ସାକିବଙ୍କ ପରେ ବର୍ତ୍ତମାନ ଏହି ବ୍ୟାଟ୍ସମ୍ୟାନ ହେଲେ ସବୁ ସୀମା ପାର,ମ୍ୟାଚ ସମୟରେ ଖେଳାଳିଙ୍କ ଉପରକୁ ମାରିଲେ ପଥର

ବାଂଲାଦେଶରେ ଚାଲିଥିବା ଢାକା ପ୍ରିମିୟାର ଲିଗ ମ୍ୟାଚରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। କିଛି ଦିନ ତଳେ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନ ଅମ୍ପାୟାରଙ୍କ ସହ ଖରାପ ବ୍ୟବହାର କରିଥିଲେ। ସେ ଷ୍ଟମ୍ପ ଓପାଡ଼ି ଫିଙ୍ଗିଦେଇଥିଲେ ଓ ଏହାପରେ ତାଙ୍କ ଉପରେ ତିନୋଟି ମ୍ୟାଚର ପ୍ରତିବନ୍ଧକ ଓ 5 ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା।

ଏବେ ପୁଣି ଏହି ଟୁର୍ଣ୍ଣାମେଣ୍ଟରେ ଏହିପରି କିଛି ହୋଇଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଏଥର ଶବିର ରେହମାନ ଚର୍ଚ୍ଚାକୁ ଆସିଛନ୍ତି ଓ।ସେ ପୂର୍ବରୁ ମଧ୍ୟ ବିଭିନ୍ନ ବିବାଦରେ ସାମ୍ନାକୁ ଆସିଥିଲେ।

ଘଟଣାଟି ଏହିସମୟରେ ଘଟିଥିଲା ଯେତେବେଳେ ଢାକା ପ୍ରିମିୟର ଲିଗ 2021 ଚାଲିଥିଲା ସେତେବେଳେ DOHS ସ୍ପୋର୍ଟସ କ୍ଲବ ଓ ଶେଖ ଧନମଣ୍ଡି କ୍ରିକେଟ ଟିମ ମଧ୍ୟରେ ମ୍ୟାଚ ଚାଲିଥିଲା। ବାଂଲାଦେଶ ପାଇଁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳିଥିବା ଶବିର ରେହମାନ ପଡ଼ିଆରେ ଥିବା ସତ୍ତ୍ୱେ ମଧ୍ୟ ଏମିତି କାମ କରିଥିଲେ ଯାହାକି ଏପର୍ଯ୍ୟନ୍ତ କେହି କରିନଥିଲେ।

ରେହମାନ ମ୍ୟାଚ ଖେଳୁନଥିଲେ କିନ୍ତୁ ସେ ପ୍ରତିପକ୍ଷର ଏକ ସ୍ପିନ ବୋଲର ଇଲିୟସ ସନି ଯେତେବେଳେ ଫିଲ୍ଡିଂ କରୁଥିଲେ ସେତେବେଳେ ସେ ତାଙ୍କ ଉପରକୁ ଇଟା ଫିଙ୍ଗିଥିଲେ। ଏହାପରେ ସେ ସନିଙ୍କୁ ବହୁତ ଖରାପ ଭାଷାରେ ଗା-ଳି ଗୁଲଜ କରିଥିଲେ। ନସଲବାଦକୁ ନେଇ ବହୁତ ସମୟ ହେବ କ୍ରିକେଟରେ ହଙ୍ଗାମା ଚାଲୁଛି।

ରେହମାନଙ୍କୁ ନେଇ ହେଲା ଅ-ଭି-ଯୋ-ଗ:-

ଢାକା ପ୍ରିମିୟାର ଲିଗ 2021 ଶେଷ ହେବାପରେ ଶେଖ ଜମାଲ ଟିମ ଢାକା ମେଟ୍ରୋପଲିସିର କ୍ରିକେଟ ସମିତିକୁ ପତ୍ର ଲେଖି ଶବିରଙ୍କୁ ଦ-ଣ୍ଡ ଦେବାକୁ କହିଥିଲେ। ନସଲବାଦୀ କହିଥିବାରୁ ତାଙ୍କ ଉପରେ ଏହି ଅଭିଯୋଗ ଆସିଥିଲା।

ପ୍ରଥମରୁ ମଧ୍ୟ ବି-ବା-ଦ-ରେ ଫସିଥିଲେ ରେହମାନ:-

ଶବିର ରେହମାନ ବାଂଲାଦେଶ ପାଇଁ 66 ଦିନିକିଆ, 11 ଟେଷ୍ଟ, 44ଟି t-20 ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିସାରିଛନ୍ତି। ସେ ପ୍ରଥମରୁ ମଧ୍ୟ ବି-ବା-ଦ-ରେ ଫସି ଯାଇଛନ୍ତି। ତାଙ୍କର ମ୍ୟାଚ ପାଉଣା 30 ପ୍ରତିଶତ କଟାଯାଇଥିଲା କାରଣ ସେ ମୈଦାନ ବାହାରେ ନିୟମ ଉଲ୍ଲଂଘନ କରିଥିଲେ। ଏହାବ୍ୟତୀତ ଜାନୁଆରୀ 2018 ରେ ସେ ମ୍ୟାଚ ସମୟରେ ମା-ର-ପି-ଟ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *