ଯୌ-ତୁ-କ-ରେ ବର ମାଗିଲା ୫୦ ହଜାର ଟଙ୍କା, ଡିମାଣ୍ଡ ପୁରା ନ ହେବାରୁ ମଣ୍ଡପରେ କନ୍ୟାକୁ ଛାଡି ବର ଫେରାର , ଜାଣନ୍ତୁ ପୂରା ଘଟଣା

ଉତ୍ତର ପ୍ରଦେଶର କନୌଜରେ ଯୌ-ତୁ-କ ଲୋଭୀ ବର ବିବାହ ସମୟରେ ଘଟଣାସ୍ଥଳ ମଣ୍ଡପରୁ ଫେରାର ହୋଇଯାଇଛି | କନ୍ୟା ମଣ୍ଡପରେ ତାଙ୍କୁ ଅପେକ୍ଷା କରି ରହିଥିଲା, କିନ୍ତୁ ବିବାହ ପୂର୍ବରୁ ୫୦ ହଜାର ଟଙ୍କାର ଡିମାଣ୍ଡ ପୁରା ନ ହେବାରୁ ବର ଷ୍ଟେଜରୁ ହିଁ ପଳାଇ ଗଲା |

ମାମଲାଟି କନୌଜ ଜିଲ୍ଲାର ଜଗତପୁର ଗାଁର ଅଟେ, ଯେଉଁଠାରେ ଗ୍ରୀଶ ଚନ୍ଦ୍ର କଠେରିୟା ଦେବେନ୍ଦ୍ରଙ୍କ ସହିତ ନିଜ ଝିଅ ଶିବାନୀ ସହିତ ବିବାହ ସ୍ଥିର କରିଥିଲେ |

ବିବାହ ସ୍ଥିର ହୋଇଥିବା ତାରିଖ ଅନୁଯାୟୀ, ଜୁନ ୧୬ ରେ ଦେବେନ୍ଦ୍ର ବରଯାତ୍ରୀ ନେଇ ଜଗତପୁର ଗାଁରେ ପହଞ୍ଚିଲା | କନ୍ୟାର ବାପା ସ୍ଥିର କରାଯାଇଥିବା ଯୌତୁକ ହିସାବରେ ସବୁ ବ୍ୟବସ୍ଥା କରି ରଖିଥିଲେ, କିନ୍ତୁ ବରମାଳା ସମୟରେ ବର ଦେବେନ୍ଦ୍ର ଯୌତୁକରେ ଆଉ ୫୦ ହଜାର ଟଙ୍କା ଡିମାଣ୍ଡ କରିଦେଲେ |

କନ୍ୟାର ବାପା ଗ୍ରୀଶ ଚନ୍ଦ୍ର ପ୍ରଥମେ ତ ଡିମାଣ୍ଡ ପୁରା କରିବାକୁ ମନା କରିଦେଇଥିଲେ, କିନ୍ତୁ ବରର ଜିଦକୁ ଦେଖି ବିଦାୟୀ ସମୟରେ ଋଣ ଆଣି ଡିମାଣ୍ଡ ପୁରା କରିବାର ଆଶ୍ୱାସନା ଦେଲେ |

ଏହା ପରେ ମଧ୍ୟ ବର ବରମାଳା ସମୟରେ ହିଁ ୫୦ ହଜାର ଟଙ୍କା ଡିମାଣ୍ଡ କରିଚାଲିଲେ | ଡିମାଣ୍ଡ ପୁରା ନ ହେବାରୁ ବର ଷ୍ଟେଜ ଛାଡି ଫେରାର ହୋଇଗଲା | ବହୁତ ଖୋଜିବା ପରେ ମଧ୍ୟ ତାକୁ କୋଉଠି ହେଲେ ବି ପାଇଲେ ନାହିଁ |

ବର ପଳାଇ ଯାଇଥିବା ସୂଚନା ମିଳିବାମାତ୍ରେ ସେଠି ହ-ଙ୍ଗା-ମା ସୃଷ୍ଟି ହୋଇଥିଲା | ଏହାପରେ ଧୀରେ ଧୀରେ ବରଯାତ୍ରୀ ମଧ୍ୟ ସେଠାରୁ ଗାଏବ ହୋଇଗଲେ | ଏହି ସମୟରେ କନ୍ୟାର ବାପା କାନ୍ଦି କାନ୍ଦି ପୁଅ ଘର ଲୋକଙ୍କୁ ବିବାହ କରିବାପାଇଁ କାକୁତିମିନତି ହେଲେ, କିନ୍ତୁ ସେଠାରେ ଥିବା ବରର ବାପାଙ୍କ ହୃଦୟ ଟିକେ ହେଲେ ବି ତରଳି ନଥିଲା |

ଯେତେବେଳେ ଏଥିରେ ବି ରାଜି ହେଲେନାହିଁ, ସେତେବେଳେ କନ୍ୟାର ପରିବାର ଲୋକେ ବରର ଜେଜେ ବାପା, ବିବାହ କରାଇଥିବା ମଧ୍ୟସ୍ଥି, କ୍ୟାମେରା ମ୍ୟାନ ଏବଂ ଦୁଇଟି ଗାଡିକୁ ବନ୍ଧକ ରଖିଦେଲେ | ଏହାପରେ କନ୍ୟାର ପରିବାର ଲୋକମାନେ ପୋ-ଲି-ସ ଠାରେ ବର ଉପରେ ଅ-ଭି-ଯୋ-ଗ କରି ନ୍ୟା-ୟ ପାଇଁ ନିବେଦନ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *