“ଏଠାରୁ ହୋଇସାରିଛି ଚୋ-ରି” : ଏହି ଅଞ୍ଚଳର ଲୋକେ ଚୋ-ରଙ୍କ ପାଇଁ ଘର କାନ୍ଥରେ ଲଗାଇଲେ ନୋଟିସ

ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳରେ ରହୁଥିବା ଲୋକମାନେ ବାରମ୍ବାର ଚୋ-ରି ପରେ ଭ-ୟଭୀ-ତ ହୋଇସାରିଛନ୍ତି। ସେହି ଅଞ୍ଚଳର କିଛି ଲୋକ ନିଜ ଘର କାନ୍ଥରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି କି, “ଏହି ଘରୁ ପୂର୍ବରୁ ଚୋ-ରି ହୋଇସାରିଚି, ଅଯଥାରେ ସମୟ ବ-ର୍ବା-ଦ କରନାହିଁ”। ରାଞ୍ଚିର ପୁଡାଙ୍ଗ ଅଞ୍ଚଳରେ ପାଞ୍ଚରୁ ଅଧିକ ଘରେ ଏଭଳି ଅଜବ ନୋଟିସ ଲଗାଯାଇଛି।

ସୂଚନା ଅନୁସାରେ,ନୋଟିସ ଲଗାଇଥିବା ଲୋକମାନେ କହିଥିଲେ ଯେ, ଚୋ-ରି ରୋକିବାରେ ପୋ-ଲି-ସର ପ୍ରୟାସ ବ୍ୟର୍ଥ। ଆମେ ପୋ-ଲି-ସଙ୍କ ପାଖରେ ଏହି ସମ୍ପର୍କରେ ଅ-ଭିଯୋ-ଗ କରିଥିଲୁ। କିନ୍ତୁ, ପୋ-ଲି-ସକୁ ଚୋ-ରଙ୍କୁ ଧ-ରି-ବାର କୌଣସି ସଫଳତା ମିଳି ନ ଥିଲା। ଯାହାଦ୍ବାରା ଆମେ ଏହିଭଳି ପଦକ୍ଷେପ ଗ୍ରହଣ କରିବା ପାଇଁ ବାଧ୍ୟ ହେଳୁ।ସେହି ଅଞ୍ଚଳର ଜଣେ ମହିଳାଙ୍କ କହିବା ଅନୁଯାୟୀ, ମୋ ଘରୁ ଗୋଟିଏ ମାସରେ ଦୁଇଥର ଚୋ-ରି କରିସାରିଛି। ଦ୍ୱିତୀୟ ଥର ଚୋ-ରି ସମୟରେ ଚୋ-ର ଦେଢ଼ ଲକ୍ଷ ଟଙ୍କାର ଅଳଙ୍କାର ନେଇଯାଇଛି।

Google

ସେହିପରି ଅନ୍ୟ ଜଣେ କହିଛନ୍ତି ଯେ, ଗତ ଶନିବାର ଦିନ ମୋ ପରିବାର ସମସ୍ତ ସଦସ୍ୟ ମୋ ଶଶୁର ଘରକୁ ଯାଇଥିଲେ। ଯାହାର ସୁଯୋଗ ନେଇ ଚୋ-ର ରାତିରେ ଘରେ ପଶି କଳା କନା ବୁଲାଇ ଦେଇଥିଲା। ରବିବାର ଦିନ ସକାଳେ ଏ ସମ୍ପର୍କରେ ଆମ ପଡ଼ୋଶୀ ଆମକୁ ଖବର ଦେଇଥିଲେ। ଆମ ଘରୁ ୨ ଲକ୍ଷ ଟଙ୍କା ସହିତ ୧ ଲକ୍ଷ ଟଙ୍କାର ଅଳଙ୍କାର ଚୋ-ରି କରିଛି।

ସଞ୍ଜୀବ ଖାନ୍ନା ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ଆମ ଘରେ ଦୁଇ ଦୁଇଥର ଚୋ-ର ଚୋ-ରି କରିସାରିଛି। ଏହି କାରଣ ପାଇଁ ଚୋ-ରଙ୍କୁ ଭଗାଇବା ପାଇଁ ଆମେ ଏହି ମେସେଜ ଲେଖିବାକୁ ବାଧ୍ୟ ହେଉଛୁ। କାହିଁକି ନା, ଆମ ଘରେ ଆଉ କିଛି ବି ଜିନିଷ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *