟାଲେଣ୍ଟ ନଥାଇ ମଧ୍ୟ ବହୁତ ଆଗକୁ ପହଞ୍ଚି ଯାଉଛନ୍ତି। ଆଜିକାଲି ସୋସିଆଲ ମିଡ଼ିଆ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ହୋଇସାରିଛି। ଏଠାରେ ଲୋକମାନେ ରାତାରାତି ଷ୍ଟାର ହୋଇଯାଆନ୍ତି। କେତେ ଲୋକଙ୍କ ଭାଗ୍ୟ ମଧ୍ୟ ବଦଳିଯାଏ। ଏହାମଧ୍ୟରେ ଏକ ଡୋସା ବାଲା ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସୁଛି। ସେ ଯେଉଁଭଳି ଭାବରେ ପବନରେ ଡୋସାକୁ ଫିଙ୍ଗିଦେଇ ଏହାକୁ ପ୍ରସ୍ତୁତ କରୁଛି ଲୋକମାନେ ଏହାର ବହୁତ ପ୍ରଶଂସା କରିବାରେ ଲାଗିଛନ୍ତି।

ଆଜିକାଲି ପ୍ରତ୍ୟେକ ଲୋକ କିଛି ଅଲଗା କରିବାକୁ ଚାହାଁନ୍ତି। ଏଥିରେ ସେ ପ୍ରସିଦ୍ଧ ହୋଇଯାନ୍ତି। ଏଥିରେ ଖାଦ୍ୟ ପ୍ରସ୍ତୁତ କରିବା ସହିତ ପରିବା ବିକ୍ରି କରିବାର ଲୋକ ମଧ୍ୟ ସାମିଲ ରହିଛନ୍ତି। ତେବେ ତ ଏହି ଲୋକଟି ଯେଉଁଭଳି ଭାବରେ ଡୋସା ବିକ୍ରି କରୁଛନ୍ତି ଏହାକୁ ଦେଖି ଲୋକମାନେ ଚକିତ ହୋଇଯାଉଛନ୍ତି। ଭିଡ଼ିଓରେ ଆପଣ ଦେଖିପାରିବେ ଡୋସା ବିକ୍ରେତା ପବନରେ ଡୋସାକୁ ଫିଙ୍ଗିଦେଉଛି ଓ ଏହାପରେ ତାଙ୍କୁ ଖାଇବାକୁ ଦେଉଛନ୍ତି।

ଦେଖନ୍ତୁ ଏହି ମଜାଦାର ଭିଡ଼ିଓ:-

ଏହି ଭିଡ଼ିଓକୁ ଦେଖିବାପରେ ଆପଣଙ୍କୁ ମଧ୍ୟ ବହୁତ ମଜା ଆସିଥିବ। ଲୋକମାନଙ୍କୁ ମଧ୍ୟ ଏହି ଭିଡିଓ ବହୁତ ପସନ୍ଦ ଆସୁଛି। ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ଏହି ଭିଡ଼ିଓକୁ ଶେୟର କରି ଓ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଆପଣଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା କମେଣ୍ଟରେ ଜରୁରୀ କୁହନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *