ମଣିଷଙ୍କୁ ଏହି କୁକୁର ଠାରୁ ଶିକ୍ଷା ନେବା ଉଚିତ, କାରଣ କୁକୁରଟି ସମ୍ପୂର୍ଣ୍ଣ ଚେଷ୍ଟାର ସହିତ ରାସ୍ତାରୁ ପଥରକୁ ହଟାଉଛି,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ବହୁବାର ଭିଡ଼ିଓ ଭାଇରାଲ ହେଉଥାଏ। ଏହି ଭିଡ଼ିଓକୁ ଦେଖିବାପରେ କେତେଥର ଆମକୁ ହସ ଆସିଥାଏ ତ କେବେ କେବେ ଏହା ଆମକୁ ଉଚିତ ଶିକ୍ଷା ଦେଇଯାଇଥାଏ। ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଏହି ଭିଡ଼ିଓର ମଧ୍ୟ ବହୁତ ଚର୍ଚ୍ଚା ହେଉଛି।

କୁକୁର ଏକ ବୁଝିଲା ଶୁଝିଲାର ପଶୁ ଅଟେ। ଏମାନଙ୍କର କିଛି ବୁଝିଲା ଶୁଝିଲାର କାମ ସୋସିଆଲ ମିଡ଼ିଆରେ ସାଧାରଣତଃ ଭାଇରାଲ ହୋଇଥାଏ। ଏହି ଭିଡ଼ିଓ ଲୋକମାନଙ୍କୁ ପସନ୍ଦ ଆସୁଥିବା ସହ ଏହା ଲୋକମାନଙ୍କୁ ଉଚିତ ଶିକ୍ଷା ଦେଇଯାଉଛି।

ଦେଖନ୍ତୁ ଭିଡ଼ିଓ:-

ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ କି, କୁକୁରଟି ବହୁତ ଚେଷ୍ଟା ଓ ଟେକନିକର ସହିତ ରାସ୍ତାରୁ ବଡ଼ ପଥରକୁ ଉଠାଉଛି। ସେ ପଥର ଉଠାଇବା ସମୟରେ ଏହା ଲାଗୁଛି କି, ପଥର ଯଦି ରାସ୍ତାରେ ପଡି ରହିବ ତାହେଲେ କାହାକୁ ଆଘାତ ଲାଗିବ।

ସୋସିଆଲ ମିଡିଆରେ ଏହି ଭିଡ଼ିଓ ଲୋକଙ୍କୁ ବହୁତ ପସନ୍ଦ ଆସିବାରୁ ଏଥିରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଏଥିରେ ନିଜର ପ୍ରତିକ୍ରିୟା ଦେଇ ଲେଖିଥିଲେ କି, କୁକୁରଟିର ବୁଦ୍ଧି ରହିଛି। ସେହିପରି ଆଉଜଣେ ୟୁଜର୍ସ ଲେଖିଥିଲେ, ଏହିବର୍ଷ ମୁଁ ସବୁଠାରୁ ଭଲ ଭିଡ଼ିଓ ଦେଖିଲି। ଏହାବ୍ୟତୀତ ଅନ୍ୟ ୟୁଜର୍ସ ମାନେ ମଧ୍ୟ ନୀର ରିଆକ୍ସନ ଦେଇଥିଲେ।

ଆପଣଙ୍କୁ ଜଣାଇଦେଉଛୁ କି, ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ wildandwilder ଶେୟର କରିଛନ୍ତି। ଏହାକୁ ଖବର ଲେଖାଯିବା ଆଗକୁ 80 ହଜାର ରୁ ଉର୍ଦ୍ଧ୍ବ ବାରସ ଦେଖାଯାଇ ସାରିଥିଲା। ଏହାବ୍ୟତୀତ କିଛିଲୋକ ଏହାକୁ ଲାଇକ କରି ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଶେୟର ମଧ୍ୟ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.