କୁକୁରକୁ ଡରିକି ବ୍ୟକ୍ତିଙ୍କ ହେଲା ଏଭଳି ଅବସ୍ଥା,ଭିଡିଓକୁ ଦେଖିକି କହିବେ”ଏହାକୁ କହନ୍ତି ଭୟ”

କିଛି ଲୋକଙ୍କ ପଶୁମାନଙ୍କୁ ପାଳନ କରିବା ସଉକ ଅଟେ|କିଛି ଲୋକଙ୍କୁ ପଶୁମାନଙ୍କୁ ଦେଖିଲେ ବହୁତ ଡର ଲାଗିଥାଏ|ତେଣୁ ସେମାନେ ତାଙ୍କ ଠାରୁବହୁତ ଦୁରରେ ରହିଥାନ୍ତି|କିନ୍ତୁ ଡର କ’ଣ ଆପଣ ଏହି ଭିଡିଓ ଦେଖିଲେ ବୁଝିପାରିବେ|ସୁଚନାଯୋଗ୍ୟ ଯେ ଜଣେ ବ୍ୟକ୍ତି କେଉଁଆଡେ ଯାଉଥିବାବେଳେ ସାମ୍ନାରେ ଏକ କୁକୁର ଆସିଥାଏ ଫଳରେ ବ୍ୟକ୍ତିର ଏପରି ଅବସ୍ଥା ହୋଇଥାଏ ଯେ ତାକୁ ଦେଖି ଆପଣ ହସିହସି ଗଡିଯିବେ|

ବହୁତ ଲୋକଙ୍କୁ କୁକୁର ମଧ୍ୟ ବହୁତ ଡର ଲାଗେ|ଡର ଏମିତି ହୋଇଥାଏ ଯେ ତାକୁ ଦେଖିବାମାତ୍ରେ ଦୈାଡିଥାନ୍ତି|କିନ୍ତୁ ଏହି ଭିଡିଓରେ ଅଲଗା ଡର ଦେଖିବାକୁ ଆପଣଙ୍କୁ ମିଳିବ|ଯେମିତି ଆପଣ ଭିଡିଓରେ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଆରାମରେ କେଉଁଆଡେ ଯାଉଥାଏ|ସେତେବେଳେ ସାମ୍ନାରେ ଦୁଇଜଣ କୁକୁର ଆସିଥାନ୍ତି|କୁକୁରକୁ ଦେଖିବା ମାତ୍ରେ ବ୍ୟକ୍ତି ଏତେ ଡରିଯାଏ ଯେ କାନ୍ଥରେ ଜାକିଜୁକି ହୋଇ ଯାଇଥାଏ|ଅଚାନକ ଆଉଜଣେ ବ୍ୟକ୍ତି ତାର ଗୋଡ ଟାଣିଥାଏ କିନ୍ତୁ ତାକୁ ଲାଗେ ଯେ କୁକୁର ତାକୁ କାମୁଡିଲା ଓ ସେ ଜୋରରେ ଦୈଡିବାକୁ ଲାଗିଥାଏ|ତେଣୁ ପ୍ରଥମେ ଆପଣ ଏହି ଭିଡିଓକୁ ଦେଖନ୍ତୁ|

ଭିଡିଓ ଦେଖିକି ଆପଣ ମଧ୍ୟ ବୁଝିସାରିଥିବେ ଯେ ଡରର ପ୍ରକୃତ କ’ଣ ଓ ଏହାର ଅନୁଭବ ମଧ୍ୟ କରିଥିବେ|ଇନଷ୍ଟାଗ୍ରାମରେ ଏହି ଭିଡିଓକୁ “ଅଫିସିଆଲ୍ ନିରଞ୍ଜନମ୍ ୮୭”ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|କିଛି ଲୋକ ଏହି ଭିଡିଓ ଦେଖିକି ଆଶ୍ଚର୍ଯ୍ୟ ହେଉଛନ୍ତି ଓ କିଛି ଲୋକଙ୍କୁ ଏହା ବହୁତ ମଜା ଲାଗୁଛି|ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣେଇବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *