ଓଲଟିବାକୁ ଯାଉଥିଲା ଅଟୋ, ବ୍ୟକ୍ତିଜଣକ ‘ସୁପର ହିରୋ’ ହୋଇ ଏପରି ବଞ୍ଚାଇଲେ ଜୀ-ବ-ନ, ଦେଖନ୍ତୁ ଭିଡିଓ

ଫିଲ୍ମଗୁଡିକରେ ତ ଆପଣମାନେ ଅନେକ ସୁପର ହିରୋ ଦେଖିଥିବେ, ଯେଉଁମାନେ ଖତରନାକ ଷ୍ଟଣ୍ଟ କରି ଲୋକମାନଙ୍କର ଜୀ-ବ-ନ ବଞ୍ଚାଇଥାନ୍ତି | କିନ୍ତୁ ଅନେକଥର ଆମ ସାମ୍ନାରେ ପ୍ରକୃତ ଜୀବନରେ ମଧ୍ୟ ଏପରି ଅନେକ ଲୋକ ଥାନ୍ତି, ଯେଉଁମାନଙ୍କ କାମ ଦେଖି ଆମେ ସେମାନଙ୍କୁ ସୁପର ହିରୋ କହିଥାନ୍ତି | ବିଶେଷକରି ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓକୁ ଦେଖି ଆପଣ ଏହା ନିଶ୍ଚିତ ଭାବରେ କହିବେ ଯେ ପ୍ରକୃତ ଜୀ-ବ-ନ-ରେ ମଧ୍ୟ ସୁପରହିରୋ ଅଛନ୍ତି | ଏମାନେ ମଧ୍ୟ ଫିଲ୍ମ ହିରୋମାନଙ୍କ ଭଳି ଶକ୍ତି ରଖିଥାନ୍ତି ଏବଂ ଆବଶ୍ୟକ ପଡିଲେ ନିଜକୁ ଲୋକମାନଙ୍କର ଭଲ ପାଇଁ ବ୍ୟବହାର କରିଥାନ୍ତି |

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ଛୋଟ ରାସ୍ତାରେ ଜଣେ ବ୍ୟକ୍ତି ଠିଆ ହୋଇଛନ୍ତି | ଠିକ ସେତିକିବେଳେ ପଛରୁ ଗୋଟିଏ ଅଟୋ ବହୁତ ସ୍ପିଡ଼ରେ ଆସେ | ଅଟୋର ସ୍ପିଡ଼ ଏତେ ଅଧିକ ଯେ ସେ ବୁଲାଣିଠାରେ ଟର୍ନ କରିବା ସମୟରେ ରାସ୍ତା ଉପରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ଉପରେ ପଡ଼ିବାକୁ ଲାଗେ | ଅଟୋର ପଛ ଚକା ଗୁଡିକ ମଧ୍ୟ ପବନରେ ଥାଏ | କିନ୍ତୁ ସେହି ବ୍ୟକ୍ତି ବୁଦ୍ଧି ଏବଂ ଶକ୍ତିର ଠିକ ବ୍ୟବହାର କରି ନିଜକୁ ଏବଂ ଅଟୋବାଲାକୁ ବଞ୍ଚାଇଦେଲା | ଭିଡିଓରେ ଆପଣ ଦେଖିପାରିବେ ଯେ ଅଟୋଟି ବ୍ୟକ୍ତିଙ୍କ ଉପରେ ପଡ଼ିବାକୁ ଯାଉଛି ଏବଂ ବ୍ୟକ୍ତିଜଣକ ନିଜର ବୁଦ୍ଧି ଏବଂ ଶକ୍ତି ସାହାଯ୍ୟରେ ଅଟୋଟିକୁ ସବୁ ଶକ୍ତି ଖଟାଇ ହାତରେ ସିଧା କରିଦିଅନ୍ତି | ଏହିପରି ଭାବେ ଅଟୋ ପଡିବାରୁ ବଞ୍ଚିଯାଏ ଏବଂ ସିଧା ହୋଇ ଆରାମରେ ଆଗକୁ ବାହାରିଯାଏ |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ Dr. Ajayita ନାମକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି | ଯାହାର କ୍ୟାପ୍ସନରେ ଲେଖାଯାଇଛି, ‘ଭାରତରେ ଯେ କେହି ବି ସୁପର ହିରୋ ହୋଇପାରେ’ | ସୋସିଆଲ ମିଡିଆରେ ଏହି ଭିଡିଓ ଲୋକମାନଙ୍କୁ ଖୁବ ପସନ୍ଦ ହେଉଛି | ଲୋକମାନେ କେବଳ ଏହି କ୍ଲିପକୁ ପରସ୍ପର ମଧ୍ୟରେ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ଲୋକମାନେ ଏହି ବ୍ୟକ୍ତିଙ୍କର ବୁଦ୍ଧି ଏବଂ ଶକ୍ତିର ଫ୍ୟାନ ହୋଇଯାଇଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *