ଦେଖନ୍ତୁ ଭିଡିଓ : କାନ୍ଧ ଉପରେ ବରକୁ ବସାଇ କରୁଥିଲା ଡ୍ୟାନ୍ସ, ତାପରେ ଯାହା ହେଲା, ଭିଡିଓ ଦେଖି ଲୋକ ଖୁବ ହସିଲେ

ସୋସିଆଲ ମିଡିଆରେ ଆଜିକଲି ବିବାହର ମଧ୍ୟ ଅନେକ ମଜାଳିଆ ଭିଡିଓ ଭାଇରଲ ହୋଇଥାଏ | ଏଥିମଧ୍ୟରୁ କିଛି ଭିଡିଓକୁ ଦେଖିବାମାତ୍ରେ ବହୁତ ହସ ଲାଗେ ଏବଂ ଆଉ କିଛି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ | ଏହି ଭିଡିଓ ଗୁଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି ଏବଂ ଏହାକୁ ନେଇ ବହୁତ ମଜା କରନ୍ତି | ଏହି ପରିପ୍ରେକ୍ଷୀରେ ବିବାହର ଆଉ ଏକ ମଜାଳିଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବରର ଅବସ୍ଥା ଦେଖି ଲୋକମାନଙ୍କୁ ଦୟା ଲାଗୁଛି ଏବଂ ମଜା ମଧ୍ୟ ଲାଗୁଛି |

ଏହା ତ ସମସ୍ତେ ଜାଣିଛନ୍ତି ଯେ ବିବାହରେ ଆକର୍ଷଣର କେନ୍ଦ୍ର ବର ଏବଂ କନ୍ୟା ହୋଇଥାନ୍ତି | କିନ୍ତୁ, ଅନେକଥର ସେମାନଙ୍କର ଏପରି ଅବସ୍ଥା ହୋଇଯାଏ ଯେ ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି ଏବଂ ବହୁତ ହସିଥାନ୍ତି | ବର୍ତ୍ତମାନ ଏହି ଭିଡିଓକୁ ହିଁ ଦେଖି ନିଅନ୍ତୁ | ବିବାହ ଉତ୍ସବରେ ସବୁ ଲୋକ ବୁଡି ଯାଇଛନ୍ତି ଏବଂ ଖୁବ ମସ୍ତିରେ ଡ୍ୟାନ୍ସ କରୁଛନ୍ତି | ଖୁସି ଖୁସିରେ ଜଣେ ବ୍ୟକ୍ତି ବରକୁ ନିଜ କାନ୍ଧ ଉପରେ ବସାଇ ନେଲା | ଏହାପରେ ମସ୍ତିରେ ଡ୍ୟାନ୍ସ କରିବାକୁ ଲାଗିଲା | କିନ୍ତୁ, କିଛି ସମୟ ପରେ ଯାହା ହେଲା, ତାକୁ ବୋଧହୁଏ ବର ତା ଜୀବନରେ କେବେହେଲେ ଭୁଲି ପାରିବନାହିଁ |

ଦେଖନ୍ତୁ ମଜାଳିଆ ଭିଡିଓ :-

ବିଶ୍ୱାସ କରନ୍ତୁ ଏହି ଭିଡିଓକୁ ଦେଖି ଆପଣଙ୍କୁ ମଧ୍ୟ ମଜା ଲାଗିଥିବ | ବର୍ତ୍ତମାନ ଏହି ଭିଡିଓ ଭାଇରଲ ହେଉଛି | ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନ୍ସଟାଗ୍ରାମରେ ଏହି ଭିଡିଓକୁ official_niranjanm87 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଲୋକମାନଙ୍କୁ ଏହି ଭିଡିଓ ଖୁବ ଭଲ ଲାଗୁଛି ଏବଂ ଏହା ଉପରେ ବହୁତ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *