ସ୍ୱାମୀ ଓ ସ୍ତ୍ରୀ ହଗ କରୁଥିବା ସମୟରେ ମଝିରେ ଆସି କୁକୁରଟି ପଶିଗଲା, ତା ପରେ …୨୪ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖିଲେଣି ଏ ଭିଡିଓ

ଆପଣ ଟିକେ ଭାବନ୍ତୁ ଯଦି କେବେ ଦୁଇଜଣ ଲୋକ ହଗ କରୁଛନ୍ତି ଓ ତାଙ୍କ ମଝିରେ ଜଣେ ଜାନୁଆର ପଶିଯାଏ ତ କେମିତି ଲାଗିବ? ଏହା ସତ୍ୟ ଅଟେ କି, ଯେକୌଣସି ଲୋକର ମନ ଖରାପ ହୋଇଯିବ। କିନ୍ତୁ ଏହି ଭିଡ଼ିଓରେ କିଛି ଏମିତି ହୋଇଥିଲା ଯାହାକି ଲୋକଙ୍କର ହୃଦୟ ଜିତିଥିଲା। ଭିଡ଼ିଓରେ ଆପଣ ଦେଖିପାରିବେ ପତି ଓ ପତ୍ନୀ ପରସ୍ପରକୁ ହଗ କରୁଥିଲେ ଓ ଏସମୟରେ ଏକ କୁକୁର ଟି କିଛି ଏମିତି କରିଦେଲା ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସୋସିଆଲ ମିଡ଼ିଆରେ ଏବେ ଏହି ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି।

କିଛି ଲୋକଙ୍କୁ କୁକୁର ପାଳିବା ଶୋଉକ ରହିଥାଏ ଏପରିକି ସେମାନେ କୁକୁରକୁ ନିଜର ପରିବାର ସଦସ୍ୟ ରୂପରେ ବ୍ୟବହାର କରିଥାନ୍ତି। ଏହି ଭିଡ଼ିଓରେ ଆପଣଙ୍କୁ କିଛି ଏହିପରି ଦେଖିବାକୁ ମିଳିବ। ଭିଡ଼ିଓରେ ଯେଉଁ କୁକୁର ଆପଣ ଦେଖୁଛନ୍ତି ତାହା ନାମ ଟକର ଅଟେ। କୁହାଯାଏ କି, ଟକର ନିଜର ମାଲିକକୁ ବହୁତ ପସନ୍ଦ କରିଥାଏ। ଆପଣ ଦେଖି ପାରୁଥିବେ କେମିତି ଟକରର ମାଲିକ ଓ ମାଳିକାଣି ପରସ୍ପରକୁ ହଗ କରୁଥିବା ସମୟରେ ଟକର ତାଙ୍କ ଭିତରେ ପଶିବାକୁ ଚେଷ୍ଟା କରୁଛି। ଟକରଙ୍କ ପ୍ରେମ ଦେଖି ସେମାନେ ତାକୁ ମଧ୍ୟ ହଗ କରୁଛନ୍ତି।

ହୃଦୟ ଜିତୁଛି ଏହି ଭିଡ଼ିଓ:-

ଏହି ଭିଡ଼ିଓକୁ ଦେଖିବାପରେ ଆପଣଙ୍କୁ ମଧ୍ୟ ମଜା ଆସିଯିବ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓକୁ tuckerbudzyn ନାମକ ଆକାଉଣ୍ଟ ଶେୟର କରିଛନ୍ତି। ଏବେ ଏହି ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି। ଖବର ଲେଖାଯିବା ଆଗରୁ ଏହି ଭିଡ଼ିଓକୁ 24 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଥିଲେ। ଭିଡ଼ିଓରେ ଲୋକମାନେ ମଧ୍ୟ ନିଜର ଶାନଦାର ରିଆକ୍ସନ ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *