ସ୍ୱାମୀକୁ ୩ ଦିନ ଲେଖାଏଁ ଭାଗ କରିଲେ ଦୁଇ ପତ୍ନୀ ; ଜାଣନ୍ତୁ, ରବିବାର ଦିନ କାହା ସହିତ ରହିବେ ଯୁବକ ?

ଫେସବୁକ ପ୍ରେମ ପରେ ପରେ ଲି-ଭଇ-ନ ରି-ଲେସ-ନସିପରେ ରହିଥିଲେ ପ୍ରେମିକା। ଆଉ ପରେ ଗ-ର୍ଭବ-ତୀ ହୋଇଥିବା ଯୁବତୀ ଏବଂ ତାଙ୍କ ସନ୍ତାନକୁ ପିତାର ଅଧିକାର ମିଳିଥିଲା। ପ୍ରେମିକକୁ ଖୋଜାଖୋଜି କରି ରାମପୁରରେ ପହଞ୍ଚିଥିଲେ ଯୁବତୀ। ଆଉପରେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ, ପ୍ରେମିକ ପୂର୍ବରୁ ବିବାହିତ ଥିଲେ। ଆଉ ବହୁ ଦିନ ଧରି ଉତ୍ତେଜନା ଲାଗିରହିଥିଲା। ଆଉ ପରେ ଯୁବକଙ୍କ ପ୍ରଥମ ସ୍ତ୍ରୀ ସ୍ୱାମୀଙ୍କ ଦ୍ୱିତୀୟ ବିବାହରେ ରାଜି ହୋଇଥିଲେ। ଗାର୍ଲଫ୍ରେଣ୍ଡ ସହିତ ବିବାହ ହେବାପରେ ଉଭୟ ଦୁଇପତ୍ନୀ ସ୍ୱାମୀଙ୍କ ସହିତ ରହିବା ପାଇଁ ଭାଗ କରିନେଇଥିଲେ। ଆଉ ଭାଗ କରିବା ସମୟରେ ଦୁଇ ପତ୍ନୀ ଶାଶୁ ଶଶୁରଙ୍କ କଥା ମଧ୍ୟ ବି-ଚା-ର କରିଥିଲେ।

ଯୁବକ ପ୍ରଥମ ସ୍ତ୍ରୀ ସହିତ ସୋମବାର,ମଙ୍ଗଳବାର ଓ ବୁଧବାର ଦିନ ରହିବା ସମୟରେ ଦ୍ୱିତୀୟ ସ୍ତ୍ରୀ ସହିତ ଗୁରୁବାର,ଶୁକ୍ରବାର ଓ ଶନିବାର ଦିନ ରହିବେ। ଆଉ ରବିବାର ଦିନ ତାଙ୍କ ବାପା-ମା’ଙ୍କ ସମୟ ବିତାଇବେ ବୋଲି ଦୁଇ ପତ୍ନୀ ନିଷ୍ପତ୍ତି ନେଇଛନ୍ତି।

Google

ଏହିଭଳି ଘଟଣା ଦେଖିବାକୁ ମିଳିଛି ଅଜିମନଗର ପୋ-ଲି-ସ ଷ୍ଟେ-ସନ ଅଞ୍ଚଳର ଧନକପୁରୀ ଟଣ୍ଡା ଅଞ୍ଚଳରେ। ସେହି ଅଞ୍ଚଳର ଯୁବକ ତକମିଲ ଅହମ୍ମଦ ଚଣ୍ଡିଗଡ଼ରେ ସେଲୁନ କାମ କରନ୍ତି। ଦେଢ଼ ବର୍ଷ ପୂର୍ବରୁ ଆସାମର ଜଣେ ଯୁବତୀଙ୍କ ସହିତ ଫେସବୁକରେ ପ୍ରେମ କରି ବସନ୍ତି। ସେ ପୂର୍ବରୁ ବିବାହିତ ଥିବାକଥା ସେ ଯୁବତୀଙ୍କୁ କହିନଥିଲେ। ଯୁବତୀ ଆସାମରୁ ନିଜ ଘର ଛାଡି ଯୁବକଙ୍କ ପାଖକୁ ଆସି ଦୁହେଁ ଘର ଭଡା ନେଇ ଏକାଠି ରହିବାକୁ ଲାଗିଲେ। ଆଉପରେ ଯୁବତୀ ଗ-ର୍ଭବ-ତୀ ହୋଇଯାଇଥିଲେ। ଯୁବକ ତାଙ୍କୁ ଛାଡି ନିଜ ଗାଁକୁ ପଳାଇଯାଇଥିଲେ। କିଛି ଦିନ ରହିବା ପରେ ଯୁବତୀ ଆସାମର ନିଜ ଘରକୁ ଫେରିଯାଇଥିଲେ। ଆଉ ସେଠାରେ କିଛି ଦିନ ରହିବା ପରେ ଯୁବତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ତିନିମାସ ପୂର୍ବରୁ ଯୁବତୀ ନିଜ ସନ୍ତାନର ପିତା ସ-ନ୍ଧା-ନରେ ଘରୁ ବାହାରି ଆସିଥିଲେ। ନିଜର ନି-ରୀ-ହ ପୁଅକୁ ଧରି ଯୁବତୀ ଖୋଜାଖୋଜି କରିଥିଲେ। ଖୋ-ଜାଖୋ-ଜି କରି ଆସି ରାମପୁର ଥରେ ପହଞ୍ଚିଥିଲେ।ସେଠାରେ ପହଞ୍ଚି ଯୁବତୀ ୱାନ ଷ୍ଟପ ସେଣ୍ଟରକୁ ଯାଇ ସାହାଯ୍ୟ ମାଗିଥିଲେ। ଆଉ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଲା ପରେ ୱାନ ଷ୍ଟପ ସେଣ୍ଟରର ଟିମ ଯୁବତୀଙ୍କ ସହିତ ଅଜିମନଗର ପୋ-ଲି-ସ ଷ୍ଟେ-ସ-ନରେ ଯାଇ ପହଞ୍ଚିଥିଲେ। ଆଉ ପୋ-ଲି-ସ ଷ୍ଟେ-ସ-ନ ସହାୟତାରେ ନିକଟସ୍ଥ ଗ୍ରାମରେ ଯୁବକଙ୍କର ଫଟୋ ଦେଖାଇ ଯୁବକଙ୍କୁ ଚିହ୍ନଟ କରିଥିଲା। ଯୁବକଙ୍କୁ ଚିହ୍ନଟ କରିବା ପରେ ପୋ-ଲି-ସ ଅ-ଭିଯୁ-କ୍ତ ଯୁବକଙ୍କୁ ତାଙ୍କ ଘରୁ ଗି-ର-ଫ କରିଥିଲା। ଯୁବତୀ କାନ୍ଦିବାରୁ ଯୁବକ ଯୁବତୀଙ୍କୁ ଘରେ ରଖିବା ପାଇଁ ରା-ଜି ହୋଇଥିଲା।

Leave a Reply

Your email address will not be published. Required fields are marked *