କନ୍ୟା ଜଣକ ବିବାହ ମଣ୍ଡପରେ ଉଡ଼ାଇଲେ ଧୂଆଁ, ଏହାଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବର ର ପରିବାର ସଦସ୍ୟ, ଦେଖନ୍ତୁ ଭିଡିଓ

ଭାରତୀୟ ବିବାହ ପରମ୍ପରାରେ ବହୁତ ମଜା, ମସ୍ତି ଓ ସସପେନ୍ସ ଭରି ରହିଥାଏ। କରୋନା କାରଣରୁ ବର୍ତ୍ତମାନ ବିବାହ ବହୁତ ଫିକା ନଜର ଆସୁଛି। ଏହାମଧ୍ୟରେ କିଛି ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ବର ଓ କନ୍ୟା ବହୁତ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି

ଭିଡ଼ିଓରେ ଦେଖାଯାଉଛି କି, ବର, କନ୍ୟା ଓ ତାଙ୍କ ପରିବାର ଖାଦ୍ୟ ଖାଇବାକୁ ବସିଛନ୍ତି। ଏହିସମୟରେ କନ୍ୟା ପବନରେ ଧୂଆଁ ଉଡାଉଥିବାର ଦେଖାଯାଉଛନ୍ତି। ତାଙ୍କ ମୁହଁରୁ ବାହାରୁଥିବା ଧୂଆଁ ଏମିତି ପରିଲକ୍ଷିତ ହେଉଛି କି ଯେମିତି ସେ କିଛି ସିଗାରେଟ ପିଉଛନ୍ତି କିନ୍ତୁ ଏହା କୌଣସି ସିଗାରେଟ ନୁହେଁ। ଆପଣଙ୍କୁ ଏହି ଭିଡ଼ିଓ ନିହାତି ଦେଖିବା ଆବଶ୍ୟକ।

ବର ଓ କନ୍ୟାଙ୍କ ଭିଡ଼ିଓ ବର୍ତ୍ତମାନ ଭାଇରାଲ:-

ଏବେଏବେ ଏହିପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଷ୍ଟେଜ ଉପରେ ବର ଓ କନ୍ୟା ଛିଡ଼ା ହୋଇଛନ୍ତି ଓ ସେତେବେଳେ ବରର ଏକ ସାଙ୍ଗ ସେଠାରେ ପହଞ୍ଚୁଛନ୍ତି। ଏହାପରେ ସାଙ୍ଗଟି ବହୁତ ଆରାମରେ ଆସି ବର କାନ୍ଧ ଉପରେ ହାତ ରଖୁଛି ଓ ଏହାପରେ ଧମକାଇବା ଆରମ୍ଭ କରିଦେଉଛି। ଏହାପରେ ତାଙ୍କର ଆଉଜଣେ ଏକ ବନ୍ଧୁ ପଛରୁ ଆସି ତାଙ୍କୁ ଫୁଲ ଦେଉଛନ୍ତି। ବର୍ତ୍ତମାନ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *