ଗ-ର୍ଭବ-ତୀଙ୍କ ପାଇଁ କରୋନାର ଦ୍ୱିତୀୟ ଲହର ଅଧିକ ବି-ପଜ୍ଜ-ନକ- ଆଇସିଏମଆର

କରୋନା ଭାଇରସର ଦ୍ୱିତୀୟ ଲହର ଗ-ର୍ଭବ-ତୀ ମହିଳା ମାନଙ୍କ ପାଇଁ ଅଧିକ ବିପଦଜନକ । ଗ-ର୍ଭବ-ତୀ ମହିଳାଙ୍କ ପାଖରୁ ଜନ୍ମ ହେଉଥିବା ଶିଶୁଙ୍କ ଉପରେ ମଧ୍ୟ ଅଧିକ ପ୍ରଭାବ ପକାଇଥାଏ। ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ ଗୁ-ରୁତ-ର ହାର ଓ ମୃ-ତ୍ୟୁସଂଖ୍ୟା ଅତ୍ୟଧିକ ରହିଛି ଆଇସିଏମଆର ପକ୍ଷରୁ ଏକ ଗବେଷଣାରେ ଏସଂପର୍କରେ ସୂଚନା ଦିଆଯାଇଛି।

ଆଇସିଏମଆର ଗବେଷଣା ଅନୁସାରେ, ଗ-ର୍ଭବ-ତୀ ମହିଳା ଓ ନବଜାତ ଶିଶୁଙ୍କୁ ନେଇ ପ୍ରଥମ ଓ ଦ୍ୱିତୀୟ ଲହର ମଧ୍ୟରେ ଗବେଷଣା କରାଯାଇଥିଲା। ଦ୍ୱିତୀୟ ଲହରରେ ଲକ୍ଷଣ ଥିବା କେ-ସ୍ ୨୮.୭ ପ୍ରତିଶତ ରହିଥିବା ସମୟରେ ପ୍ରଥମ ଲହରରେ ୧୪.୨ ପ୍ରତିଶତ ରହିଥିଲା। ସେହିପରି ଭାବରେ ଦ୍ୱିତୀୟ ଲହରରେ ମୃ-ତ୍ୟୁହା-ର ୫.୭ ପ୍ରତିଶତ ରହିଥିବା ସମୟରେ ପ୍ରଥମ ଲହରରେ ୦.୭ ପ୍ରତିଶତ ରହିଥିଲା।

ଆଇସିଏମଆରର ସୂଚନା ଅନୁସାରେ, ମୋଟ ୧୫୩୦ ଗ-ର୍ଭବ-ତୀ ମହିଳା ଓ ପ୍ର-ସୂ-ତୀ ମହିଳାଙ୍କ ଉପରେ କରାଯାଇଥିଲା। ଆଉ ଏହି ଗବେଷଣାରେ ୧୧୪୩ ଜଣ ଜଣ ପ୍ରଥମ ଲହରରେ ଓ ୩୮୭ ଜଣ ଦ୍ୱିତୀୟ ଲହରରେ ସାମିଲ ରହିଥିଲେ। ପ୍ରଥମ ଲହର ଓ ଦ୍ୱିତୀୟ ଲହରକୁ ମିଶାଇ ମୋଟ ମୃ-ତ୍ୟୁ ସଂଖ୍ୟା ୨ ପ୍ରତିଶତ ରହିଥିଲା।ସେଥିରୁ ଅଧିକାଂଶ କୋଭିଡ ନିମୋନିଆ ଏବଂ ଶ୍ୱା-ସ କଷ୍ଟ ଜନିତ ସମସ୍ୟାର ଦେଖାଯାଇଥିଲା। ଏହି ଗବେଷଣାରେ ମହିଳାଙ୍କ ପାଇଁ ଭ୍ୟାକସିନ ନିତ୍ୟାନ୍ତ ଜରୁରୀ।

ସୂଚନା ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କହିଛନ୍ତି ଯେ,ଗ-ର୍ଭବ-ତୀ ମହିଳାଙ୍କ ଉପରେ ଏହାର ପ୍ରଭାବ ଅଧିକ ମାତ୍ରାରେ ରହିଥାଏ। ସେମାନେ ଯଦି ଅନ୍ୟ କୌଣସି ରୋଗରେ ଆ-କ୍ରା-ନ୍ତ ରହିଥାନ୍ତି ତାହେଲେ ତୁରନ୍ତ ସେମାନଙ୍କୁ ଟିକା ଦିଆଯିବା ନିହାତି ଦରକାର।

Leave a Reply

Your email address will not be published. Required fields are marked *