ଲାଗୁ ହେଲା Pollution Test ସହିତ ଜଡ଼ିତ ନୂଆ ନିୟମ, ଜାଣି ନିଅନ୍ତୁ ନହେଲେ ପରବର୍ତ୍ତୀ ସମୟରେ ଅସୁବିଧାରେ ପଡିବେ

ଗାଡି ଚଳାଇବାର ଇଚ୍ଛା ସବୁ ଲୋକଙ୍କ ମଧ୍ୟରେ ରହିଥାଏ। କିନ୍ତୁ ବହୁତ୍ କମ୍ ଲୋକଙ୍କୁ ପିୟୁସୁ ବିଷୟରେ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ପୀୟୂଷ କଣ ଓ ଏହା ସହ କୋଉ ନୂଆ ନିୟମ ଜଡ଼ିତ କରାଗଲା।

ଗାଡିରୁ ଧୁଆଁ (Emission) ବାହାରେ ଏବଂ ଏହି ଧୁଆଁ ପରିବେଶ( environment) ପାଇଁ କ୍ଷତିକାରକ ଅଟେ। ଏହି ଭଳି ପ୍ରଦୂଷଣ ପାଇଁ ପରିବେଶକୁ ନଜରରେ ରଖି କି ଯେଉଁ (Pollutants Standards) ନିର୍ଦ୍ଧାରିତ କରାଯାଇଛି। ସେହି ଅନୁସାରେ ଆପଣଙ୍କ ଗାଡ଼ିର ଧୁଆଁ ପ୍ରଦୂଷଣ କରାଉଛି, ଏହି କଥାର ପୃଷ୍ଟି କରିବା ପାଇଁ ଏକ ତଦନ୍ତ( pollution test) ପରେ ଯେଉଁ ସାର୍ଟିଫିକେଟ ଦିଆ ଯାଇଥାଏ, ତାହାକୁ ପିୟୁସି କୁହାଯାଏ। ଭାରତରେ ମୋଟର ଓ ଇଞ୍ଜିନ ଥିବା ଗାଡି ପାଇଁ ଏହା କରିବା ବାଧ୍ୟତା ମୂଳକ ଅଟେ।

ଏହା ଜାଣି ରଖନ୍ତୁ ଯେ ଯଦି ଆପଣଙ୍କ ପାଖରେ ଗାଡ଼ି ଅଛି କିନ୍ତୁ ଆପଣଙ୍କ ପାଖରେ ପୀୟୁସି ନାହିଁ ତେବେ ଆପଣ ବହୁତ୍ ବଡ଼ ରକମର ଜୋରିମାନା ଦେଇପାରନ୍ତି। ସେଥି ସହ ପିୟୁସି ସହ ଜଡ଼ିତ ନୂଆ ନିୟମ ଜାଣିବା ଉଚିତ୍। ଆସନ୍ତୁ ଜାଣିବା ପିୟୁସୀ ସହ ଜଡ଼ିତ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ( minister of Road Transport Highways) ନୂଆ ଗାଇଡି ଲାଇନ। ଯେଉଁ ଥିରେ ଏହା କୁହା ଯାଇଛି ଯେ ପୁରା ଦେଶରେ ଏକାଭଳି ପିୟୁଷି ସାର୍ଟିଫିକେଟ ଲାଗୁ କରାଯିବ।

ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟରେ କେନ୍ଦ୍ରୀୟ ମୋଟର ବାହନ ନିୟମ ୧୯୮୯ ରେ ଅନ୍ତର୍ଗତ ଦେଶ ସାରା ଜାରି କରାଯାଉଥିବା ପୀୟୁସୀ ( ପାଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ ) ସାର୍ଟିଫିକେଟର ସାମାନ୍ୟ ଫର୍ମାଟ ପାଇଁ ୧୪ ଜୁନ ୨୦୨୧ କୁ ଅଧିସୂଚନା ଲାଗୁ କରାଯାଇଛି। ଏହାର ବିଶେଷତ୍ୱ ନିମ୍ନରେ ଲିଖିତ ଅଛି:-

୧) ଦେଶ ସାରା ଏକ ସମାନ ପ୍ରଦୂଷଣ ପ୍ରମାଣ ପତ୍ର ଫର୍ମାଟର ଆରମ୍ଭ ଓ ପୀୟୁସୀ ଡାଟା ବେଶ୍ କୁ ରାଷ୍ଟ୍ରୀୟ ରେଜିଷ୍ଟର ଯୋଡିବା।

୨) ଏହି ଅଧିସୁଚନା ମାଧ୍ୟମରେ ଏହି କଥା ଜଣାପଡୁଛି ଯେ ଅସ୍ବିକୃତି ପଞ୍ଜିକରଣ ପ୍ରଥମଥର ପାଇଁ କରାଯିବ। ସଂବନ୍ଧିତ ମାନବଦଣ୍ଡରେ ଆଦେଶିତ ତଦନ୍ତ ପରିମାଣ ମୂଲ୍ୟ ଅଧିକତମ ସିକୃତି ଯୋଗ୍ୟ ମୂଲ୍ୟରୁ ଅଧିକ ହେବାରୁ ସ୍ଥିତିରେ ବାହନ ମାଲିକକୁ ଅସିକୃତି ପତ୍ରର ଏକ ସାମାନ୍ୟ ଫର୍ମାଟ ଦିଆଯିବ। ଏହି ଦଲିଲକୁ ବାହନ ରେ ଜାରି କରିବା ପାଇଁ ସେବା କେନ୍ଦ୍ର( service center ) ରେ ଦେଖା ଯାଇଥାଏ ନହେଲେ ବ୍ୟବହାର କରାଯାଇଥାଏ, ଯଦି କୌଣସି ଅଲଗା କେନ୍ଦ୍ରରେ ଯାଞ୍ଚ୍ କରିବାପରେ ପୀୟୁସୀ ସେଣ୍ଟରର ଉପକରଣ ଠିକ୍ ସେ କାମ କରୁନାହିଁ।

୩) ସୂଚନା ଗୋପନୀୟ ରହିବ ଅର୍ଥାତ୍ i) ବାହନ ମାଲିକର ମୋବାଇଲ ନମ୍ବର, ନାମ ଓ ଠିକଣା ii) ଇଞ୍ଜିନ ନମ୍ୱର୍, ଚେଚିସ୍ ନମ୍ବର ( କେବଳ ଶେଷ ଚାରି ସଂଖ୍ୟା ଦେଖାଇ ଦେବେ, ଅନ୍ୟ ସଂଖ୍ୟା ଗୋପନୀୟ ରହିବା)।

୪) ବାହନ ମାଲିକର ନମ୍ବର ଵାଧ୍ୟତା ମୂଳକ କରାଯାଇଛି ଯାହା ଫଳରେ ଭେରିଫାୟେ ଏବଂ ଶ୍ଲୁକ ପାଇଁ ଏକ ମେସେଜ ପଠା ଯାଇଥାଏ।

୫) ଯଦି ନିୟମ ଲାଗୁ କରୁଥିବା ଅଧିକାରୀଙ୍କ ପାଖରେ ଏହା ମାନିବାର କାରଣ ଏହି କି ଯେ କେତେ ମୋଟର ବାହନ ନିଃସରଣ ମାନିବା ପାଇଁ ପ୍ରବନ୍ଧର ଅନୁପାଳନ କରୁ ନାହାନ୍ତି, ସେହି ବାହନ ଚାଳକ କି ବାହନର ପ୍ରଭାରୀ କୋୖଣସି ବ୍ୟକ୍ତିକୁ ପିୟୁଷୀ ଯାଞ୍ଚ୍ ସେଣ୍ଟର୍ ବାହନ ପ୍ରସ୍ତୁତ କରିବା ପାଇଁ ଲିଖିତ ରୂପରେ ନହେଲେ ଇଲୋକ୍ଟ୍ରୋନିକ୍ ମୋଡ ମାଧ୍ୟମରେ ସୂଚିତ କରି ପାରିବେ। ଯଦି ବାହନ ଚାଳକ କିମ୍ବା ପ୍ରଭାରୀ ବ୍ୟକ୍ତି ଅନୂପାଳନ ପାଇଁ ବାହନ ପ୍ରସ୍ତୁତି କରିବା ପାଇଁ ବିକଳ୍ପ ରହିଛି, ତେବେ ବାହନ ମାଲିକକୁ ଦଣ୍ଡ ଦେବାକୁ ପଡ଼ିବ। ଯଦି ବାହନ ମାଲିକ ଏହି ନିୟମକୁ ଅନୁପାଳନ କରିବ ଉପାୟରେ ରହି ଥାଏ ତେବେ ବାହନର ପଞ୍ଜିକରଣ ପତ୍ର ଓ କୋୖଣସି ପରମିଟି ପତ୍ରକୁ ନିଲମ୍ବନ କରାଯିବ। ଯେଉଁ ପର୍ଯ୍ୟନ୍ତ ପ୍ରଦୂଷଣ ନିୟନ୍ତ୍ରଣ ର ତଳେ ପ୍ରମାଣ ପତ୍ର ଜାରି ନଅ କରାଯାଇଛି।

୬) ଏହି ପ୍ରକାର ନିୟମ ଲାଗୁ କରିବା ଆଇଟି ସଂସ୍ଥା ହୋଇଥିବା ଏବଂ ପ୍ରଦୂଷଣ କରୁଥିବା ବାହନ ଉପରେ ନିୟନ୍ତ୍ରିତ କରାଯାଇପାରିବ।

୭) କ୍ୟୁଆର୍ କୋଡ଼ ଫର୍ମ ଉପରେ ଛପାଯିବ। ସେଥିରେ ପିୟୂଷୀ କେନ୍ଦ୍ର ବିଷୟରେ ସମସ୍ତ ସୂଚନା ରହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *