ବାଇକ ଚାଲୁଥିବା ସମୟରେ ଅଚାନକ ହରାଇଲା ନିଜର ବାଲାନ୍ସ, ଶେଷରେ ପାଣି ଭିତରେ ପଶିଗଲା ବାଇକ,ଦେଖନ୍ତୁ ଭିଡିଓ

ଆଜିକାଲି ଲୋକ ମାନଙ୍କୁ ଫେମସ ହେବା ବହୁତ ପସନ୍ଦ ଅଟେ। ଏଥିପାଇଁ ସବୁଠାରୁ ସହଜ ଉପାୟ ସୋସିଆଲ ମିଡ଼ିଆ ଅଟେ। ଯେଉଁଠାରେ ଲୋକମାନେ ଗୋଟିକ ପରେ ଗୋଟିଏ ଭିଡ଼ିଓ ଶେୟର କରୁଥାନ୍ତି। କେତେଥର ଲୋକମାନଙ୍କ ମଜାକ ମଧ୍ୟ ହୋଇଥାଏ। ଏହି ଭିଡ଼ିଓରେ ଆପଣଙ୍କୁ ମଧ୍ୟ କିଛି ଏହିପରି ଦେଖିବାକୁ ମିଳିବ। ଭିଡ଼ିଓରେ ଜଣେ ବ୍ୟକ୍ତି ମଜାରେ ବାଇକ ଚଳାଉଛନ୍ତି। ଏହାପରେ ତାଙ୍କସହ ଯାହାହେଲା ଏହାକୁ ଦେଖି ଲୋକେ ବିଶ୍ୱାସ କରିପାରୁନାହାଁନ୍ତି।

ଫେମସ ହେବାପାଇଁ ଲୋକମାନେ ଅଲଗା ଅଲଗା ଅନ୍ଦାଜରେ ଭିଡିଓ ବନାଇ ସୋସିଆଲ ମିଡ଼ିଆରେ ଶେୟର କରନ୍ତି। ଏହାପରେ ଲୋକମାନେ କେତେଥର ନିଜ ଜୀବନର ବାଜି ମଧ୍ୟ ଲଗାଇ ଦିଅନ୍ତି। ଏବେ ଏହି ଭିଡ଼ିଓକୁ ହିଁ ଦେଖନ୍ତୁ କିଭଳି ଭାବରେ ଜଣେ ବ୍ୟକ୍ତି ବାଇକ ଚଳାଉଛି। ବାଇକ ଚଳାଇ ସେ କହୁଛନ୍ତି କି, ତାଙ୍କ ସାଙ୍ଗ ଅପେକ୍ଷା କରିଛନ୍ତି। ସେ ଧିରେ ଧିରେ ଆଗକୁ ଯାଉଛି। ଏହାପରେ ଏକ ପୋଖରୀ ଆସୁଛି ଓ ବାଇକଟି ଏହା ଭିତରେ ନିଜର ନିୟନ୍ତ୍ରଣ ହରାଇ ପଶିଯାଉଛି।

ଆସନ୍ତୁ ଦେଖିବା ମଜାଦାର ଭିଡ଼ିଓ:-

ଏହି ଭିଡ଼ିଓକୁ ଦେଖିବାପରେ ଆପଣଙ୍କୁ ଜରୁରୀ ମଜା ଆସିଥିବ। ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓକୁ memekaar ନାମର ଆକାଉଣ୍ଟ ଶେୟର କରିଥିଲେ। ଏହି ଭିଡ଼ିଓକୁ ଦେଖିବାପରେ କିଛି ଲୋକ ହଇରାଣ ହେଉଥିବା ବେଳେ କିଛି ଲୋକ ମଜା ମଧ୍ୟ ନେଉଛନ୍ତି। ଏହି ଭିଡ଼ିଓରେ ଲୋକମାନେ ନିଜର ମଜାଦାର କମେଣ୍ଟ ଦେଉଛନ୍ତି। ଆପଣଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା ଜରୁରୀ କମେଣ୍ଟ ଜରିଆରେ କୁହନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *