ଦେଖନ୍ତୁ ଭିଡିଓ : ଛୋଟ ଝିଅ କଲା ଏମିତି ଆକ୍ଟିଙ୍ଗ, ଭିଡିଓ ଦେଖି ଲୋକେ କହିଲେ – ବଲିଉଡ ଆକ୍ଟରମାନେ ମଧ୍ୟ ତା’ଆଗରେ ଫିକା ପଡିଯିବେ

କୁହନ୍ତି ଯେ ଛୋଟ ପିଲାମାନେ ଭଗବାନଙ୍କ ରୂପ ହୋଇଥାନ୍ତି | ଏପରି କିଛି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ଗୋଟିଏ ଛୋଟ ଝିଅ ଡାଇଲଗଗୁଡିକୁ କପି କରୁଥିବାର ଦେଖାଯାଉଛି | ସବୁଠାରୁ ଚମତ୍କାର କଥା ଏହା ଯେ ଯେପରି ସେ ଡାଇଲଗ କହିବା ଆରମ୍ଭ କରୁଛି, ସେତେବେଳେ ଝିଅଟିର ଏକ୍ସପ୍ରେସନ ଦେଖିବାକୁ ଖୁବ ଭଲ ଲାଗୁଛି | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି |

ଝିଅଟିର ଏକ୍ସପ୍ରେସନ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକମାନେ :-

ଇଣ୍ଟରନେଟରେ ଭାଇରଲ ହେଉଥିବା ଏହି ଭିଡିଓକୁ ରାଶି ନାମକ ଇନ୍ସଟାଗ୍ରାମ ୟୁଜର ସେୟାର କରିଛନ୍ତି | ଝିଅଟି ଯେଉଁ ଷ୍ଟାଇଲରେ ନିଜର ଏକ୍ସପ୍ରେସନ ଦେଖାଉଛି, ତାକୁ ଦେଖି ସମସ୍ତଙ୍କର ହୋସ ଉଡିଯିବ | ନିଜ ଷ୍ଟାଇଲରେ ଝିଅଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି | ବର୍ତ୍ତମାନ ତାର ଏହି ଏକ୍ସପ୍ରେସନ ଦ୍ୱାରା ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି | ଭିଡିଓ ସେୟାର କରିଥିବା ଲୋକ ନିଜ କ୍ୟାପ୍ସନରେ ଲେଖିଛନ୍ତି, ” ପିଲାମାନଙ୍କୁ ନିଜର ସ୍ୱାଭାବିକ ପିଲାଦିନର ନିରୀହତାକୁ ହଜେଇ ଦେଇଥିବାର ଦେଖିବା ଦୟନୀୟ ଅଟେ |”

ଏକ କୋଟି ଲୋକ ଦେଖିଲେଣି ଭିଡିଓ :-

ଭାଇରଲ ହେଉଥିବା ଏହି ଭିଡିଓକୁ ୬ ଲକ୍ଷ ରୁ ଅଧିକ ଲୋକ ଲାଇକ କରିଛନ୍ତି | ଝିଅଟିର ଏକ୍ସପ୍ରେସନକୁ ଦେଖି ଲୋକମାନେ ବହୁତ କମେଣ୍ଟ ମଧ୍ୟ କରୁଛନ୍ତି | ସେହିପରି କିଛି ଲୋକ କମେଣ୍ଟରେ କହିଦେଇଛନ୍ତି ଯେ ଝିଅଟିର ଆକ୍ଟିଙ୍ଗ ସାମ୍ନାରେ ବଲିଉଡ ଆକ୍ଟରମାନେ ମଧ୍ୟ ଫିକା ପଡିଯିବେ | ଏହାକୁ ୟୁଜରମାନେ ପରସ୍ପରକୁ ସେୟାର ମଧ୍ୟ କରୁଛନ୍ତି | ଏହି ଭିଡିଓକୁ ପ୍ରାୟ ଏକ କୋଟି ଲୋକ ଦେଖିଲେଣି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *