ଷ୍ଟେଜ ଉପରେ ବସିଥିବା ବର ମସ୍ତିରେ ଖାଉଥିଲା ଖଇନି,ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରଲ ହୋଇଥାଏ, ଯାହାକୁ ଦେଖି ବହୁତ ହସ ଲାଗେ ତ ଆଉ କିଛି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ | ସେହିପରି କିଛି ଭିଡିଓକୁ ବାରମ୍ବାର ଦେଖିବାକୁ ମଧ୍ୟ ଇଚ୍ଛା ହୋଇଥାଏ | କେବଳ ଏତିକି ନୁହେଁ, କିଛି ଭିଡିଓ ଅନେକ ଶିକ୍ଷା ମଧ୍ୟ ଦେଇଥାଏ | ବିବାହ ସମୟର କିଛି ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥାଏ | ବର୍ତ୍ତମାନ ଏପରି ଏକ ଭିଡିଓ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି , ଯେଉଁଥିରେ ବର ଅଚାନକ ଖଇନି ଖାଇବାକୁ ଲାଗିଲା | ଏହି ଭିଡିଓକୁ ଦେଖିବାପରେ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ଏବଂ ବହୁତ ହସୁଛନ୍ତି |

ବିବାହରେ ଅନେକଥର ଏପରି କିଛି ଦେଖିବାକୁ ମିଳିଯାଏ, ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇପଡେ | କେବଳ ଏତିକି ନୁହେଁ, ଲୋକମାନେ ଏହାକୁ ନେଇ ଖୁବ ମଜା ନିଅନ୍ତି | ସୋସିଆଲ ମିଡ଼ିଆ ୟୁଜର୍ସ ମଧ୍ୟ ଏହି ପ୍ରକାରର ଭିଡିଓକୁ ଖୁବ ପସନ୍ଦ କରନ୍ତି | ବର୍ତ୍ତମାନ ଏହି ଭିଡିଓରେ ବର ଯାହା କଲା, ଏହାକୁ ବୋଧହୁଏ କେହି କେବେ ଭାବିନଥିବେ | ଯେପରିକି ଆପଣ ଦେଖିପାରିବେ ଜଣେ ବର ଷ୍ଟେଜ ଉପରେ ବସିଛନ୍ତି | ଏପଟ ସେପଟ ଦେଖୁଛନ୍ତି ଏବଂ ଅଚାନକ ସେ ଖଇନି ପ୍ରସ୍ତୁତ କରିବାରେ ଲାଗିପଡନ୍ତି ଏବଂ ଦେଖୁ ଦେଖୁ ସେ ଖଇନି ଖାଇଦିଅନ୍ତି |

ଦେଖନ୍ତୁ ମଜାଳିଆ ଭିଡିଓ :-

ଆପଣ ମଧ୍ୟ ଏହି ଭିଡିଓକୁ ଦେଖି ଗୋଟିଏ ମୁହୂର୍ତ୍ତ ପାଇଁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଥିବେ | ଏହାସହିତ ହସ ମଧ୍ୟ ଲାଗିଥିବ | ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ ପସନ୍ଦ କରାଯାଉଛି | କେବଳ ଏତିକି ନୁହେଁ, ଭିଡିଓ ଉପରେ ୟୁଜରମାନେ ବହୁତ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି | ଇନ୍ସଟାଗ୍ରାମରେ ଏହି ଭିଡିଓକୁ ‘tube.indian’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ବର୍ତ୍ତମାନ ଏହି ଭିଡିଓ ଭାଇରଲ ହେଉଛି | ଖବର ଲେଖାଯିବା ବେଳକୁ ଏହି ଭିଡିଓକୁ ପ୍ରାୟ ୧୭ ହଜାରରୁ ଅଧିକ ଲୋକ ପସନ୍ଦ କରି ସାରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *