ଏହି ବେମାର ସହ ଲଢୁଛି ୮ ବର୍ଷର ଛୁଆ,୫୫ ସେକେଣ୍ଡର ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

ସାଧାରଣତଃ ଆମେ ଆଖପାଖ ସମାଜରେ ଦେଖନ୍ତି ଯେ ଲୋକମାନେ ଛୋଟ ଛୋଟ କଥାରେ ପ୍ରାଣଘାତୀ ଉପାୟ ଆପଣାଇଥାନ୍ତି ଯାହାଫଳରେ ତାକୁ ଓ ତାର ପରିବାରବର୍ଗଙ୍କୁ ପଶ୍ଚାତାପ କରିବାକୁ ପଡ଼ିଥାଏ|ଆମକୁ ଛୋଟଛୋଟ କଥାରେ ସାହାସ ହରାଇବା କଥା ନୁହେଁ, ସେଠାରୁ ଶିଖିକି ଆଗକୁ ବଢିବା ଆବଶ୍ୟକ|କିଛି ଏମିତି ଏକ ସେରେବ୍ରମ ପଲିସିରେ ଆକ୍ରାନ୍ତ ଛୁଆର ସାହାସ ଦେଖିବାକୁ ମିଳିଲା,ଯିଏ ନିଜର ବିମାରକୁ କମଜୋର ଭାବେ ନାହିଁ ଓ ସେଥିରେ ସେ ନିଜଠାରୁ ପ୍ରେରଣା ନେଇଥାଏ|

ଆଶୁ ବିଶୁ ସୋ ନାମରେ ନିଜେ ୟୁଟୁବ ଚ୍ୟାନେଲ ଚଲାଉଥିବା ଏହି ୮ ବର୍ଷୀୟ ଛୁଆ ଜାହ୍ନବୀ ଗୁପ୍ତା ବହୁତ ପ୍ରେରଣାଦାୟୀ ଉପାୟରେ ଲୋକଙ୍କୁ କହୁଛନ୍ତି|ଏତିକି କେବଳ ନୁହେଁ,ସେ ନିଜକୁ ଏହି ବେମାରୀ ଫଳରେ କମଜୋର ଭାବନ୍ତି ନାହିଁ|ଅପରପକ୍ଷରେ ସେ କ’ଣ କ’ଣ କରିପାରିବେ ସବୁକିଛି ୫୫ ସେକେଣ୍ଡର ଏହି ଭିଡିଓରେ କହିଛନ୍ତି|

ଜାହ୍ନବୀ ଏହି ଭିଡିଓରେ କହିଛନ୍ତି ଯେ ମୁଁ ଏକ ସିପି ଯୋଦ୍ଧା ଅଟେ ମାନେ ସେରେବ୍ରାଲ ପଲିସି ରୋଗରେ ପୀଡିତ|ଏଥିରେ ଆମ ଭିତରେ ବୁଦ୍ଧି ଓ ଶରୀରରେ ଡିଫେକ୍ଟ ଆସିଥାଏ|ଏମିତି ହେବନିଯେ ଆମେ କରିପାରିବୁ ନାହିଁ ଯାହା ସାଧାରଣ ଛୁଆ କରିପାରିବେ|ଆମେ ମଧ୍ୟ ନାଚିପାରୁ ଯେମିତି ସାଧାରଣ ଛୁଆ ନାଚେ|ଆମେ ସବୁକିଛି କରିପାରିବୁ କେବଳ ଆମ ଭିତରେ ଧୈର୍ଯ୍ୟ ହେବା ଆବଶ୍ୟକ|ଆମକୁ କମ୍ ଭାବନ୍ତୁ ନାହିଁ|

ୟୁଟ୍ୟୁବରେ ଏହି ଭିଡିଓକୁ ବହୁତ ଲୋକ ପସନ୍ଦ କରୁଛନ୍ତି|ଜାହ୍ନବୀ ଦ୍ଵାରା ଅପଲୋଡ଼ କରାଯାଇଥିବା ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ବହୁତ ଇମୋସନାଲ ମଧ୍ୟ ହେଉଛନ୍ତି ଓ ଏମିତି ଲୋକଙ୍କୁ ପ୍ରୋତ୍ସାହନ ମିଳୁଛି ଯେଉଁମାନେ ସାଧାରଣତଃ ସାହାସ ହରାଉଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *