ବଡ଼ ଭାଇ ବାହାଘର ସମୟରେ ଛୋଟ ଭାଇର ଖୋଲିଗଲା ଭାଗ୍ୟ,ବର ଜେ-ଲ ଯିବାପରେ ଛୋଟ ଭାଇ ବସିଲା ମଣ୍ଡପରେ

କୁହାଯାଏ ଯୋଡି ଉପରବାଲା ବନାଇଥାନ୍ତି ଓ ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି। ଏମିତି ହିଁ ଏକ ଭିଡ଼ିଓ ବିହାରରୁ ସାମ୍ନାକୁ ଆସିଛି। ଏଠାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ବିବାହ ଆଉଜଣଙ୍କ ସହିତ ହେବାର ଥିଲା କିନ୍ତୁ ଏହା ନହୋଇ ମଣ୍ଡପରେ ଆଉଜଣେ ବସିଥିଲା। ଏହି ପୁରା ମାମଲା ସିଗଡ଼ି ଥାନା ଅନ୍ତର୍ଗତ ମୋରାରଚକର ଅଟେ। ଯେଉଁଠାରେ ବର ମଣ୍ଡପରେ ବସିଛି ଓ ଧିରେଧିରେ ସମୟ ଆଗକୁ ବଢିବାବେଳେ ପୋ-ଲି-ସ ଏସମୟରେ ଏଣ୍ଟ୍ରି ମାରୁଛି। ଏହାପରେ ସାରା ମାମଲା ବିଗିଡ଼ି ଯାଉଛି।

ସର୍ବପ୍ରଥମେ ପୋ-ଲି-ସ ଆସୁଛି ଓ ବରକୁ ମଣ୍ଡପରୁ ଉଠାଇ ନେଇଯାଉଛି। ଏହାଦେଖି କନ୍ୟା ଫେରି ଯାଉଛି କିନ୍ତୁ ସଠିକ ସମୟରେ ସରପଞ୍ଚଙ୍କ ଏଣ୍ଟ୍ରି ହେଉଛି ଓ ବୈଠକ ବସିବାପରେ କନ୍ୟାର ବିବାହ ବରର ସାନଭାଇ ସହିତ କରାଇବାକୁ ନିର୍ଣ୍ଣୟ ନିଆଯାଇଛି। ଏହାପରେ ଉଭୟ ପକ୍ଷ ରାଜି ହେବାପରେ ସେମାନଙ୍କର ବିବାହ ତୟ ହୋଇଯାଉଛି।

ଆପଣ ସବୁ ଭାବୁଥିବେ କି, ଫିଲ୍ମ ଷ୍ଟାଇଲରେ ଶେଷରେ କଣପାଇଁ ହୋଇଥିଲା। ଆସନ୍ତୁ ଏହାସମ୍ପର୍କରେ ବିସ୍ତାର ରୂପରେ ଜାଣିବା।

ଆପଣଙ୍କୁ ଜଣାଇଦେଉଛୁ କି, ପାଲିଗଞ୍ଜ ଥାନା ସିୟରାମପୁର ନିବାସୀ ସଞ୍ଜୟ ଯାଦବଙ୍କ ପୁଅ ଅନୀଲ ଯାଦବଙ୍କ ବିବାହ ସିଗଡ଼ି ଥାନା ମୁରାରଚକ ଗ୍ରାମ ଭୀମ ଯାଦବଙ୍କ ଝିଅ ସହିତ ହେବାର ଥିଲା। ସବୁ ଠିକଠକ ଚାଲିଥିଲା ଓ ଜୁନ 15 ତାରିଖରେ ସେମାନେ ବରଯାତ୍ରୀ ସହିତ ମୁରାରଚକ ଠାରେ ପହଞ୍ଚିଥିଲେ। ଯେତେବେଳେ ବରର ପ୍ରଥମ ପତ୍ନୀଙ୍କୁ ଏହା ଜଣାପଡ଼ିଥିଲା କି, ତାଙ୍କ ପତିଙ୍କ ବିବାହ ହେବାକୁ ଯାଉଛି ସେହିସମୟରେ ସେ ସଙ୍ଗେସଙ୍ଗେ ପୋ-ଲି-ସ-ରେ ଅପିଲ କରିଦେଲେ। ମହିଳା ଜଣକ ପୋ-ଲି-ସ-ଙ୍କୁ ମଧ୍ୟ ତାଙ୍କ ବିବାହର ଫୋଟୋ ଦେଖାଇଥିଲେ ଏହାପରେ ପୋ-ଲି-ସ ତାଙ୍କର ସାଥ ଦେଇଥିଲେ।

ଏହିସମୟରେ ଗ୍ରାମର ମୁଖିଆ ଅଶୋକ ଯାଦବଙ୍କ ପାଖକୁ ପୋ-ଲି-ସ ତରଫରୁ ଫୋନ ଆସିଲା ଓ ପୋ-ଲି-ସ ଅଧିକାରୀ କହିଥିଲେ କି, ଆପଣଙ୍କ ଗ୍ରାମରେ ଯେଉଁ ବର ଆସିଛି ବିବାହ ପାଇଁ ତାଙ୍କର ପୂର୍ବରୁ ବିବାହ ହୋଇସାରିଛି ଓ ଆପଣ ଏହି ବିବାହକୁ ଅଟକାନ୍ତୁ ଆମେ ଯାଇ ସେଠାରେ ପହଞ୍ଚୁଛୁ। ଗ୍ରାମର ମୁଖିଆ ଏହାପରେ ଝିଅଟିର ପିତାଙ୍କୁ ଏହିକଥା କହିଥିଲେ। ଏହିକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ରହିଯାଇଥିଲେ। ଗ୍ରାମରେ ଏହି ଖବର ନିଆଁ ଭଳି ଖେଳିଯାଇଥିଲ। ଏହାପରେ ପୋ-ଲି-ସ ଘଟଣା ସ୍ଥଳକୁ ଆସି ସବୁ ପର୍ଦାଫାଶ କରିଥିଲା।

ବର ର ପ୍ରଥମ ପତ୍ନୀ ଆସି ସମସ୍ତଙ୍କୁ କହିଥିଲେ କି, ଏକବର୍ଷ ପୂର୍ବରୁ ସେମାନଙ୍କର ବିବାହ ହୋଇଥିଲା। ଏହାପରେ ପୋଲିସ ବର ଙ୍କୁ ନେଇ ଥାନାକୁ ଚାଲିଯାଇଥିଲେ। ଏହାପରେ ଗ୍ରାମର ମୁଖିଆ ନିଷ୍ପତ୍ତି ନେଇ ଉଭୟ ପକ୍ଷ ମଧ୍ୟରେ ସମାଧାନର ବାଟ ବାହାର କରି ସେ ଅନୀଲଙ୍କ ସାନଭାଇ ସହିତ କନ୍ୟାଟିର ବିବାହ କରାଇଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.