ଭିଡିଓ ଦେଖି ଚମକି ପଡିବେ ଆପଣ, ଆକ୍ଟିଙ୍ଗ କରୁଥିବା ବ୍ୟକ୍ତି ଶାହରୁଖ ଖାନ ନୁହନ୍ତି, ଲୋକଙ୍କଠାରୁ ମିଳୁଛି ବହୁତ ପ୍ରଶଂସା

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଫେମସ ହେବାପାଇଁ ବହୁତ କିଛି କରୁଛନ୍ତି | ଅନେକଥର ନିଜର ପ୍ରିୟ ଅଭିନେତାଙ୍କର ନକଲ କରିଥାନ୍ତି ଏବଂ ତାଙ୍କ ପରି ଲୁକ ଦେଇଥାନ୍ତି | ସୋସିଆଲ ମିଡିଆରେ ଏମାନଙ୍କର ଭିଡିଓ ମଧ୍ୟ ଭାଇରଲ ହୋଇଥାଏ | ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ପ୍ରଶଂସା କରାଯାଇଥାଏ ତ ଆଉ କିଛି ଲୋକଙ୍କୁ ଉପହାସ ମଧ୍ୟ କରାଯାଏ | ଏହି ପରିପ୍ରେକ୍ଷୀରେ ଜଣେ ବ୍ୟକ୍ତିଙ୍କର ଗୋଟିଏ ଭିଡିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖି ଲୋକମାନେ ଧୋକା ଖାଉଛନ୍ତି | କାରଣ ଏହି ବ୍ୟକ୍ତିଙ୍କର ମୁହଁ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସହିତ ମିଶୁଛି |

ଏପରି ଅନେକ ସେଲିବ୍ରେଟି ଅଛନ୍ତି, ଯେଉଁମାନଙ୍କର ଏକାପରି ମୁହଁ ଅଛି | ଅନେକଥର ତ ସେମାନଙ୍କୁ ଦେଖି ପାର୍ଥକ୍ୟ ବାହାର କରିବା କଷ୍ଟକର ହୋଇପଡେ ଯେ କିଏ ଅସଲି କିଏ ନକଲି ? ଆଜିର ସମୟରେ ସେମାନଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ ଲୋକପ୍ରିୟତା ମିଳୁଛି | ଏହି ପରିପ୍ରେକ୍ଷୀରେ ଜଣେ ବ୍ୟକ୍ତି ଶାହରୁଖ ଖାନଙ୍କ ଭଳି ଅଭିନୟ କରୁଛନ୍ତି | ଏଠାରେ ବଡ଼ କଥା ହେଉଛି ଯେ ସେ ଯେଉଁ ଭଳି ଆକ୍ଟିଙ୍ଗ କରୁଛନ୍ତି, ଲୋକମାନେ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି |

ଦେଖନ୍ତୁ ଭିଡିଓ :-

ଭିଡିଓ ଦେଖି ହୋଇପାରେ ଆପଣ ମଧ୍ୟ ଗୋଟିଏ ମୁହୂର୍ତ୍ତ ପାଇଁ ଧୋକା ଖାଇ ଯାଇଥିବେ | କିନ୍ତୁ, ଲୋକମାନଙ୍କୁ ଏହି ଭିଡିଓ ଖୁବ ଭଲ ଲାଗୁଛି | ଏଠାରେ ଆପଣଙ୍କୁ କହିରଖୁଛୁ ଯେ ଏହି ବ୍ୟକ୍ତି ବଲିଉଡ ଫିଲ୍ମ ‘ଦୀଲବାଲେ’ ର ଏକ ଗୀତରେ ଡ୍ୟାନ୍ସ କରୁଛନ୍ତି | ବର୍ତ୍ତମାନ ଏହି ଭିଡିଓ ଭାଇରଲ ହେଉଛି | ଏହି ଭିଡିଓକୁ ଇନ୍ସଟାଗ୍ରାମରେ ‘ibrahim__qadri’ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଖବର ଲେଖିବା ବେଳକୁ ଏହି ଭିଡିଓକୁ ପ୍ରାୟ ଏକ ହଜାର ଲୋକ ପସନ୍ଦ କରି ସାରିଛନ୍ତି ଏବଂ ଏହା ଉପରେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି | ତେବେ ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *