ଯୋଗାଭ୍ୟାସ କରୁଥିବା ସମୟରେ ସନ୍ତୁଳନ ହରାଇଥିଲେ, ପୁଣି ମହିଳାଙ୍କ ସହ ଯାହାହେଲା ଭିଡିଓ ଦେଖିଲା ପରେ ନିଜର ହସ ରୋକିପାରିବେ ନାହିଁ

ଆଜିକାଲି ଲୋକମାନେ କିଛି ଅଲଗା କରିବାକୁ ଚାହୁଁଛନ୍ତି, ଯାହା ପାଇଁ ନିଜ ଜୀବନକୁ ମଧ୍ୟ ବାଜିରେ ଲଗେଇବାକୁ ପଛାଉନାହାନ୍ତି। ସୋସିଆଲ ମିଡିଆରେ ଏମାନଙ୍କ ଭିଡିଓ ମଧ୍ୟ ବହୁତ୍ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଲୋକମାନଙ୍କ ହୃଦୟ ଜିତିଯାନ୍ତି ତ ଆଉ କିଛି ଭିଡିଓ ଲୋକମାନଙ୍କୁ ଚକିତ କରିଦେଇଥାଏ। ଏହି ଭିଡ଼ିଓରେ ମହିଳା ଜଣଙ୍କ କିଛି ଅଲଗା କରିବାକୁ ପ୍ରୟାସରେ ଯାହାହେଲା ମହିଳାଙ୍କ ସହ ସେ କେବେବି ନିଜ ଜୀବନ ସାରା ଭୁଲି ପାରିବେ ନାହିଁ।

ଆମେ ବି ଜାଣିଛେ ଯେ ସୋସିଆଲ ମିଡ଼ିଆ ଲୋକମାନଙ୍କ ଏକ ମାଧ୍ୟମ ହୋଇସାରିଛି, ଯେଉଁଠାରେ ଅତ୍ୟଧିକ ମଜାଦାର ଭିଡିଓ ସେୟାର କରାଯାଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥାଏ ତ ଆଉ କିଛି ଭିଡିଓର ମଜାକ ଉଡାଯାଇଥାଏ। ଏହି ଭିଡ଼ିଓରେ ମଧ୍ୟ ଜଣେ ମହିଳା ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ କିଛି ଅଲଗା କରିବାକୁ ପ୍ରୟାସ କରୁଥିଲେ। ପାଣିର ମଝିରେ ମହିଳା ଜଣକ ଯୋଗାଭ୍ୟାସ କରିବା ପାଇଁ ଚେଷ୍ଟା କରୁଥିଲେ ଏବଂ ସେ ନିଜର ସନ୍ତୁଳନ ହରାଇ ପାଣି ଭିତରେ ପଡି ଯାଇଥିଲେ।

ମଜାଦାର ଅଟେ ଏହି ଭିଡିଓ:-

ଏହି ଭିଡିଓକୁ ଦେଖିଲାପରେ ଆପଣଙ୍କୁ ମଧ୍ୟ ସେହି ମହିଳା ଜଣଙ୍କ ଉପରେ ଦୟା ଆସୁଥିବ। କାହିଁକି ନା ସେହି ମହିଳା ଜଣଙ୍କ ସହ ଯାହାହେଲା ତାହା ଦୁଃଖଦ ଦାୟକ ଥିଲା। ଏହି ଭିଡିଓକୁ କିଛି ଲୋକ ମଜାକ ଉଡେଇଛନ୍ତି। ଟୁଇଟରରେ ଏହି ଭିଡିଓ କୁ ‘Hold My Beer’ ସେୟାର କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଭିଡିଓ କୁ ୯୨ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ପାଖାପାଖି ୨ ରୁ ୩ ହଜାର ଲୋକ ଏହି ଭିଡିଓକୁ ପସନ୍ଦ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.