ସାଇକେଲ ରେସ ସମୟରେ ମଝିରେ ଆସିଗଲା କାର,ତାପରେ ଯାହାହେଲା ହୃଦୟକୁ ପଥର କରି କି ଦେଖନ୍ତୁ, ଭିଡିଓ ହେଲା ଭାଇରାଲ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ସେୟାର କରା ଯାଇଥାଏ। ସେଥିରେ ମନୁଷ୍ୟ ଠୁ ନେଇକି ଜୀବଜନ୍ତୁ ପର୍ଯ୍ୟନ୍ତ ଏହି ଭିଡ଼ିଓରେ ସାମିଲ ଥାନ୍ତି। ସେଥି ମଧ୍ୟରୁ କିଛି ଭିଡିଓ ଅତ୍ୟଧିକ ମଜାଦାର ହୋଇଥାଏ ଯାହାକୁ ଦେଖିଲା ପରେ ହସକୁ ରୋକି ହୁଏନି ତ ଆଉ କିଛି ଭିଡିଓ ଆଶ୍ଚର୍ଯ୍ୟ କରିଦେଇଥାଏ। ଏହିସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ମଜାଦାର ବି ଲାଗୁଛି ଏବଂ ଆଶ୍ଚର୍ଯ୍ୟ ମଧ୍ୟ କରାଇଛି। କାରଣ ସାଇକେଲ ରେସ ଚାଲିଥିବା ସମୟରେ ଏକ କାର ଆସି ମଝିରେ ପଶିଗଲା ଯାହା ଫଳରେ ଏକ ଭିନ୍ନ ପ୍ରକାର ଘଟଣା ଘଟିଥିଲା। ଯାହା ଲୋକଙ୍କୁ ଚକିତ କରାଉଛି। ଏବେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।

ଘଟଣା ଯାହା ହେଉନା କାହିଁକି ଯେତେବେଳେ ଏହା ସୋସିଆଲ ମିଡିଆରେ ସେୟାର କରାଗଲା ପରେ ଏହାକୁ ନେଇକି ବହୁତ୍ ଚର୍ଚ୍ଚିତ କରାଗଲା। ଏବେ ଏହି ଭିଡିଓକୁ ଦେଖନ୍ତୁ, ଶୁନଶାନ୍ ରାସ୍ତାରେ ଯେତେ ବେଳେ ସାଇକେଲ ରେସ ଚାଲିଥିଲା। ସେହି ସମୟରେ ସାମ୍ନାରୁ ଏକ କାର ଆସିଗଲା, ଆରମ୍ଭରୁ କାର କଡ଼ରେ ଯାଉଥିଲା ଏବଂ କିଛି ଖେଳାଳି ଏହି କାରର ପାଖ ଦେଇ ଚାଲିଗଲେ କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଯାହା ହେଲା ଆପଣ ନିଜେ ଏହି ଭିଡିଓକୁ ଦେଖନ୍ତୁ।

ଏବେ କଣ ହୋଇଗଲା:-

ଏହି ଭିଡିଓ କୁ ଦେଖିବା ପରେ ଆପଣ ମଧ୍ୟ କିଛି ସମୟ ପାଇଁ ଚକିତ ହୋଇଯାଇଥିବେ ଓ ଏହାମଧ୍ୟ ଭାବୁଥିବେ ଯେ ଏମିତି କିପରି ହେଇପାରିବ? ଟ୍ୱିଟରରେ ଏହି ଭିଡିଓ କୁ ‘ holy cow ‘ ଆକାଉଣ୍ଟ ରେ ସେୟାର କରାଯାଇଥିଲା। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଲେଖା ହେବାପର୍ଯ୍ୟନ୍ତ ଏହି ଭିଡିଓକୁ ତିନି ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡିଓ ରେ ବହୁତ୍ ୟୁଜର ସେମାନଙ୍କ ପ୍ରତିକ୍ରିୟା ଦେଇ ସାରିଛନ୍ତି। ଆପଣଙ୍କୁ କିପରି ଲାଗିଲା ତାହା କମେଣ୍ଟ ରେ ଜାଣନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *