ଦେଖନ୍ତୁ ଭିଡିଓ : ବର୍ଷାରେ କ୍ରିକେଟ ଖେଳୁଥିବା ସମୟରେ ବ୍ୟକ୍ତି ଜଣକ ମାରିଲେ ହେଲିକ୍ୟାପ୍ଟର ଶଟ,ଏହାପରେ ଯାହାହେଲା ଲୋକମାନେ ନହସି ରହିପାରିଲେ ନାହିଁ

ବର୍ତ୍ତମାନ ଦିନ ଗୁଡ଼ିକରେ ବହୁତ ଜାଗାରେ ବର୍ଷା ହେଉଛି ଏବଂ ଲୋକମାନେ ନିଜ ନିଜ ଉପାୟରେ ଏହାକୁ ଉପଭୋଗ କରୁଛନ୍ତି। ଯେଉଁ ଜାଗାରେ ବର୍ଷା ହେଉଛି ଲୋକମାନେ ବର୍ଷାରେ ଓଦା ହେବାପାଇଁ ବାହାରକୁ ଆସୁଛନ୍ତି ତ ଆଉ କିଛି ଲୋକ ବର୍ଷାରେ ଚା ଓ ପକଡ଼ି ଖାଇକି ଏହାର ମଜା ନେଉଛନ୍ତି। ସମସ୍ତେ ନିଜ ଉପାୟରେ ଏହାର ମଜା ଉଠାଉଛନ୍ତି। ସୋସିଆଲ ମିଡିଆରେ ଏହି ଦିନ ଗୁଡ଼ିକରେ ଏମିତି ଏକ ଭିଡିଓ ଭାଇରାଲା ହେଉଛି ଯାହାକୁ ଦେଖିଲେ ଆପଣଙ୍କୁ ନିଜର ପିଲା ବେଳର କଥା ମନେ ପଡିଯିବ। ଭାଇରାଲ ହେଉଥିବା ଭିଡ଼ିଓରେ ଜଣେ ଲୋକ ଜୋରରେ ହେଉଥିବା ବର୍ଷାରେ କ୍ରିକେଟ୍ ଖେଳୁଛି, ସେହି ସମୟରେ ସେ ଲୋକ ସହିତ ଯାହା ହେଲା ତାକୁ ଦେଖିଲା ପରେ ଆପଣ ନିଜର ହସକୁ ରୋକି ପାରିବେ ନାହିଁ।

ଭିଡ଼ିଓରେ ଦେଖିବାକୁ ପାଇବ ଯେ ଜୋର୍ ବର୍ଷାରେ କିଛି ଲୋକ କ୍ରିକେଟ ଖେଳୁଛନ୍ତି। ଏହି ସମୟରେ ବ୍ୟାଟିଂ କରୁଥିବା ଲୋକଟି ବହୁତ୍ ଜୋରରେ ବ୍ୟାଟ ବୁଲାଉଛି। ବ୍ୟାଟ ବୁଲାଇବାର ସ୍ପିଡ୍ ଏତେ ଜୋରରେ ଥିଲା ଯେ ସେ ନିଜର ସନ୍ତୁଳନ ହରାଇ ତଳେ ପଡ଼ିଯାଇଥିଲେ। ବୋଧହୁଏ ସେ ଭୁଲି ଯାଇଥିଲେ ଯେ ସେ ବର୍ଷାରେ ଖେଳୁଥିଲେ ବୋଲି। ଏହି ଭିଡିଓ ଦେଖିକି କୋୖଣସି ଲୋକ ବି ହସରେ ହସି ହସି ତଳେ ଗଡି ଯିବ।

ଭାଇରାଲ ହେଉଥିବା ଏହି ଭିଡିଓ ସୋସିଆଲ ମିଡିଆର ପ୍ଲାଟଫର୍ମ ରେ ବହୁତ୍ ମାତ୍ରାରେ ଶେୟାର କରାଯାଉଛି। ଭିଡିଓ ସହ ମଜାଦାର କ୍ୟାପସନ୍ ଦେଇ ଲେଖିଛନ୍ତି “ହେଲିକପ୍ଟର ଶଟ୍” ଯାହା ଲୋକମାନଙ୍କୁ ବହୁତ୍ ପସନ୍ଦ ଆସିଛି। ଲୋକମାନେ ନା କେବଳ ଏହି ଭିଡିଓକୁ ସେୟାର କରୁଛନ୍ତି ଏହି ଭିଡ଼ିଓରେ କମେଣ୍ଟ ଓ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଏହି କ୍ଲିପ୍ କୁ ଦେଖିକି ଲୋକମାନେ କହିଛନ୍ତି ଯେ ଟୋକାଟା “ହେଲିକପ୍ଟର ଶଟ୍” ମାରିବା ବଦଳରେ କ୍ରିଶ୍ ହୋଇଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *