ସିସିଟିଭିରେ ରେ-କ-ର୍ଡ ହେଲା ଲାଇଭ୍ ଫା-ୟା-ରିଂ : ମଝିରାସ୍ତାରେ ଦିନ ଦ୍ୱିପ୍ରହରରେ ଦୋକାନୀଙ୍କୁ ଗୁ-ଳିମା-ଡ,ଦେଖନ୍ତୁ ଭିଡିଓ

ରାଜସ୍ଥାନ କୋଟାରେ ଘ-ଟିଛି ଏକ ବି-ଭ-ତ୍ସ କା-ଣ୍ଡ। ଦିନ ଦ୍ୱିପ୍ରହରରେ ମଝି ରାସ୍ତାରେ ଦୋକାନୀଙ୍କ ଉପରକୁ ଯୁବକ ଗୁ-ଳିମା-ଡ କରିଛନ୍ତି। ଗୁମାନପୁରା ଅଞ୍ଚଳରେ ୬ ଜଣ ଯୁବକ ବାଇକରେ ଆସି ଏହିପରି ଘ-ଟ-ଣା କରିଥିବାର ସାମ୍ନାକୁ ଆସିଛି। ଏପରି ଏକ ସମ୍ୱେଦନଶୀଳ ଘ-ଟ-ଣା ସିସିଟିଭିରେ କ-ଏ-ଦ ହୋଇଥିଲା। ବର୍ତ୍ତମାନ ଏହି ଘ-ଟ-ଣା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

ଭିଡିଓରେ ଦେଖାଯାଉଛିଯେ, ୬ ଜଣ ଯୁବକ ଦୁଇଟି ବାଇକରେ ଆସି ଦିବାଲୋକରେ ବ-ନ୍ଧୁ-କ ବାହାର କରି ଗୁ-ଳି ଫୁ-ଟାଉଛନ୍ତି। ଏହାପରେ ଆରାମରେ ସେମାନେ ସେଠାରୁ ଖସିଯାଆନ୍ତି। ଜଣେ ଏହି ଅ-ଭିଯୁ-କ୍ତମାନେ ଦୋକାନୀଙ୍କୁ ଟା-ର୍ଗେ-ଟ କରି ଏପରି ଗୁ-ଳି ଚଳାଇଥିଲେ। ତେବେ ଗୁ-ଳିମା-ଡ ସମୟରେ ଦୋକାନୀ ଜଣଙ୍କ ଦୋକାନ ଭିତରେ ଥିଲେ। ପୋ-ଲି-ସ ସିସିଟିଭି ଫୁ-ଟେଜ ଆ-ଧା-ରରେ ଏହି ଘ-ଟ-ଣାର ତ-ଦ-ନ୍ତ ଆରମ୍ଭ କରିଛି।

ପୋ-ଲି-ସ ଅଧିକାରୀ କହିଛନ୍ତିଯେ, ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଏବଂ ଗୁ-ଳି କରିଥିବା ଯୁବକଙ୍କୁ ଧ-ରିବା ପାଇଁ ଚ-ଢାଉ ଜା-ରି ରହିଛି। ଯେଉଁ ବ୍ୟକ୍ତିଙ୍କ ଉପରେ ଏହି ଆ-କ୍ରମ-ଣ ହୋଇଥିଲା ତାଙ୍କର ନାମ କୈଳାସ ମୀନା। ବାସ୍ତବରେ, ସୋମବାର ଦିନ ସକାଳ ୧୧ ଟାରେ ତିନିଜଣ ଆ-କ୍ରମ-ଣକା- ରୀ କୈଳାସ ମୀନାଙ୍କ ଦୋକାନ ବାହାରେ ଆସି ତାଙ୍କ ନାମ ଧରି ଡାକିଥିଲେ। ତାପରେ ସେ ବାହାରକୁ ଆସିଥିଲେ।

ଏହି ସମୟରେ ଜଣେ ଆ-କ୍ରମ-ଣକା-ରୀ ତାଙ୍କୁ ଟା-ର୍ଗେ-ଟ କରିଥିଲେ ଓ ୫ ରା-ଉ-ଣ୍ଡ ଗୁ-ଳି ଚଳାଇଥିଲେ। ସୌଭାଗ୍ୟବଶତଃ ଦୋକାନୀ ଜଣଙ୍କ ଏହି ଦୁ-ର୍ଘଟ-ଣାରୁ ବଞ୍ଚିଯାଇଛନ୍ତି। ସେପଟେ ୫ ରାଉଣ୍ଡ ଗୁ-ଳିମା-ଡ ପରେ ଦୋକାନୀ ଜଣଙ୍କ ବଞ୍ଚିଯାଇଥିବାରୁ ଅ-ଭିଯୁ-କ୍ତମାନେ ସେଠାରୁ ଚ-ମ୍ପ-ଟ ମା-ରିଥି-ଲେ। କୈଳାସଙ୍କ କହିବା ମୁତାବିକ ତାଙ୍କର କାହାରି ସଙ୍ଗେ କୌଣସି ଶ-ତ୍ରୁ-ତା ନଥିଲା। ସେ ଗୁ-ଳି ଚଳାଇଥିବା ଯୁବକମାନଙ୍କୁ ମଧ୍ୟ ଚିହ୍ନିନାହାଁନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *