ସ୍ୱିମିଙ୍ଗ ପୁଲ ଭିତରେ ସ୍ୱାମୀ ସ୍ତ୍ରୀକୁ ଛାଡି ଆଉଜଣଙ୍କ ସହିତ କରୁଥିଲା ମସ୍ତି,ଏହାପରେ ସ୍ତ୍ରୀ ଯାହାକଲା ଆପଣ ଭିଡ଼ିଓ ଦେଖିଲେ ଜାଣିପାରିବେ

ଦୁନିଆରେ ପତି ପତ୍ନୀଙ୍କ ଭିତରେ ତ ଝ-ଗ-ଡ଼ା ହୋଇଥାଏ କିନ୍ତୁ ତାଙ୍କୁ ସମାଜ ପ୍ରେମ ନଜରରେ ଦେଖିଥାଏ। କେତେଥର ଏହି ରୂପ ବହୁତ ବିକରାଳ ରୂପ ଧାରଣ କରିଥାଏ। ସୋସିଆଲ ମିଡିଆରେ ମଧ୍ୟ ଏହାର ଭିଡ଼ିଓ ଭାଇରାଲ ହେଉଥାଏ। ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ବହୁତ ପସନ୍ଦ କରାଯାଉଛି।

ପତି ପତ୍ନୀଙ୍କର ଭିତରେ ଆପଣ ବିଭିନ୍ନ ପ୍ରକାରର ଝ-ଗ-ଡ଼ା ଦେଖିଥିବେ କିନ୍ତୁ ଏହି ଝ-ଗ-ଡ଼ା-କୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ। ଆପଣ ଏହି ଭିଡ଼ିଓରେ ଦେଖିପାରୁଥିବେ ସ୍ୱିମିଙ୍ଗ ପୁଲରେ ବ୍ୟକ୍ତି ଜଣକ ଅନ୍ୟ ଜଣେ ମହିଳାଙ୍କ ସହିତ ମସ୍ତି କରୁଥିବା ସମୟରେ ନିଜର ପତ୍ନୀଙ୍କ ହାବୁଡ଼ରେ ପଡିଯାଇଥିଲେ। ପତ୍ନୀ କ୍ରୋଧରେ ସେଠାକୁ ଯାଉଛନ୍ତି ଓ ପତିଙ୍କ ଚୁଟିକୁ ଧରି ଜୋରରେ ଭିଡୁଛନ୍ତି। କିନ୍ତୁ ଯେତେବେଳେ ତାଙ୍କ ସାମ୍ନାରେ ସତ୍ୟତା ଆସୁଛି ସେତେବେଳେ ସେ ହଇରାଣ ହୋଇଯାଉଛନ୍ତି। କାରଣ ସେ ମହିଳା ନଥିଲେ ଜଣେ ପୁରୁଷ ଥିଲେ।

ଏମିତି କିଏ କରେ ଭାଇ:-

ଏହି ଭିଡ଼ିଓକୁ ଦେଖିବାପରେ ଆପଣଙ୍କୁ ମଜା ଆସିଥିବ। ସୋସିଆଲ ମିଡିଆରେ ଏହାକୁ uprizhikayeler ନାମକ ଆକାଉଣ୍ଟ ରୁ ଶେୟର କରାଯାଇଥିଲା। ବର୍ତ୍ତମାନ ରହି ଭିଡ଼ିଓ ଭାଇରାଲ ହେଉଛି। ଖବର ଲେଖାଯିବା ଆଗରୁ ଏହାକୁ 84 ହଜାରରୁ ଅଧିକବାର ଦେଖାଯାଇଛି। ବର୍ତ୍ତମାନ ଏହି ଭିଡ଼ିଓକୁ ଲୋକମାନେ ଦେଖି ହଇରାଣ ହୋଇଯାଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *