ସାଢୀ ପିନ୍ଧି ମହିଳା ଜଣକ କଲେ ଖତରନାକ ତଲୱାର ଚାଳନା,ଦେଖିଲେ ରୋମ ଟାଙ୍କୁରି ଉଠିବ,ଦେଖନ୍ତୁ ଭିଡିଓ

ମହିଳାଙ୍କୁ ନେଇ ସମାଜରେ ରୁଢିବାଦୀ ରହିଛି|ଯେମିତି ମହିଳାମାନେ କେବଳ ଘରକାମ କରିବେ|ଛୁଆ ସମ୍ଭାଳିବା ଠାରୁ ନେଇ ରୋଟି ବନାଇବା ଦାୟିତ୍ଵ ତାଙ୍କର ହେବ|ଯଦି ସେ କୈାଣସି ଚାକିରି କରୁଥାନ୍ତି ତେବେ ଏମିତି ଚାକିରୀ କରିବାକୁ ପଡେ ଯାହା ମହିଳାଙ୍କ ପାଇଁ ଯୋଗ୍ୟ|ବସ ଚାଲାନ,ସିକ୍ୟୁରିଟି ଗାର୍ଡ ହେବା,କୁସ୍ତି ଯୋଦ୍ଧା ହେବା, ଭଳି ଜିନିଷ କରିବାକୁ ମହିଳାଙ୍କୁ ଅଟକାଯାଏ|କିନ୍ତୁ ସତ ଏହା ଯେ ମହିଳାମାନେ ବହୁ ମାମଲାରେ ପୁରୁଷଙ୍କ ଠାରୁ ଆଗୁଆ ଅଟନ୍ତି|

ଆଜିର ସମାଜରେ ମହିଳା ଓ ପୁରୁଷ ଦୁହେଁ ସମାନ ଅଟନ୍ତି|ଏମାନେ ଦୁହେଁ ନିଜର ମନମୁତାବକ ଯାହା ଚାହିଁବେ ତାହା କରିପାରିବେ|ହୁନର କଥା କହିବା ଯଦି ଅଧିକାଂଶ ମହିଳା ନାଚିବା,ଗୀତ ଗାଇବା,ପେଣ୍ଟିଂ ବନାଇବା,ସିଲାଇ ଭଳି ଜିନିଷରେ ଧୁରନ୍ଧର|କିନ୍ତୁ ସେମାନେ କେଵଳ ଏହା କରିପାରିବେ ତା ନୁହେଁ,ଅନ୍ୟ ଜିନିଷ ମଧ୍ୟ କରିପାରିବେ|ସେ ଫିଲ୍ଡରେ ମଧ୍ୟ କୈଶଳ ସହ ପ୍ରତିଭା ଦେଖାଇପାରିବେ|ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମହିଳାଙ୍କ କଥା ଦେଖନ୍ତୁ|

ଏଵେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁ ଜୋରରେ ଭାଇରାଲ ହେଉଛି|ଏହି ଭିଡିଓରେ ଜଣେ ମହିଳା ଶାଢ଼ୀ ପିନ୍ଧିକି ଗଜବ କଳାକୃତି ଦେଖାଉଛନ୍ତି|ମହିଳା ଯେଉଁଭଳି ଭାବେ ଖତରନାକ ଷ୍ଟଣ୍ଟ କରିଥାନ୍ତି ତାକୁ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ|ଭିଡିଓରେ ଦେଖାଯାଏ ଯେ ଜଣେ ମହିଳା କିଭଳି ଭାବରେ ଶାଢୀ ପିନ୍ଧି ଗଜବ ଷ୍ଟଣ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି|ପ୍ରଥମେ ସେ ନିଜ ହାତରେ ଗୋଟିଏ ବାଡି ନେଇ ବୁଲାନ୍ତି ଓ ଷ୍ଟଣ୍ଟ ଦେଖାନ୍ତି|ଏହାପରେ ସେ ନିଜ ହାତରେ ତଲୱର ନେଇଥାନ୍ତି|

ତଲୱର ସହ ମହିଳାଙ୍କ କଳାକୃତି କରୁଥିବା ଦେଖିବା ପ୍ରକୃତରେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି|କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିବେ ଯେ ଜଣେ ମହିଳା ଶାଢୀ ପିନ୍ଧି ଏପରି ତଲୱରବାଜି କରିପାରିବେ|ମହିଳାଙ୍କ କାରନାମା ଆଖିରେ ଦେଖି ଲୋକଙ୍କୁ ବିଶ୍ୱାସ ହେଉନାହିଁ|ମହିଳାଙ୍କ ଏହି କୈଶଳ ସୋସିଆଲ ମିଡିଆରେ ଭାଇରାଲ ହେଉଛି|କେଵଳ ସାଧାରଣ ଲୋକ ନାହିଁ,ଆଇପିଏସ୍ ଅଧିକାରୀ ରୂପିନ ଶର୍ମା ମହିଳାଙ୍କ ଏହି ଟ୍ୟାଲେଣ୍ଟରେ ଇମ୍ପ୍ରେସ ହୋଇଛନ୍ତି|ସେ ନିଜର ଅଧିକାରିକ ଟୁଇଟର ଏକାଉଣ୍ଟରେ ଏହି ଭିଡିଓ ସେୟାର କରି କହିଛନ୍ତି ଯେ”ଅଦ୍ଭୁତ ଦେଶୀ ମାର୍ଶାଲ ଆର୍ଟସ୍”

ନଅଟକି ହାୱରେ ତଲୱରବାଜୀ କରୁଥିବା ଏହି ମହିଳାଙ୍କୁ ଯେ କେହି ପସନ୍ଦ କରୁଛନ୍ତି|ତାଙ୍କର ଶୈଳୀ ଓ ସାହାସ ଦେଖି ଲୋକମାନେ ହୃଦୟସ୍ପର୍ଶୀ କମେଣ୍ଟ କରୁଛନ୍ତି|ଜଣେ ୟୁଜର ଲେଖିଛନ୍ତି ଯେ ଆପଣଙ୍କୁ ସଲାମ ମ୍ୟାମ୍|ଆଉଜଣେ ଲେଖିଛନ୍ତି ଯଦି ଦେଶର ସମସ୍ତ ଝିଅ ଏଭଳି ହୋଇଯାନ୍ତି ତେଵେ କେହି ଖରାପ କାମ କରିବାକୁ ସାହାସ କରିବେନି,ସେ ନିଜର ସୁରକ୍ଷା ନିଜେ କରିନେବ|ଏହି ମହିଳା କୋଟି କୋଟି ଲୋକଙ୍କ ପ୍ରେରଣା ଅଟନ୍ତି|ଆପଣ ମଧ୍ୟ ନିଶ୍ଚୟ ଭିଡିଓ ଦେଖନ୍ତୁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *