ଵନ୍ଧୁ ଜିତିବାକୁ ଯାଉଥିଲା ହଜାର ହଜାର ଟଙ୍କା,ସେତେବେଳେ ଦୁହିଁଙ୍କ ମଧ୍ୟରେ ଚାଲିଲା ଲ-ଢେ-ଇ,ଦେଖନ୍ତୁ ଏହି ଭିଡିଓ

ଖୁସି ସେତେବେଳେ ଦୁଇଗୁଣ ହୋଇଥାଏ ଯେତେବେଳେ କିଛି ମିନିଟ ମଧ୍ୟରେ ଆପଣଙ୍କ ଦକ୍ଷତା ବଳରେ ଟଙ୍କା ମିଳିଥାଏ|ଯଦିଓ ସେହି ସମୟରେ ଆପଣଙ୍କ ଦୋସ୍ତ ଥାଏ ତେବେ ରିସ୍କ ଦୁଇଗୁଣ ହେବା ସ୍ବାଭାବିକ|କାରଣ ସେ ଆପଣଙ୍କୁ ହଇରାଣ କରିବାକୁ ପଛଘୁଞ୍ଚା ଦିଏ ନାହିଁ|ବେଳେବେଳେ ଟଙ୍କା ଚକ୍କରରେ ଅବସ୍ଥା ମଧ୍ୟ ଵିଗିଡି ଯାଏ|ଏମିତି କିଛି ହେଲା,ଯେଉଁଥିରେ ଦୁଇଜଣ ବନ୍ଧୁଙ୍କ ମଧ୍ୟରେ ମଜା ଝ-ଗ-ଡା-ରେ ପରିବର୍ତ୍ତନ ହୋଇଥିଲା|

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି,ଯେଉଁଥିରେ ଦେଖାଯାଏ ଯେ ଏକ ରୋଡ ସାଇଡ ଇଭେଣ୍ଟ ସମୟରେ ଦୋସ୍ତ ଦୁହିଁଙ୍କ ମଧ୍ୟରେ ଭିଡା ଭିଡି ହୋଇଗଲେ|ଇଭେଣ୍ଟରେ ଏହି ଚ୍ୟାଲେଞ୍ଜ ଦିଆଯାଇଥିଲା ଯେ ଏକ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ରୋଡରେ ଲଟକି ରହିବା ଫଳରେ ୧୦୦ ଡଲାର ମାନେ ପାଖାପାଖି ସାଢେ ସାତ ହଜାର ଟଙ୍କା ମିଳିବ|ଏହି ଚ୍ୟାଲେଞ୍ଜକୁ ପୂରା କରିବ ପାଇଁ ଜଣେ ବ୍ୟକ୍ତି ରୋଡରେ ଲଟକିଥିଲେ ଓ ଏହି ସମୟରେ ଦୋସ୍ତ ମସ୍ତି ମୁଡରେ ଥିଲା|

ପାଖାପାଖି ୪୦ ସେକେଣ୍ଡ ପୂରା ହେବା ପରେ ତାର ଦୋସ୍ତ ତାର ପେଟ ଟାଣିବାକୁ ଲାଗିଲା|ଲଟକିଥିବା ବ୍ୟକ୍ତି ନିଜ ଦୋସ୍ତ ତରଫରୁ ଲାତ ଟାଣିକି ମାରେ ଓ ପୁଣି ବନ୍ଧୁତା ଶତ୍ରୁତାରେ ପରିବର୍ତ୍ତନ ହୋଇଯାଏ|ଅନ୍ୟ ଜଣେ ସାଥି ତାର ହାତ ଟାଣି ତଳକୁ କରିଦେଲା,ଫଳରେ ଚ୍ୟାଲେଞ୍ଜ ପୂରା ହୋଇପାରିଲା ନାହିଁ|ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *