ଏକତରଫା ପ୍ରେମ:ବାହା ହେବାକୁ ଝିଅ ମନା କରିବାରୁ ଆ-ତ୍ମହ-ତ୍ୟା ଉଦ୍ୟମ କରିଲା ଯୁବକ

ଏକ ତରଫା ପ୍ରେମରୁ ଆ-ତ୍ମହ-ତ୍ୟାର ଉଦ୍ୟମ। ନିଜ ଦେହରେ କିରୋସିନି ଢା-ଳି ନି-ଆଁ ଲଗାଇଦେଲା ଯୁବକ। ଯୁବକକୁ ଗୁ-ରୁତ-ର ଅବସ୍ଥାରେ ଉ-ଦ୍ଧା-ର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଭଳି ଅ-ଭାବ-ନୀ-ୟ ଘ-ଟ-ଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥା-ନା ବଳରାମପୁର ଗ୍ରାମରେ। ଯୁବକ ଜଣକ ଟୁକୁନା ପ୍ରଧାନ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଟୁକୁନା ନିଜ ଗାଁର ଜଣେ ଝିଅକୁ ଏକ ତରଫା ପ୍ରେମ କରୁଥିଲେ। ବୁଧବାର ଦିନ ସକାଳେ ଉକ୍ତ ଝିଅକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ, ଯୁବତୀ ଜଣଙ୍କ ସେହି ଯୁବକଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲେ। ଯାହାଦ୍ବାରା,ଯୁବକ ଜଣଙ୍କ ଘରକୁ ଆସି କିରୋସିନି ନିଜ ଦେହରେ ଢା-ଳି ନି-ଆଁ ଲଗାଇ ଆ-ତ୍ମହ-ତ୍ୟା ଉ-ଦ୍ୟମ କରିଥିଲେ। ଯୁବକଙ୍କ ଘରର ସଦସ୍ୟ ତାଙ୍କୁ ନି-ଆଁରୁ ଉ-ଦ୍ଧାର କରି ଗୁ-ରୁତ-ର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ, ଯୁବକଙ୍କ ଅବସ୍ଥା ଅଧିକ ଗୁ-ରୁତ-ର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଶରୀରର ୮୦ ପ୍ରତିଶତ ପୋ-ଡିଯା-ଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *