ଦେଖନ୍ତୁ ଭିଡିଓ : ଛୁ-ରୀ ନେଇ ହୃଦୟ ବାହାର କରିବା ପାଇଁ ପଛରେ ପଡିଛି ସ୍ତ୍ରୀ! ଲୋକଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଲେ ଏହ ବ୍ୟକ୍ତି

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଭିଡିଓ ଭାଇରାଲ ହେଉଥାଏ। କିଛି ଭିଡିଓ ଯେଉଁଠି ଇମୋସନାଲ ହୋଇଥାଏ, ଯାହାକୁ ଦେଖି ଆଖିରେ ଲୁହ ଆସିଯାଏ। ଅନ୍ୟତ୍ର ଆଉ କିଛି ଭିଡିଓ ଏମିତି ମଧ୍ୟ ହୋଇଥାଏ, ଯାହାକୁ ଦେଖି ହସ ରୋକି ହୁଏ ନାହିଁ। ଏମିତି କିଛି ସ୍ଵାମୀ-ସ୍ତ୍ରୀଙ୍କର ସମ୍ପର୍କ ହୋଇଥାଏ, ଯେଉଁଠି ଦୁଇଜଣଙ୍କ ମଧ୍ୟରେ ଝ-ଗ-ଡା ମଧ୍ୟ ହୁଏ। ଏମିତି ଜଣେ ସ୍ଵାମୀଙ୍କର ଭିଡିଓ ବର୍ତ୍ତମାନ ସମୟରେ ଭାଇରାଲ ହେଉଅଛି। ଯିଏକି ନିଜର ସ୍ତ୍ରୀଙ୍କର ଡରରେ ଦୌଡୁଛନ୍ତି।

ଇଣ୍ଟରନେଟରେ ସ୍ଵାମୀ-ସ୍ତ୍ରୀଙ୍କର ପ୍ରେମ-ଝ-ଗ-ଡା-ର ଅନେକ ଭିଡିଓ ଭାଇରାଲ ହେଉଥାଏ। ଏମିତି ଏକ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି, ଯେଉଁଠି ଏକ ବିଚରା ସ୍ଵାମୀ ନିଜର ସ୍ତ୍ରୀ ଡରରେ ଦୌଡୁଛନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ସଡକରେ ଦୌଡୁଛନ୍ତି। ସେ କାନ୍ଦି କାନ୍ଦି କହୁଛନ୍ତିକି, ଦୟାକରି ମୋତେ ରକ୍ଷା କର, ମୋ ସ୍ତ୍ରୀ ମୋ ଜୀବନ ନେବାକୁ ବସିଛି। ତାଙ୍କର କହିବା କଥାକି ମୋ ସ୍ତ୍ରୀ ଡରରେ ମୁଁ ଆଗ୍ରାରୁ ପଳାଇଆସିଛି ଓ ଆଗ୍ରା ହାଇୱେରେ ଦୌଡୁଅଛି। କିନ୍ତୁ ଟିକେ ରୁହନ୍ତୁ। କାହାଣୀରେ ସାମାନ୍ୟ ଟ୍ଵିଷ୍ଟ ଅଛି। ଏହି ଭିଡିଓ ଏଠାରେ ଶେଷ ହେଉନାହିଁ।

ବ୍ୟକ୍ତିଜଣକ ଆଗକୁ କହିଲେକି କାଲି ମୋର ସ୍ତ୍ରୀ ମୋତେ ପଚାରିଲାକି ମୁଁ ତାଙ୍କୁ କେତେ ଭଲ ପାଏ। ଯାହାର ଉତ୍ତରରେ ମୁଁ କହିଲିକି ହୃଦୟ ଚିରି ଦେଖିନିଅ। ବର୍ତ୍ତମାନ ସେ ମୋର ପଛରେ ପଡିଛିକି ହୃଦୟ ଚିରି ଦେଖାଅ। ଏହି ମଜାଳିଆ ଭିଡିଓକୁ ଇନଷ୍ଟାଗ୍ରାମରେ vittyvipul ନାମକ ଏକାଉଣ୍ଟରେ ସେୟାର କରାଯାଇଛି।

ଦେଖନ୍ତୁ ମଜାଳିଆ ଭିଡିଓ:-

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଅଛି। ଏହି ଭିଡିଓରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ହଜାରରୁ ଅଧିକ ଲାଇକ୍ସ ଅଶୀସରିଛି। ଲୋକମାନେ ଏହି ଭିଡିଓକୁ କେବଳ ପରସ୍ପର ସହ ସେୟାର କରୁନାହାନ୍ତି ବରଂ ଅନେକ ପ୍ରକାର କମେଣ୍ଟ ଓ ପ୍ରତିକ୍ରିୟା ଦେଉଛନ୍ତି। ଅନେକ ଲୋକ ଏହି ବିଚରା ମଣିଷର ଜୀବନ ରକ୍ଷା କରିବା ପାଇଁ ଗୁହାରି ମଧ୍ୟ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *